୬ ମେ’ ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଅର୍ଥ ମିଳିବ

ମେଷ: ଆଜିର ଦିନଟି ଆପଣଙ୍କ ପାଇ ଭଲ ରହିବ। ଅର୍ଥ ମିଳିବାର ଯୁଗ ରହିଛି। ବ୍ୟସ୍ତତା ଭିତରେ ଜୀବନ ବିତିବ। ବୃଷ: ଜମିବାଡ଼ି ବିବାଦ ଥିଲେ ସମାଧାନ ହେବାରେ ବିଲମ୍ୱ ଦେଖାଦେବ। ଘରେ ଲାଗିରହିଥିବା ଆର୍ଥିକ ସମସ୍ୟା ସମାଧାନ ହେବ। ମିଥୁନ୍‌: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର। ବିଦେଶରୁ ଭଲ ଖବର ଆସିବେ। ବିବାଦଠାରୁ ଦୂରେଇ ରୁହ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। କର୍କଟ: ଅର୍ଥ ମିଳିବାର ଯୁଗ ରହିଛି। ପେବାର ବଣିଜରେ ଲାଭ ମିଳିବ। ଚାକିରି […]

Rasiphala-image-2-840x440-1-1-768x402

Rasiphala-image-2-840x440-1-1-768x402

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 04:43 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କ ପାଇ ଭଲ ରହିବ। ଅର୍ଥ ମିଳିବାର ଯୁଗ ରହିଛି। ବ୍ୟସ୍ତତା ଭିତରେ ଜୀବନ ବିତିବ।

ବୃଷ: ଜମିବାଡ଼ି ବିବାଦ ଥିଲେ ସମାଧାନ ହେବାରେ ବିଲମ୍ୱ ଦେଖାଦେବ। ଘରେ ଲାଗିରହିଥିବା ଆର୍ଥିକ ସମସ୍ୟା ସମାଧାନ ହେବ।

ମିଥୁନ୍‌: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର। ବିଦେଶରୁ ଭଲ ଖବର ଆସିବେ। ବିବାଦଠାରୁ ଦୂରେଇ ରୁହ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

କର୍କଟ: ଅର୍ଥ ମିଳିବାର ଯୁଗ ରହିଛି। ପେବାର ବଣିଜରେ ଲାଭ ମିଳିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ଯୁଗ ରହିଛି।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଦୁର୍ଘଟଣାର ଯୁଗ ରହିଛି। ତେଣୁ ସତର୍କତାର ସହ ଗାଡ଼ି ଚଲାନ୍ତୁ। କୌଣସି କଥାକୁ ନେଇ  ଜୀବନ ସାଥୀ ବା ଭାଇଙ୍କ ସହିତ ବିବାଦ ଦେଖାଦେଇପାରେ। ଏଥିରୁ ମୁକ୍ତି ପାଇବା ପାଇଁ ଶିବଙ୍କ ଉପାଷନା କରନ୍ତୁ।

କନ୍ୟା: ନିଜ ତୁଣ୍ଡ ଉପରେ ଲଗାମ ଲଗାନ୍ତୁ। ନହେଲେ କୌଣସି କଥାକୁ ନେଇ ପାରିବାରିକ ଗଣ୍ଡଗୋଳ ଦେଖାଦେଇ ପାରେ। ଲମ୍ୱା ଯାତ୍ରାରେ ଯାଇପାରନ୍ତି।

ତୁଳା: ଆଜିର ଦିନଟି ମଧୁମୟ ହେବ। ଚାକିରି କ୍ଷେତ୍ରରେ ଶୁଭ ଖବର ପାଇବେ। ବ୍ୟବସାୟରେ ଲାଭ ମିଳିବ। ପ୍ରେମୀକା ଓ ପ୍ରେମିକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ।

ବିଛା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ମାମଲା ସମାଧାନ ହେବ। ପାରିବାରିକ ବିବାଦର ସୁଧାର ଆସିବ। ଚାକିରି କ୍ଷେତ୍ରରେ ମାନ ଓ ସମ୍ମାନ ପାଇବେ।

ଧନୁ: କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖାଦେଲେ ଜଣେ ପୁରୁଣା ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ। ନୂଆ ଗାଡ଼ି କିଣିବାର ଯୁଗ ରହିଛି। ଆଜିର ଦିନଟି ବ୍ୟସ୍ତତା ଭିତରେ ବିତିବ।

ମକର: ଆଜିର ଦିନରେ ସବୁ କ୍ଷେତ୍ରରେ ଜୀବନ ସାଥୀଙ୍କଠାରୁ ସହଯୋଗ ପାଇବେ। ମାଆ ଓ ବାପାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ଥିବା କାମ ପୂରଣ ହେବ।

କୁମ୍ଭ: ଜୀବନରେ ନୂଆ କାମ ଆରମ୍ଭ କରିବେ। ଏଥିରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅର୍ଥ କିମ୍ୱା ଉପହାର ମିଳିବାର ଯୁଗ ରହିଛି।

ମୀନ: ଅର୍ଥ ମିଳିବ ଓ ସମ୍ମାନ ମିଳିବ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ଆସିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। ଠିକ୍‌ରେ ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story