ଆଜି ସାବିତ୍ରୀ ଅମାବାସ୍ୟା

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସଧବା ନାରୀମାନେ ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ଦେବୀ ସାବିତ୍ରୀ, ଯମଦେବ ଓ ସତ୍ୟବାନଙ୍କୁ ପୂଜା କରାଯାଏ। ସକାଳେ ବ୍ରତଧାରୀମାନେ ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ୯ ପ୍ରକାର ଫଳ ଧରି ସ୍ୱାମୀଙ୍କୁ ଦୀର୍ଘାୟୁ କାମନା କରିବା ପାଇଁ ମନ୍ଦିରରେ ପୂଜା କରିଥାନ୍ତି। ଏଥିପାଇଁ ମନ୍ଦିରମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

Sabitri-Brata

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 08:01 AM IST

Related story