ଜାଣନ୍ତୁ ପୁରୁଷ ଓ ନାରୀ କିପରି ପୂଜା କଲେ ଭଲ ଫଳ ମିଳିଥାଏ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁରଙ୍କ ପୂଜା ସମସ୍ତେ କରନ୍ତି। ପୁରୁଷ ହୁଅନ୍ତୁ କିମ୍ବା ନାରୀ ସକାଳୁ ଉଠି ସମସ୍ତେ ପୂଜା କରିବାକୁ ପସନ୍ଦ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୂଜା କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ପୁରୁଷମାନେ ପୂଜା କରିବା ସମୟରେ କେବେ ଦୁର୍ଗାଙ୍କ ମୂର୍ତ୍ତିରେ କିମ୍ବା ଦୁର୍ଗାଙ୍କ ଫଟୋରେ ସିନ୍ଦୁର ଲଗାଇବେ ନାହିଁ। ସେହିପରି ନାରୀମାନେ ପୂଜା କରିବା ସମୟରେ କେବେ ହନୁମାନଙ୍କ ମୂର୍ତ୍ତିରେ କିମ୍ବା ହନୁମାନଙ୍କ ଫଟୋରେ ସିନ୍ଦୂର ଲଗାଇବେ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ପୂଜା କରିବା ସମୟରେ ଏକଥା ଧ୍ୟାନରେ ରଖନ୍ତୁ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Wednesday, 14 March 2018
  • Updated: 14 March 2018, 01:32 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁରଙ୍କ ପୂଜା ସମସ୍ତେ କରନ୍ତି। ପୁରୁଷ ହୁଅନ୍ତୁ କିମ୍ବା ନାରୀ ସକାଳୁ ଉଠି ସମସ୍ତେ ପୂଜା କରିବାକୁ ପସନ୍ଦ କରନ୍ତି। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୂଜା କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ପୁରୁଷମାନେ ପୂଜା କରିବା ସମୟରେ କେବେ ଦୁର୍ଗାଙ୍କ ମୂର୍ତ୍ତିରେ କିମ୍ବା ଦୁର୍ଗାଙ୍କ ଫଟୋରେ ସିନ୍ଦୁର ଲଗାଇବେ ନାହିଁ। ସେହିପରି ନାରୀମାନେ ପୂଜା କରିବା ସମୟରେ କେବେ ହନୁମାନଙ୍କ ମୂର୍ତ୍ତିରେ କିମ୍ବା ହନୁମାନଙ୍କ ଫଟୋରେ ସିନ୍ଦୂର ଲଗାଇବେ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ପୂଜା କରିବା ସମୟରେ ଏକଥା ଧ୍ୟାନରେ ରଖନ୍ତୁ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos