ପେଟ୍ରୋଲରେ ନୁହେଁ, କଫିରେ ଚାଲୁଛି ବସ୍

ଆଜି ଯାଏଁ ଆପଣ ପେଟ୍ରୋଲ, କୋଇଲା, ଇଲେକ୍ଟ୍ରି ଓ ବ୍ୟାଟେରୀ ଚାଳିତ ଗାଡି କଥା ଶୁଣିଥିବେ। କିନ୍ତୁ କେବେ କଫିରେ ଗାଡ଼ି ଚାଲିବା କଥା ଶୁଣିଛନ୍ତି କି? କଥାଟି ଆପମଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଲଣ୍ଡନର ସଡ଼କରେ ଚାଲୁଥିବା ବସ୍‌ଗୁଡ଼ିକ ପେଟ୍ରୋଲ ପିଇ ନୁହେଁ କଫି ପିଇ ଚାଲୁଛନ୍ତି। ଏହି ଚମତ୍କାର କରିଦେଖାଇଛି ବ୍ରିଟେନର ବାୟୋ-ବିନ୍ ନାମକ ଏକ ଟେକ୍ନୋଲୋଜି କମ୍ପାନୀ। କମ୍ପାନୀ କଫିରୁ ବାହାରୁଥିବା ଆବର୍ଜନାରୁ ଏକ ଏପରି ତେଲ ତିଆରି […]

coffee-as-fuel_1512803276

coffee-as-fuel_1512803276

Rakesh Mallick
  • Published: Monday, 11 December 2017
  • Updated: 11 December 2017, 10:46 PM IST

Sports

Latest News

ଆଜି ଯାଏଁ ଆପଣ ପେଟ୍ରୋଲ, କୋଇଲା, ଇଲେକ୍ଟ୍ରି ଓ ବ୍ୟାଟେରୀ ଚାଳିତ ଗାଡି କଥା ଶୁଣିଥିବେ। କିନ୍ତୁ କେବେ କଫିରେ ଗାଡ଼ି ଚାଲିବା କଥା ଶୁଣିଛନ୍ତି କି? କଥାଟି ଆପମଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଲଣ୍ଡନର ସଡ଼କରେ ଚାଲୁଥିବା ବସ୍‌ଗୁଡ଼ିକ ପେଟ୍ରୋଲ ପିଇ ନୁହେଁ କଫି ପିଇ ଚାଲୁଛନ୍ତି।

ଏହି ଚମତ୍କାର କରିଦେଖାଇଛି ବ୍ରିଟେନର ବାୟୋ-ବିନ୍ ନାମକ ଏକ ଟେକ୍ନୋଲୋଜି କମ୍ପାନୀ। କମ୍ପାନୀ କଫିରୁ ବାହାରୁଥିବା ଆବର୍ଜନାରୁ ଏକ ଏପରି ତେଲ ତିଆରି କରିଛି ଯାହା ପେଟ୍ରୋଲର ବିକଳ୍ପ ରୂପେ କାମ କରୁଛି। ଅର୍ଥାତ୍ କଫିରୁ ବାହାରୁଥିବା ଏହି ତେଲ ହେଉଛି ଜ୍ୱଳନଶୀଳ। ଯାହାକି ଇନ୍ଧନ ରୂପେ କାମ କରୁଛି।

କଫିରୁ ବାହାରୁଥିବା ଏହି ତେଲରେ ଡିଜେଲ ମିଶାଇ ଏକ ପ୍ରଭାବଶାଳୀ ଜୈବ ଇନ୍ଧନରେ ପରିବର୍ତ୍ତନ କରିଦିଆଯାଇଛି। ଏହାକୁ ଲଣ୍ଡନରେ ବସ୍ଗୁଡ଼ିକରେ ଇନ୍ଧନରୂପେ ବ୍ୟବହାର କରାଯାଉଛି। ସମ୍ପାନୀ କହିଛି ଯେ, ତାଙ୍କ ପାଖରେ ଲଣ୍ଡନରେ ଗୋଟିଏ ବସକୁ ବର୍ଷେ ପର୍ଯ୍ୟନ୍ତ ଚଲାଇବା ପାଇଁ ପର୍ଯ୍ୟାପ୍ତ ଇନ୍ଧନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story