ମାନବିକତାର ୬ଟି କାହାଣୀ

ଆଜିକାଲି କେହି କାହାର ନୁହେଁ। ବାଟରେ କେହି ପଡିଗଲେ ଆହା ପଦେ କହିବାକୁ କାହା ପାଟି ଲେଉଟୁନି। ଯେ ଯାହା ବାଟରେ ଯିଏ। ବ୍ୟସ୍ତବହୁଳ ସମାଜରେ ପରିସ୍ଥିତି ଏମିତି ହେଲାଣି ଯେ, ମାନବିକତା ମୂଲ୍ୟବୋଧ କ୍ରମଶଃ ନିମ୍ନଗାମୀ ହେଉଛି। ହେଲେ ୨୦୧୭ କିଛି ଏମିତି ଘଟଣାକୁ ପ୍ରତ୍ୟକ୍ଷ କହିଛି, ଯାହା ଶୁଣିଲେ ଆପଣଙ୍କୁ ବି ଲାଗିବ “ସତରେ ବଞ୍ଚିଛି ମଣିଷପଣିଆ’’ ଆମ୍ବୁଲାନ୍ସ ପାଇଁ ରାଷ୍ଟ୍ରପତିଙ୍କ ଗାଡିକୁ ଅଟକାଇଲେ ଟ୍ରାଫିକ ସବ-ଇନ୍ସେକ୍ଟର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଗାଡି ବାଙ୍ଗାଲୋର […]

top 6 story of 2017l

top 6 story of 2017l

Rakesh Mallick
  • Published: Friday, 22 December 2017
  • Updated: 22 December 2017, 06:42 PM IST

Sports

Latest News

ଆଜିକାଲି କେହି କାହାର ନୁହେଁ। ବାଟରେ କେହି ପଡିଗଲେ ଆହା ପଦେ କହିବାକୁ କାହା ପାଟି ଲେଉଟୁନି। ଯେ ଯାହା ବାଟରେ ଯିଏ। ବ୍ୟସ୍ତବହୁଳ ସମାଜରେ ପରିସ୍ଥିତି ଏମିତି ହେଲାଣି ଯେ, ମାନବିକତା ମୂଲ୍ୟବୋଧ କ୍ରମଶଃ ନିମ୍ନଗାମୀ ହେଉଛି। ହେଲେ ୨୦୧୭ କିଛି ଏମିତି ଘଟଣାକୁ ପ୍ରତ୍ୟକ୍ଷ କହିଛି, ଯାହା ଶୁଣିଲେ ଆପଣଙ୍କୁ ବି ଲାଗିବ “ସତରେ ବଞ୍ଚିଛି ମଣିଷପଣିଆ’’

ଆମ୍ବୁଲାନ୍ସ ପାଇଁ ରାଷ୍ଟ୍ରପତିଙ୍କ ଗାଡିକୁ ଅଟକାଇଲେ ଟ୍ରାଫିକ ସବ-ଇନ୍ସେକ୍ଟର

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଗାଡି ବାଙ୍ଗାଲୋର ଟ୍ରିନିଟି ସର୍କଲ ରାସ୍ତାରେ ଯାଉଥିଲା। ସେଠାରେ କାର୍ଯ୍ୟରତ ଟ୍ରାଫିକ ସବ୍‌ ଇନ୍ସପେକ୍ଟର ଏମ୍‌.ଏଲ୍‌ ନିଜାଲିଙ୍ଗପ୍ପା ଡ୍ୟୁଟିରେ ଥାଆନ୍ତି। ରାଷ୍ଟ୍ରପତିଙ୍କ ଗାଡି ରାଜଭବନ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ରାସ୍ତାରେ ମହାମହିମଙ୍କ ଗାଡି ଅଟକାଇ ଦେଲେ ନିଜାଲିଙ୍ଗପ୍ପା। କେହି କିଛି ବୁଝି ପାରିଲେନି। ପ୍ରୋଟକଲ ଭାଙ୍ଗିଲା ଭଲି ଲାଗିଲା। ତେବେ ଘଟଣା କ’ଣ ବୁଝୁ ବୁଝୁ ଜଣାପଡିଲା ଯେ, ଆମ୍ବୁଲାନ୍ସକୁ ରାସ୍ତା କଢେଇବାକୁ ଯାଇ ରାଷ୍ଟ୍ରପତିଙ୍କ ଗାଡିକୁ ଅଟକାଇ ଦିଆଗଲା। ଏ କଥା ଜାଣିବା ପରେ ଦଣ୍ଡ ନୁହେଁ ସାବାସି ସାଉଁଟିଥିଲେ ନିଜାଲିଙ୍ଗପ୍ପା।

 ରାତିରେ ମାଗଣା ସେବା ଯୋଗାଉଥିବା କର୍ଣ୍ଣାଟକର ଅଟୋ ଚାଳକ

କର୍ଣ୍ଣାଟକର ବୋଲାଗାଁର ଏକ ଅଟୋ ଡ୍ରାଇଭର ରାତିରେ ଗରିବ ଲୋକମାନଙ୍କୁ ମାଗଣାରେ ଅଟୋରେ ନେବାଆଣିବା କରିବା ଘଟଣା ଏହି ବର୍ଷ ଥିଲା ଚର୍ଚ୍ଚାରେ। ରାତିରେ ମାଗଣାରେ ଗାଡି ଚଳାଇବା ସହ ରୋଜଗାର ର କିଛି ଭାଗ ସେ ଏନ୍‌ଜିଓରେ ମଧ୍ୟ ଦେଉଥିଲେ। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାତାରାତି ସେଲିବ୍ରେଟି ହୋଇଯାଇଥିଲେ ଏହି ସାଧାରଣ ଅଟୋଚାଳକ।

ଜୀବନକୁ ବାଜି ଲଗାଇ ବସ୍‌କୁ ଦୁର୍ଘଟଣାରୁ ରକ୍ଷାକଲେ ପୋଲିସ ଅଧିକାରୀ

ୟୋର୍କସିର ପୋଲିସ ଅଫିସର ମାର୍ଟିକ ବିଲିସ ହାଇୱେ ଉପରେ ଦୁର୍ଘଟଣାଗ୍ରସ୍ଥ ଏକ ଗାଡିକୁ ବ୍ରିଜ୍ ଉପରୁ ଖସିଯିବାରୁ ରକ୍ଷା କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ମାର୍ଟିନ ୧୫ ମିନିଟ୍‌ କାଳ ଗାଡିର ଗୋଟିଏ ଚକାକୁ ମାଡି ବସିଥିଲେ। ଫଳରେ ବସ୍‌ଟି ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ।

ବନ୍ୟାରେ ଫସି ରହିଥିବା କାରକୁ ଉଦ୍ଧାର କରିବାକୁ ତିଆରି କଲେ ମାନବଶୃଙ୍ଖଳ

ଟେକ୍ସାସରେ ହୁରିକେନ୍ ହାର୍ଭେରେ ଏକ ଗାଡି ବନ୍ୟା ପାଣିରେ ବୁଡିଯାଇଥିଲା। ଏହି ଗାଡିରେ ରହିଥିବା ଲୋକେ ଜୀବନ ବଞ୍ଚାଇବା ଥିଲା କାଠିକର ପାଠ। ଆଉ କିଛି ରାସ୍ତା ନ ଥିଲା ଦେଖି ସେଠାରେ ଉପସ୍ଥିତ ଲୋକେ ହାତକୁ ହାତ ଛନ୍ଦି ମାନବ ଶୃଙ୍ଖଳ ବନାଇବା ପରେ କାରରେ ଫସିରହିଥିବା ଲୋକଙ୍କୁ ବଞ୍ଚାଇଥିଲେ।

 ଇଣ୍ଟରଭିଉ ପାଇଁ ମହିଳାଙ୍କୁ ସାହାଯ୍ୟ କଲେ ଅଟୋ ଚାଳକ

ବରିଜାଶ୍ରୀ ବେଣୁଗୋପାଳଙ୍କୁ ଭିସା ଇଣ୍ଟରଭିଉ ପାଇଁ ୫ହଜାର ଟଙ୍କା ଦରକାର ଥିଲା। ହେଲେ କୈଣସି ଏଟିଏମ୍‌ରୁ ପଇସା ବାହାରୁ ନ ଥିଲା। ଅଟୋରେ ଏ ଏଟିଏମ୍‌ରୁ ସେ ଏଟିଏମ୍‌ ଘୁରି ବୁଲିବା ପରେ ନିରାଶ ହୋଇ ପଡିଥିଲେ ବେଣୁଗୋପାଳ। ପରୀକ୍ଷା ଦେବାର ଆଶା ଏକରକମ ମଉଳି ଯାଇଥିଲା। ହେଲେ ଏତିକିବେଳେ ଦେବଦୂତ ଭଳି ସହାୟତାର ହାତ ବଢାଇଲେ ତାଙ୍କୁ ନେଇ ଯାଉଥିବା ଅଟୋଚାଳକ। ନିଜ ପକେଟରୁ ୫ ହଜାର ଟଙ୍କା ଦେଇ ସେ ବେଣୁଗୋପାଳଙ୍କୁ ସହାୟତା କରିଥିଲେ।

ଫେରିବାଲାର ସାଇକେଲ ଚୋରି ହୋଇଥିଲା, ପୋଲିସ ଚାକିରି ଆଶାୟୀ କିଣିଦେଲେ ନୁଆ ସାଇକେଲ୍

ଉତ୍ତର ପ୍ରଦେଶର ଏକ ଫେରିବାଲାର ସାଇକେଲ୍‌ ଚୋରି ହୋଇଗଲା । ସାଇକେଲ ସହ ସେଥିରେ ଲଦା ହୋଇଥିବା ବିକ୍ରି ସାମଗ୍ରୀ ମଧ୍ୟ କେହି ନେଇଗଲା। ବିଚରା ଗରିବ ଲୋକଟି କ’ଣ କରିବ କିଛି ବୁଦ୍ଧିପାଟ ପାଇଲାନି। ନିକଟରେ ପୋଲିସ ଫୋର୍ସରେ ଭର୍ତ୍ତି ହେବାକୁ ଚାଲିଥିଲା ଇଣ୍ଟରଭ୍ୟୁ। ଏକାଠି ହୋଇଥିଲେ ପୋଲିସ ଚାକିରି ଆଶାୟୀ ଶହଶହ ଯୁବକ। ବୃଦ୍ଧ ଫେରିବାଲାର ଦୁଃଖ ସୁଣି ଜଣେ ଯୁବକ ଅନ୍ୟମାନଙ୍କୁ ଏ ବିଷୟରେ କହିଥିଲେ। ଶେଷରେ ସାହାଯ୍ୟ କରିବାର ମନବୃତି ନେଇ ସମସ୍ତେ ଚାନ୍ଦା କରି ଫେରିବାଲାଙ୍କୁ ସାଇକେଲ୍‌ କିଣି ଦେଇଥିଲେ।

 ­­­

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story