ଗୋଟିଏ ଭୁଲ ପାଇଁ ସାରା ଜୀବନ ବଙ୍କା ହୋଇଗଲା ବେକ

ପାକିସ୍ତାନ: ଜୀବନରେ କିଛି ଏପରି ଭୁଲ୍‌ ହୋଇଯାଏ ଯାହାର ପରିଣାମ ଆମକୁ ସାରା ଜୀବନ ଭୋଗିବାକୁ ପଡ଼ିଥାଏ। ଆମେ ଅଜାଣତରେ କିଛି ଏପରି ଭୁଲ୍‌ କରି ଦେଇଥାଉ ଯେଉଁଥିପାଇଁ ଆମକୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼େ। ଏପରି କିଛି ଘଟିଛି ଏକ କୁନି ଝିଅଟି ସହ। ମାତ୍ର ୯ ବର୍ଷର ଏ ଝିଅ। ତାର ଜୀବନ ତ ଏବେ ଆରମ୍ଭ ମାତ୍ର। ହେଲେ ଏହି ବୟସରେ ତାକୁ ଭୋଗିବାକୁ ପଡୁଛି ଦୁଃଖ, କଷ୍ଟ ଓ ଯନ୍ତ୍ରଣା। […]

afsina

afsina

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 01:26 PM IST

Sports

Latest News

ପାକିସ୍ତାନ: ଜୀବନରେ କିଛି ଏପରି ଭୁଲ୍‌ ହୋଇଯାଏ ଯାହାର ପରିଣାମ ଆମକୁ ସାରା ଜୀବନ ଭୋଗିବାକୁ ପଡ଼ିଥାଏ। ଆମେ ଅଜାଣତରେ କିଛି ଏପରି ଭୁଲ୍‌ କରି ଦେଇଥାଉ ଯେଉଁଥିପାଇଁ ଆମକୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼େ। ଏପରି କିଛି ଘଟିଛି ଏକ କୁନି ଝିଅଟି ସହ। ମାତ୍ର ୯ ବର୍ଷର ଏ ଝିଅ। ତାର ଜୀବନ ତ ଏବେ ଆରମ୍ଭ ମାତ୍ର। ହେଲେ ଏହି ବୟସରେ ତାକୁ ଭୋଗିବାକୁ ପଡୁଛି ଦୁଃଖ, କଷ୍ଟ ଓ ଯନ୍ତ୍ରଣା। ହେଲେ ଏଥିରେ ଭୁଲ ତା’ର ନୁହେଁ, ତା ଜନ୍ମକଲା ମା ଓ ବାପାଙ୍କର। ସେମାନଙ୍କ ଭୁଲ ପାଇଁ ଆଜି ଏହି ଝିଅ ମୁଣ୍ଡ ସିଧା କରି ଟିକେ ଚାହିଁ ବି ପାରୁନି।

ଆମେ କହୁଛୁ ପାକିସ୍ତାନର ମିଥି ଅଞ୍ଚଳରେ ରହୁଥିବା ଅଫ୍‌ସିନ୍ କଥା। ଏହି ନୀରିହ ଝିଅଟିର ବେକ ସବୁଦିନ ପାଇଁ ଗୋଟେ ପଟକୁ ବଙ୍କିଯାଇଛି। ଆଉ ସେଥିପାଇଁ ସେ ନା ପଢ଼ି ପାରୁଛି ନା ଖେଳି, ବୁଲି ପାରୁଛି। ଏପରିକି ନିଜ କାମ ପାଇଁ ତାକୁ ସବୁବେଳେ ଅନ୍ୟ ଉପରେ ନିର୍ଭର ହେବାକୁ ପଡୁଛି ତାକୁ।

ଗୋଟେ ଆଡକୁ ବେକ ବଙ୍କି ଯାଇଥିବାରୁ ତା’ର ସାଙ୍ଗ ସାଥୀମାନେ ତାର ମଜା ଉଡ଼ାଉଛନ୍ତି। ଏପଟେ ତା’ର ବାପା ମାଁ ନିଜ ଭୁଲ ଯୋଗୁଁ  ଆଜି ବି ପଶ୍ଚାତାପ କରୁଛନ୍ତି। ଅଫ୍‌ସିନ୍‌ ଯେତେବେଳେ ୮ ମାସର ଥିଲା ସେତେବେଳେ ଖେଳୁ ଖେଳୁ ପଡ଼ିଯାଇଥିଲା ଓ ତା ବେକରେ ଆଘାତ ଲାଗିଥିଲା। ହେଲେ ମାମୁଲି ଆଘାତ ଭାବି ଘର ଲୋକେ ଏହାର ଚିକିତ୍ସା କରାଇ ନଥିଲେ। ପରେ ପିଲାଟିର ବେକ ଗୋଟେ ଆଡକୁ ବଙ୍କିଯାଇଥିଲା। ତା’ ମା ବାପାଙ୍କର କହିବା କଥା ଯେ ସେମାନେ ଡାକ୍ତରଙ୍କୁ ବି ଦେଖାଇଥିଲେ। ହେଲେ, ଡାକ୍ତର ଅଫ୍‌ସିନ୍‌ର ଏପରି ଅବସ୍ଥା ଦେଖି ଆଶ୍ଟର୍ଯ୍ୟ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story