କଂଗ୍ରେସର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ରାଉରକେଲାରେ ଉତ୍ତେଜନା

ସୁନ୍ଦରଗଡ଼: ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ରାସନକାର୍ଡ ପ୍ରଦାନ କରିବା ତଥା ଇବ୍ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍ ନିର୍ମାଣକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ବନ୍ଦ ବେଳେ ରାଉରକେଲାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଡେଲି ମାର୍କେଟରେ କଂଗ୍ରେସ କର୍ମୀମାନେ […]

sundargarh-bandh

sundargarh-bandh

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 09:50 PM IST

Sports

Latest News

ସୁନ୍ଦରଗଡ଼: ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ରାସନକାର୍ଡ ପ୍ରଦାନ କରିବା ତଥା ଇବ୍ ନଦୀ ଉପରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ୍ ନିର୍ମାଣକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ବନ୍ଦ ବେଳେ ରାଉରକେଲାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଡେଲି ମାର୍କେଟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଦୋକାନବଜାର ବନ୍ଦ କରୁଥିବା ବେଳେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

ବନ୍ଦ ପାଳନ ବେଳେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସମେତ ୭୦ ଜଣ କର୍ମୀଙ୍କୁ ପୋଲିସ ଗିରଫ କରିଛି।

ସୁନ୍ଦରଗଡ଼ ସହରର ଦୋକାନ ବଜାର ବନ୍ଦ ରହିଥିଲା। ସହରର ତିନିଟି ପ୍ରବେଶ ପଥ ଶଙ୍କରା ବାଏପାସ୍, କଲେଜ ବାଏପାସ୍ ଓ ରାଣୀ ବଗିଚା ବାଏପାସ୍‌କୁ କଂଗ୍ରେସ କର୍ମୀମାନେ ବନ୍ଦ କରି ଦେଇଥିଲେ। ଫଳରେ ସହର ମଧ୍ୟକୁ କୌଣସି ଗାଡ଼ି ଚଳାଚଳ ହୋଇପାରି ନ ଥିଲା।

ବଣାଇରେ କଂଗ୍ରେସ କର୍ମୀମାନେ ଏନ୍‌ଏଚ୍‌ ୧୪୫କୁ ଅବରୋଧ କରିବା ସହ ବ୍ୟାଙ୍କ, ସ୍କୁଲ୍ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ।

ବନ୍ଦକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

କଂଗ୍ରେସର ତଲସରା ବିଧାୟକ ପ୍ରଫୁଲ ମାଝି କହିଛନ୍ତି, “ଇବ୍ ନଦୀ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଜୀବନରେଖା। ଇବ୍ ନଦୀକୁ ବଞ୍ଚାଇବାକୁ ସଂଗ୍ରାମ ଆରମ୍ଭ ହୋଇଛି। ଆଜି ବନ୍ଦ ପାଳନରେ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଓକିଲ ସଂଘ ଓ ଅନ୍ୟ ସମସ୍ତେ ସହଯୋଗ କରିଛନ୍ତି। ତେଣୁ ସମସ୍ତଙ୍କୁ ଧନ୍ୟବାଦ। ଇବ୍ ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବାକୁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛି ତାକୁ ତୁରନ୍ତ ବନ୍ଦ କରିବାକୁ ଆମେ ଦାବି କରୁଛୁ। ଆଜି ବନ୍ଦ ପାଳନ କରି ଆମେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story