ଆଜି ଯାଏଁ ଆପଣ ପେଟ୍ରୋଲ, କୋଇଲା, ଇଲେକ୍ଟ୍ରି ଓ ବ୍ୟାଟେରୀ ଚାଳିତ ଗାଡି କଥା ଶୁଣିଥିବେ। କିନ୍ତୁ କେବେ କଫିରେ ଗାଡ଼ି ଚାଲିବା କଥା ଶୁଣିଛନ୍ତି କି? କଥାଟି ଆପମଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ସତ। ଲଣ୍ଡନର ସଡ଼କରେ ଚାଲୁଥିବା ବସ୍ଗୁଡ଼ିକ ପେଟ୍ରୋଲ ପିଇ ନୁହେଁ କଫି ପିଇ ଚାଲୁଛନ୍ତି।
ଏହି ଚମତ୍କାର କରିଦେଖାଇଛି ବ୍ରିଟେନର ବାୟୋ-ବିନ୍ ନାମକ ଏକ ଟେକ୍ନୋଲୋଜି କମ୍ପାନୀ। କମ୍ପାନୀ କଫିରୁ ବାହାରୁଥିବା ଆବର୍ଜନାରୁ ଏକ ଏପରି ତେଲ ତିଆରି କରିଛି ଯାହା ପେଟ୍ରୋଲର ବିକଳ୍ପ ରୂପେ କାମ କରୁଛି। ଅର୍ଥାତ୍ କଫିରୁ ବାହାରୁଥିବା ଏହି ତେଲ ହେଉଛି ଜ୍ୱଳନଶୀଳ। ଯାହାକି ଇନ୍ଧନ ରୂପେ କାମ କରୁଛି।
କଫିରୁ ବାହାରୁଥିବା ଏହି ତେଲରେ ଡିଜେଲ ମିଶାଇ ଏକ ପ୍ରଭାବଶାଳୀ ଜୈବ ଇନ୍ଧନରେ ପରିବର୍ତ୍ତନ କରିଦିଆଯାଇଛି। ଏହାକୁ ଲଣ୍ଡନରେ ବସ୍ଗୁଡ଼ିକରେ ଇନ୍ଧନରୂପେ ବ୍ୟବହାର କରାଯାଉଛି। ସମ୍ପାନୀ କହିଛି ଯେ, ତାଙ୍କ ପାଖରେ ଲଣ୍ଡନରେ ଗୋଟିଏ ବସକୁ ବର୍ଷେ ପର୍ଯ୍ୟନ୍ତ ଚଲାଇବା ପାଇଁ ପର୍ଯ୍ୟାପ୍ତ ଇନ୍ଧନ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।