କ୍ୟାନସର ପରି ଭୟଙ୍କର ରୋଗର ଆଶଙ୍କାକୁ କମ୍ କରିଥାଏ ଏହି ଫଳ

ସୀତା ଫଳ ବା ଆତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଖାଇବାକୁ ମିଠା ଓ ସ୍ୱାଦିଷ୍ଟ ଲାଗୁଥିବା ସୀତାଫଳରେ ରହିଛି ବହୁ ଔଷଧୀୟ ଗୁଣ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ଏ, ଭିଟାମିନ୍‌-ସି ଓ ଭିଟାମିନ୍‌ବି(୨) ରହିଛି, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ସୀତାଫଳ ଖାଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳେ। ୧. ସୀତା ଫଳରେ ଥିବା ଆଇରନ୍‌ ରକ୍ତକୁ ପତଳା ହେବାକୁ ଦିଏନାହିଁ। ଏହା […]

custardapple

custardapple

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 11:11 AM IST

Sports

Latest News

ସୀତା ଫଳ ବା ଆତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଖାଇବାକୁ ମିଠା ଓ ସ୍ୱାଦିଷ୍ଟ ଲାଗୁଥିବା ସୀତାଫଳରେ ରହିଛି ବହୁ ଔଷଧୀୟ ଗୁଣ। ଏଥିରେ ଭରପୂର ମାତ୍ରାରେ ଭିଟାମିନ ଏ, ଭିଟାମିନ୍‌-ସି ଓ ଭିଟାମିନ୍‌ବି(୨) ରହିଛି, ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ସୀତାଫଳ ଖାଇବା ଦ୍ୱାରା ଶରୀରକୁ କ'ଣ ସବୁ ଲାଭ ମିଳେ।

୧. ସୀତା ଫଳରେ ଥିବା ଆଇରନ୍‌ ରକ୍ତକୁ ପତଳା ହେବାକୁ ଦିଏନାହିଁ। ଏହା ଶରୀରର ରକ୍ତ ଅଭାବକୁ ପୂରଣ କରିଥାଏ।

୨. ଏଥିରେ ଭରପୂର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ସୀତାଫଳ ଖାଇବା ଦ୍ୱାରା କ୍ୟାନସର ପରି ଭୟଙ୍କର ରୋଗ ହେବାର ଆଶଙ୍କା କମ୍‌ ରହିଥାଏ।

୩. ସୀତାଫଳରେ ଥିବା କ୍ୟାଲସିୟମ୍‌ ଓ ମ୍ୟାଗ୍‌ନେସିୟମ୍‌ ଅସ୍ଥିକୁ ମଜଭୁତ କରେ। ଏହାକୁ ନିୟମିତ ଖାଇଲେ ଆଣ୍ଠୁଗଣ୍ଠି ଦରଜରୁ ମୁକ୍ତି ମିଳିଥାଏ।

୪. ଏଥିରେ ଥିବା କ୍ୟାଲୋରୀ ଶରୀରର ମେଟାବୋଲିଜମ୍‌ ସ୍ତରକୁ ସ୍ଥିର ରଖିବାରେ ସାହାଯ୍ୟ କରେ। ଯେଉଁ କାରଣରୁ ଏହାକୁ ଖାଇଲେ ଅଧିକ ସମୟ ଯାଏଁ ଭୋକ ଲାଗେ ନାହିଁ, ଏବଂ ଓଜନ ନିୟନ୍ତ୍ରଣରେ ରହେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story