ସ୍ମାର୍ଟଫୋନ୍ ଚାର୍ଜ କରିବା ସମୟରେ କଦାପି କରନ୍ତୁ ନାହିଁ ଏହି ୫ଟି ଭୁଲ

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍‌ରେ ସବୁଠୁ ବଡ଼ ସମସ୍ୟା ହେଉଛି ଏହାର ବ୍ୟାଟେରୀ। ଆପଣ ଦେଖିଥିବେ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଖୁବ ଶାଘ୍ର ଖରାପ ହେଇଯାଏ। ତେଣୁ ଆମେ ଭାବିନେଇଥାଉ ଯେ ଏହା କମ୍ପାନୀର ଭୁଲ। ଆମେ ଭାବିଥାଉ ଯେ ଉକ୍ତ କମ୍ପାନୀ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଭଲ ପଡୁନାହିଁ। ହେଲେ ଭୁଲ କେବଳ କମ୍ପାନୀର ନୁହେଁ , ଆପଣଙ୍କର ବି କିଛି ଭୁଲ ଥାଇପାରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫୋନ୍‌ର […]

mobile-charge

mobile-charge

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 08:10 PM IST

Sports

Latest News

ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍‌ରେ ସବୁଠୁ ବଡ଼ ସମସ୍ୟା ହେଉଛି ଏହାର ବ୍ୟାଟେରୀ। ଆପଣ ଦେଖିଥିବେ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଖୁବ ଶାଘ୍ର ଖରାପ ହେଇଯାଏ। ତେଣୁ ଆମେ ଭାବିନେଇଥାଉ ଯେ ଏହା କମ୍ପାନୀର ଭୁଲ। ଆମେ ଭାବିଥାଉ ଯେ ଉକ୍ତ କମ୍ପାନୀ ସ୍ମାର୍ଟଫୋନ୍‌ର ବ୍ୟାଟେରୀ ଭଲ ପଡୁନାହିଁ। ହେଲେ ଭୁଲ କେବଳ କମ୍ପାନୀର ନୁହେଁ , ଆପଣଙ୍କର ବି କିଛି ଭୁଲ ଥାଇପାରେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫୋନ୍‌ର ବ୍ୟାଟେରୀ ଖରାପ ହେବା ପଛର କାରଣ ଆମ ଫୋନ୍‌ ଚାର୍ଜ କରିବାର ଢଙ୍ଗ ବି ହୋଇପାରେ। ଆଜି ଆମେ ଆପଣଙ୍କୁ ଫୋନ୍ ଚାର୍ଜ କରୁଥିବା ସମୟରେ କେଉଁ ୫ଟି ଜିନିଷ ଉପରେ ବିଶେଷ ଧ୍ୟାନ ଦେବେ ସେ ବିଷୟରେ ବତାଉଛୁ।

୧. ସବୁବେଳେ ନିଜ ସ୍ମାର୍ଟଫୋନ୍‌କୁ ତା ସହିତ ଦେଇଥିବା ଚାର୍ଜରରେ ହିଁ ଚାର୍ଜ କରନ୍ତୁ। ଯଦି ଆପଣ ଅନ୍ୟ କୌଣସି ଚାର୍ଜର ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ଫୋନ୍‌ର ବ୍ୟାଟେରୀ ଉପରେ ଖରାପ ପ୍ରଭାବ ପକାଇବ।

୨. ଫୋନ୍ ଚାର୍ଜ କରିବା ପୂର୍ବରୁ ପ୍ରଥମେ ଏହାର କଭର୍ ବାହାର କରିଦିଅନ୍ତୁ। ଅନେକ ଥର କଭର୍ ଯୋଗୁଁ ଚାର୍ଜର ପିନ୍ ଠିକ୍ ଭାବେ ଲାଗିପାରେ ନାହିଁ। ଏହା ବ୍ୟତୀତ ଫୋନ୍ କଭର୍ ସହ ଚାର୍ଜ କଲେ ଫୋନ୍ ଗରମ ହେଇଯାଏ। ତେଣୁ ଚାର୍ଜ କରିବା ପୂର୍ବରୁ ଫୋନ୍‌ରୁ କଭର୍ କାଢ଼ିଦେବା ଭଲ।

୩. କଦାପି ସ୍ମାର୍ଟଫୋନକୁ ସାରାରାତି ଚାର୍ଜରେ ବସାନ୍ତୁ ନାହିଁ। ଓଭର ଚାର୍ଜିଂ ହେବା ଦ୍ୱାରା ବ୍ୟାଟେରୀର ପରମାୟୁ କମିଯାଇଥାଏ। ଫୋନ୍‌କୁ ସବୁବେଳେ ୧୦୦% ଚାର୍ଜ କରିବା ଭଲ ନୁହେଁ। ତେଣୁ ଚେଷ୍ଟା କରନ୍ତୁ ଯେପରି ୮୦ ରୁ ୯୦% ଚାର୍ଜିରେ ବନ୍ଦ କରିବା ପାଇଁ।

୪. ଫୋନ୍‌ରେ ବ୍ୟାଟେରୀ ସେଭ୍ କରୁଥିବା ବା ଫାଷ୍ଟ ଚାର୍ଜିଂ ପରି କିଛି ଥାର୍ଡ଼ପାର୍ଟି ଆପ୍‌ ରଖନ୍ତୁ ନାହିଁ। ଏହି ଆପ୍ ଲଗାତାର ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ। ଯାହାଦ୍ୱାରା ବ୍ୟାଟେରୀ ଅଧିକ ଖର୍ଚ୍ଚ ହୁଏ।

୫. ଫୋନ୍‌କୁ ସେତେବେଳେ ଚାର୍ଜ କରନ୍ତୁ ଯେତେବେଳେ ଏହା ୨୦% ହୋଇଯିବ। ବିନା ବ୍ୟାଟେରୀ ଡାଉନ୍‌ ହୋଇ ଚାର୍ଜିଂରେ ଲଗାଇଲେ ଏହାର କୁପ୍ରଭାବ ବ୍ୟାଟେରୀ ଉପରେ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story