ଅମା ଅନ୍ଧାରରେ ହୁଏ ତନ୍ତ୍ର ପୂଜା: ଜାଣନ୍ତୁ କେଉଁ ପୀଠରେ ପୂଜା କଲେ ମିଳେ ସିଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦିପାବଳୀ। ଏହି ଦିନ ମା’ ଲକ୍ଷ୍ମୀ ଏବଂ ଗଣେଷଙ୍କ ପୂଜା କରାଯାଏ। ଚାରିଆଡେ ବାଣ ଫୁଟାଯାଏ। ଏହାସହ ତନ୍ତ୍ର ସାଧନା ପାଇଁ ମନ୍ତ୍ରପାଠ କରାଯାଇଥାଏ। ଅମାବାସ୍ୟାର କଳାରାତିରେ ତନ୍ତ୍ର ସାଧନା ପାଇଁ ଚରମରେ ରହିଥାଏ। ତାନ୍ତ୍ରିକ ରାତିରେ ସିଦ୍ଧି ପାଇଁ ବିଶେଷ ସାଧନା କରିଥାନ୍ତି। ଆମ ଦେଶରେ ଦୀପାବଳି ରାତିରେ ବିଭିନ୍ନ ସ୍ଥାନରେ ଏହି ତନ୍ତ୍ର ପୂଜା କରାଯାଇଥାଏ। ଦୀପାବଳି ଅବସରରେ ଓଡ଼ିଶା ରିପୋର୍ଟର ପକ୍ଷରୁ ଏହି ବିଶେଷ ଉପସ୍ଥାପନା। […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 05:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଲୋକର ପର୍ବ ଦିପାବଳୀ। ଏହି ଦିନ ମା’ ଲକ୍ଷ୍ମୀ ଏବଂ ଗଣେଷଙ୍କ ପୂଜା କରାଯାଏ। ଚାରିଆଡେ ବାଣ ଫୁଟାଯାଏ। ଏହାସହ ତନ୍ତ୍ର ସାଧନା ପାଇଁ ମନ୍ତ୍ରପାଠ କରାଯାଇଥାଏ। ଅମାବାସ୍ୟାର କଳାରାତିରେ ତନ୍ତ୍ର ସାଧନା ପାଇଁ ଚରମରେ ରହିଥାଏ। ତାନ୍ତ୍ରିକ ରାତିରେ ସିଦ୍ଧି ପାଇଁ ବିଶେଷ ସାଧନା କରିଥାନ୍ତି। ଆମ ଦେଶରେ ଦୀପାବଳି ରାତିରେ ବିଭିନ୍ନ ସ୍ଥାନରେ ଏହି ତନ୍ତ୍ର ପୂଜା କରାଯାଇଥାଏ। ଦୀପାବଳି ଅବସରରେ ଓଡ଼ିଶା ରିପୋର୍ଟର ପକ୍ଷରୁ ଏହି ବିଶେଷ ଉପସ୍ଥାପନା।

vashikaranpuja1ବାଜନାମଠ

ଜବଲପୁରରେ ଦୀପାବଳି ରାତିରେ ତାନ୍ତ୍ରିକ ମଠରେ ବିଶେଷ କାର୍ଯ୍ୟକ୍ରମ ହୋଇଥାଏ। ବାଜନାମଠ ସ୍ଥିତ ତାନ୍ତ୍ରିକ ମନ୍ଦିରରେ ସିଦ୍ଧି ପାଇଁ ପ୍ରତିବର୍ଷ ତାନ୍ତ୍ରିକ ଆସିଥାନ୍ତି। ଏହି ସ୍ଥାନକୁ ଲୋକେ ଗୁପ୍ତ ରାସ୍ତାରେ ଯାଇଥାନ୍ତି।

1460107-bigthumbnailତାନ୍ତ୍ରିକ ମନ୍ଦିରର ପ୍ରତିଟି ଇଟା ମନ୍ତ୍ରସିଦ୍ଧ

ବ୍ରହ୍ମପୁରାଣ ଅନୁସାରେ କାର୍ତ୍ତିକ ମାସ ଅମାବାସ୍ୟା ରାତିରେ ମା’ ଲକ୍ଷ୍ମୀ ଭୂ-ଲୋକକୁ ଆସିଥାନ୍ତି। ଏହି ସମୟରେ କରାଯାଇଥିବା ସାଧନା ବିଶେଷ ଫଳଦାୟୀ ହୋଇଥାଏ। ବାଜନାମଠର ମନ୍ଦିର ଏମିତି ଏକ ତାନ୍ତ୍ରିକ ମନ୍ଦିର, ଯେଉଁଠି ପ୍ରତିଟି ଇଟା ଶୁଭ ନକ୍ଷେତ୍ରରେ ମନ୍ତ୍ର ଦ୍ୱାରା ସିଦ୍ଧ କରାଯାଇ ବସାଯାଇଥିଲା।

ସାରା ଦେଶରେ ତାନ୍ତ୍ରିକ ମନ୍ଦିର ୩ଟି ରହିଛି। ଅନ୍ୟ ଦୁଇଟି ମନ୍ଦିର କାଶୀ ଓ ମହୋବାରେ ରହିଛି। ବାଜନାମଠ ୧୫୨୦ରେ ରାଜା ସଂଗ୍ରାମ ଶାହାଙ୍କ ଦ୍ୱାରା ମଟୁକ ଭୈରବ ମନ୍ଦିର ନାଁରେ ନିର୍ମାଣ କରାଯାଇଥିଲା। ମଠର ଗମ୍ବୁଜରେ ସ୍ଥାପନ ହୋଇଥିବା ତ୍ରୀଶୁଳରୁ ବାହାରୁ ଥିବା ପ୍ରାକୃତିକ ଧ୍ୱନୀ-ତରଙ୍ଗରୁ ଶକ୍ତି ଜାଗୃତ ହୋଇଥାଏ।

Muslim-Vashikaranଚୌଷଠୀଯୋଗିନୀ

ବାଜନାମଠ ପରେ ଚୌଷଠୀଯୋଗିନୀ ମନ୍ଦିରରେ ମଧ୍ୟ ତନ୍ତ୍ର ସାଧନା ପାଇଁ ବଡ଼ କେନ୍ଦ୍ର ରହିଛି। ଭେଡାଘାଟ ସ୍ଥିତ ଗୋଲକମଠ ବିଶ୍ୱବିଦ୍ୟାଳୟର ତାନ୍ତ୍ରିକ ବାଜନାମଠ ପରେ ସାଧନା ପାଇଁ ଚୌଷଠୀଯୋଗିନୀ ମନ୍ଦିରକୁ ଆସିଥାନ୍ତି। ଏଠାରେ ଦୀପାବଳି ଦିନ ବହୁ ତାନ୍ତ୍ରିକ ଏକାଠି ହୋଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story