ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ସ୍ଥିତି ଦେଖିବାକୁ କାଲି ମାଲକାନଗିରି ଯିବ ବିଜେପିର ୬ ଜଣିଆ ଟିମ୍‌

ଭୁବନେଶ୍ୱର: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆସନ୍ତାକାଲି ବିଜେପି ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ  ଏକ ୬ ଜଣିଆ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିବ। ଏହି ରୋଗ ବ୍ୟାପିବାର କାରଣ ଓ ରାଜ୍ୟ ସରକାର ପକ୍ଷରୁ କ’ଣ ସବୁ ପ୍ରତିକାର ନିଆଯାଇଛି ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବ। କେନ୍ଦ୍ର  ସରକାର  ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ  […]

bjp

bjp

Rakesh Mallick
  • Published: Thursday, 06 October 2016
  • Updated: 07 October 2016, 08:19 AM IST

Sports

Latest News

ଭୁବନେଶ୍ୱର: ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ଆସନ୍ତାକାଲି ବିଜେପି ରାଜ୍ୟ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ  ଏକ ୬ ଜଣିଆ ପ୍ରତିନିଧି ଦଳ ମାଲକାନଗିରି ଗସ୍ତ କରିବ। ଏହି ରୋଗ ବ୍ୟାପିବାର କାରଣ ଓ ରାଜ୍ୟ ସରକାର ପକ୍ଷରୁ କ’ଣ ସବୁ ପ୍ରତିକାର ନିଆଯାଇଛି ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବ।

କେନ୍ଦ୍ର  ସରକାର  ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ  ପ୍ରସ୍ତୁତ ଥିବା ବେଳେ  ରାଜ୍ୟ ସରକାର  କାହିଁକି  ଏପର୍ଯ୍ୟନ୍ତ କେନ୍ଦ୍ରର ସାହାଯ୍ୟ ନେଇ ନାହାନ୍ତି ବୋଲି ଭୃଗୁ ବକ୍ସିପାତ୍ର  ପ୍ରଶ୍ନ କରିଛନ୍ତି। ଏହାସହିତ ଜନବସତି ଠାରୁ ଘୁଷୁରୀମାନଙ୍କୁ ସ୍ଥାନାନ୍ତର କରାଯାଇନାହିଁ ଏବଂ ୫୦ ହଜାର ମଶାରୀ ମଧ୍ୟ ଏ ପର୍ଯ୍ୟନ୍ତ  ଲୋକଙ୍କ ନିକଟରେ ପହଞ୍ଚି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ମାଲକାନଗିରି ଯିବାକୁ ଥିବା ଟିମ୍‌ରେ ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, କମଳା ପାଣ୍ଡେ, କାମରାଜ କୱାସି, ଶିବ ଶଙ୍କର ଉଲ୍ଲାକା ଓ ରମେଶ ସାହୁ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story