ଏଇସବୁ ଚାକିରିରେ ମିଳେ ଅଧିକ ଦରମା

ନୂଆଦିଲ୍ଲୀ: ଅଧିକ ଦରମା ଥିବା ଚାକିରି କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ସେଥିପାଇଁ ଆଇଟି, ଇ-କମର୍ସ ଭଳି ବଡ଼ ବଡ଼ ସେକ୍ଟରରେ ଚାକିରି ଆବେଦନ କରନ୍ତି ଯୁବପିଢ଼ି। ଏସବୁ ମଧ୍ୟରେ ଏମିତି କିଛି ଚାକିରି ରହିଛି ଯେଉଁଥିରେ ବାର୍ଷିକ ଆୟ ଅଧିକ। ଏଥିରେ ନିଜର ଅନୁଭବ ଓ ଦକ୍ଷତା ନେଇ ଦରମା ବଢ଼ିଥାଏ। ଆସନ୍ତୁ ଜାଣିବା ସେହିଭଳି କିଛି ଅଧିକ ଦରମାଯୁକ୍ତ ଚାକିର ସମ୍ପର୍କରେ। ମେନେଜ୍‌ମେଣ୍ଟ ପ୍ରଫେଶନାଲ୍: ମ୍ୟାନେଜ୍‌ମେଣ୍ଟ କରିବା ଏହାର ମୁଖ୍ୟ କାମ। କମ୍ପାନୀର ବିଭିନ୍ନ […]

high-paid-salary

high-paid-salary

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 10:58 PM IST

Sports

Latest News

ନୂଆଦିଲ୍ଲୀ: ଅଧିକ ଦରମା ଥିବା ଚାକିରି କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ସେଥିପାଇଁ ଆଇଟି, ଇ-କମର୍ସ ଭଳି ବଡ଼ ବଡ଼ ସେକ୍ଟରରେ ଚାକିରି ଆବେଦନ କରନ୍ତି ଯୁବପିଢ଼ି। ଏସବୁ ମଧ୍ୟରେ ଏମିତି କିଛି ଚାକିରି ରହିଛି ଯେଉଁଥିରେ ବାର୍ଷିକ ଆୟ ଅଧିକ। ଏଥିରେ ନିଜର ଅନୁଭବ ଓ ଦକ୍ଷତା ନେଇ ଦରମା ବଢ଼ିଥାଏ। ଆସନ୍ତୁ ଜାଣିବା ସେହିଭଳି କିଛି ଅଧିକ ଦରମାଯୁକ୍ତ ଚାକିର ସମ୍ପର୍କରେ।

ମେନେଜ୍‌ମେଣ୍ଟ ପ୍ରଫେଶନାଲ୍: ମ୍ୟାନେଜ୍‌ମେଣ୍ଟ କରିବା ଏହାର ମୁଖ୍ୟ କାମ। କମ୍ପାନୀର ବିଭିନ୍ନ ପ୍ରୋଜେକ୍ଟ ଆୟୋଜନ କରିବାଠୁ ନେଇ ସଫଳ ଭାବେ ସମ୍ପୂର୍ଣ୍ଣ କରିବା ଏମାନଙ୍କ ଦାୟିତ୍ୱ। ଏଥିପାଇଁ ଦରମା ଏଣ୍ଟ୍ରି ଲେବଲ୍‌ରେ -୩ଲକ୍ଷଟଙ୍କା, ମିଡିଲ୍‌ ଲେବଲ୍‌ରେ-୨୫ ଲକ୍ଷ ଓ ଦକ୍ଷତା ଆସିଗଲେ ଦରମା ୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।

ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର: ଏମାନେ କମ୍ପାନୀର ଆର୍ଥୀକ ପରାମର୍ଶଦାତା ହୋଇଥାନ୍ତି। ପ୍ରବେଶ ସମୟରେ ଦରମା ୧୨ ଲକ୍ଷ, ପରେ ବଢି ୩୦ ଲକ୍ଷ ଓ ଅଭିଜ୍ଞତା ହୋଇଗଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିଥାଏ।

ଚାର୍ଟାଡ୍ ଆକାଉଣ୍ଟାଣ୍ଟ୍: କମ୍ପାନୀ ବ୍ୟବସାୟରେ ଲାଭକ୍ଷତିର ହିସାବନିକାସ୍‌ କରିବା ଚାର୍ଟାଡ୍ ଆକାଉଣ୍ଟାଣ୍ଟର କାର୍ଯ୍ୟ। ଏଥିପାଇଁ ପ୍ରାଥମିକ ଦରମା ୫.୫୦ଲକ୍ଷ, ମଧ୍ୟବର୍ତ୍ତିକାଳୀନ ଦରମା ୧୨ ଲକ୍ଷ ଓ ଅଭିଜ୍ଞତା ଆସିଗଲେ ୨୫ ଲକ୍ଷ ପର୍ଯ୍ୟନ୍ତ ଦରମା ମଳିଥାଏ।

ତୈଳ ଓ ପ୍ରାକୃତିକ ଇନ୍ଧନ ବିଭାଗରେ ଚାକିରି

ଏହି ବିଭାଗରେ ଭୂତତ୍ତ୍ୱବିତ୍ ଓ ମେରାଇନ୍‌ ଇଞ୍ଜିନୟର ଭଳି ଚାକିର ମିଳିଥାଏ। ଏଥିରେ ନିଜର ଅନୁଭବକୁ ନେଇ ଦରମା ବୃଦ୍ଧି ହୋଇଥାଏ। ଏଥିପାଇଁ ପ୍ରାଥମିକ ଦରମା ୩ ଲକ୍ଷ ଟଙ୍କା, ମଧ୍ୟବର୍ତ୍ତିକାଳୀନ ଦରମା ୬ ଲକ୍ଷ ଟଙ୍କା ଓ ଅନୁଭବି ହେଲେ ୧୫ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଇବାକୁ ଯୋଗ୍ୟ ହୋଇଥାନ୍ତି ପ୍ରାର୍ଥୀ।

ଚିକିତ୍ସା ବିଭାଗରେ ଚାକିରି: ଏହି ବିଭାଗ କେବେ ମାନ୍ଦା ପଡ଼ିନଥାଏ। ଏଥିରେ ଯେତେ ଅନୁଭବ ବଢ଼େ ଦରମ ସେତେ ଅଧିକ ବଢ଼ିଥାଏ। କିନ୍ତୁ ଏହା ଡାକ୍ତରଖାନାର କ୍ଷମତା ଉପରେ ନିର୍ଭର କରିଥାଏ। ଏଥିରେ ଜେନେରାଲ ପ୍ରାକ୍ଟିସ୍ ପାଇଁ ୪.୮୦ ଲକ୍ଷ ଟଙ୍କା, ଜେନେରାଲ୍‌ ସର୍ଜନ୍ ୮ ଲକ୍ଷ ଟଙ୍କା ଓ ମେଡିକାଲ୍‌ ଡାକ୍ତର ୧୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ପାଆନ୍ତି।

ମାର୍କେଟିଂ: ଏହା ବ୍ୟବସାୟର ଏକ କଳା। ଏଥିରେ ଦକ୍ଷତା ଥିବା ମଣିଷ କମ୍ପାନୀର ମାଲିକ ମଧ୍ୟ ହୋଇପାରେ। ଦକ୍ଷତା ସହିତ ଏହି କାର୍ଯ୍ୟ କରିପାରିଲେ ଏଣ୍ଟ୍ରି ଲେବୁଲ୍‌ରେ ଦରମା-୧.୫୦ ଲକ୍ଷରୁ ୪.୫୦ ଟଙ୍କା, ମିଡିଲ୍‌ ଲେବୁଲ୍‌ରେ ୫ ଲକ୍ଷ ଟଙ୍କା, ଏକ୍ସପିରିଏନ୍‌ସ ଲେବୁଲରେ ୧୦ ଲକ୍ଷ ଟଙ୍କା ଦରମା ମିଳିଥାଏ।

ଆଇଟି ଏବଂ ସଫ୍ଟଓୟାର ଇଞ୍ଜିନିୟର: ଏଥିରେ କ୍ୟାରିୟର କଲେ ଦେଶ ବିଦେଶର ବି ଚାକିରି କରିବାକୁ ସୁଯୋଗ ମଳିଥାଏ। ଏଥିରେ କମ୍ପ୍ୟୁର ସମ୍ବନ୍ଧୀୟ କାର୍ଯ୍ୟ ଓ ସଫ୍ଟଓୟାର ଡିଜାଇନିଂ ଭଳି କାର୍ଯ୍ୟ କରିବାକୁ ପଡ଼ିଥାଏ। ଦରମା ଏଣ୍ଟ୍ରିଲେବୁଲ୍‌ରେ ୩.୫୦ ଲକ୍ଷ ଟଙ୍କା,ମିଡିଲ୍ ଲେବୁଲ୍‌ରେ ୮.୩୦ ଲକ୍ଷ ଟଙ୍କା,ଓ ଏକ୍ସପିରିଏନ୍‌ସ ହୋଇଗାଲେ ୧୫ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ଦରମା ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story