୨୧ ଏପ୍ରିଲ, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବନ୍ଧୁଙ୍କୁ ସାକ୍ଷାତ କରିବେ

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ପରିବାରେ ହସ ଓ ଖୁସିର ବାତାବରଣ ରହିବ। ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସିଂହ: ସୁସ୍ଥ ରହିବେ। ଚାକିରିରେ ପରିବର୍ତ୍ତନ […]

Rasiphala-image-1

Rasiphala-image-1

Rakesh Mallick
  • Published: Saturday, 21 April 2018
  • Updated: 21 April 2018, 06:39 AM IST

Sports

Latest News

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ପରିବାରେ ହସ ଓ ଖୁସିର ବାତାବରଣ ରହିବ।

ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।

ସିଂହ: ସୁସ୍ଥ ରହିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଶୁଭ ସମାଚାର ଶୁଣି ପାରନ୍ତି।

କନ୍ୟା:ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂତନ କାମରେ ଯୋଗ ଦେଇପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ।

ଧନୁ: ବିବାହ ସ୍ଥିର ହୋଇପାରେ। ଅର୍ଥପ୍ତାପ୍ତିର ଯୋଗ ରହିଛି। ଯାତ୍ରା କରିପାରନ୍ତି।

ମକର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭବାନ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।

କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।

ମୀନ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଭଗବାନଙ୍କୁ ଫୁଲ ଅର୍ପଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos