ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ବେଜିଂ: ଭୟଙ୍କର ତାଣ୍ଡବ ରଚିଛି ବାତ୍ୟା ସୁପରଟାଇଫୁନ୍‌ । ରବିବାର ସନ୍ଧ୍ୟାରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳରେ ମାଡ଼ ହୋଇଛି ସୁପରଟାଇଫୁନ୍‌। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପାଇଁ ୨.୪୫ ମିଲିୟନ୍ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହଙ୍ଗ୍‌କଙ୍ଗ୍‌ ଏବଂ ଫିଲିପାଇନ୍ସରେ ଆତଙ୍କ ମଚାଇବା ପରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳକୁ ହିଟ୍‌ କରିଛି ସୁପର୍‌ଟାଇଫୁନ। […]

china

china

Tapas Behera
  • Published: Sunday, 16 September 2018
  • Updated: 16 September 2018, 04:57 PM IST

Sports

Latest News

ବେଜିଂ: ଭୟଙ୍କର ତାଣ୍ଡବ ରଚିଛି ବାତ୍ୟା ସୁପରଟାଇଫୁନ୍‌ । ରବିବାର ସନ୍ଧ୍ୟାରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳରେ ମାଡ଼ ହୋଇଛି ସୁପରଟାଇଫୁନ୍‌। ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ପାଇଁ ୨.୪୫ ମିଲିୟନ୍ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ହଙ୍ଗ୍‌କଙ୍ଗ୍‌ ଏବଂ ଫିଲିପାଇନ୍ସରେ ଆତଙ୍କ ମଚାଇବା ପରେ ଚୀନ୍‌ର ଦକ୍ଷିଣ ଗ୍ଵାଙ୍ଗଡଙ୍ଗ ଅଞ୍ଚଳକୁ ହିଟ୍‌ କରିଛି ସୁପର୍‌ଟାଇଫୁନ। ଗ୍ଵାଙ୍ଗଡଙ୍ଗ ଅଞ୍ଚଳରେ ଜିଆଙ୍ଗମେନ୍‌ ସିଟିରେ ମାଡ଼ ହୋଇଛି ବାତ୍ୟା। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୬୨ କିମି ବେଗରେ ପବନ ବହୁଛି। ବାତ୍ୟା ଯୋଗୁ ହଙ୍ଗ୍‌କଙ୍ଗ୍‌ ଏବଂ ଫିଲିପାଇନ୍ସରେ ୫୯ ଜଣଙ୍କ ମୃତ୍ୟୁ ଘଟିଛି। ୪୮ ହଜାର ମାଛମରା ବୋଟକୁ କୂଳକୁ ଫେରାଇ ଅଣାଯାଇଛି ।

ଚୀନ୍‌ର ଘିନୁଆ ନ୍ୟୁଜ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,୨୯,୦୦୦ ନିର୍ମାଣାଧୀନ କାର୍ଯ୍ୟକୁ ବାତିଲ କରାଯାଛି। ୬୩୨ଟି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରାଯାଇଛି। ପୂର୍ବରୁ ୪୦୦ ବିମାନକୁ ବାତିଲ କରାଯାଥିଲା।  ବିଗତ କିଛି ଦଶନ୍ଧି ମଧ୍ୟରେ ଏହାକୁ ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story