ଅଧିକ ମେକ୍‌ଅପ୍‌ ନେଉଥିବା ମହିଳାଙ୍କୁ ଲୋକେ ଏମିତି ନଜରରେ ଦେଖନ୍ତି

ଭୁବନେଶ୍ୱର: ଝିଅ ହୁଅନ୍ତୁ ଅବା ମହିଳା ସୁନ୍ଦର ଦେଖାଯିବାକୁ ମେକ୍‌ଅପ୍‌ ନେଇଥାନ୍ତି। କିଛି ମହିଳା ବହୁତ ଅଧିକ ମେକ୍‌ଅପ୍‌ ନେଇଥାନ୍ତି। ଏପରି ମେକ୍‌ଅପ୍‌ ନେଉଥିବା ମହିଳାମାନଙ୍କର ନେତୃତ୍ୱ ନେବାର କ୍ଷମତା କମ ରହିଥାଏ। ଏହା ଆମେ କହୁନାହୁଁ, ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ଏହି ସର୍ଭେ ରିପୋର୍ଟ ଅନୁସାରେ, ଅଧିକ ମେକ୍‌ଅପ୍‌ ନେଉଥିବା ମହିଳାମାନଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା କମି ଯାଇଥାଏ ଓ ଏହା ସେମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଥାଏ। ଆରବିଟନ୍‌ ବିଶ୍ୱବିଦ୍ୟାଳୟର […]

makeup

makeup

Rakesh Mallick
  • Published: Monday, 12 March 2018
  • Updated: 12 March 2018, 08:54 AM IST

Sports

Latest News

ଭୁବନେଶ୍ୱର: ଝିଅ ହୁଅନ୍ତୁ ଅବା ମହିଳା ସୁନ୍ଦର ଦେଖାଯିବାକୁ ମେକ୍‌ଅପ୍‌ ନେଇଥାନ୍ତି। କିଛି ମହିଳା ବହୁତ ଅଧିକ ମେକ୍‌ଅପ୍‌ ନେଇଥାନ୍ତି। ଏପରି ମେକ୍‌ଅପ୍‌ ନେଉଥିବା ମହିଳାମାନଙ୍କର ନେତୃତ୍ୱ ନେବାର କ୍ଷମତା କମ ରହିଥାଏ। ଏହା ଆମେ କହୁନାହୁଁ, ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି। ଏହି ସର୍ଭେ ରିପୋର୍ଟ ଅନୁସାରେ, ଅଧିକ ମେକ୍‌ଅପ୍‌ ନେଉଥିବା ମହିଳାମାନଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା କମି ଯାଇଥାଏ ଓ ଏହା ସେମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଥାଏ।

ଆରବିଟନ୍‌ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ଅଧ୍ୟାପକ କ୍ରିଷ୍ଟୋଫର ୱାଟକିସ୍ନଙ୍କ ମତରେ, “ମେକ୍‌ଅପ୍‌ ଲଗାଇଲେ ମହିଳାଙ୍କ ଲୁକ୍‌ ପ୍ରଭାବଶାଳୀ ହୋଇଥାଏ। ହେଲେ ଏହା ସାମାଜ ଉପରେ କୌଣସି ପ୍ରଭାବ ପକାଇ ନଥାଏ। ହେଲେ ନେତୃତ୍ୱ ନେବାର କ୍ଷମତା ପରେ ସନ୍ଦେହ ସୃଷ୍ଟି କରିଥାଏ।”

ଏହି ସର୍ଭେର ରିପୋର୍ଟ Perception Journal ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଅଧିକ ମେକ୍‌ଅପ୍‌ ନେଉଥିବା ମହିଳାଙ୍କ ନେତୃତ୍ୱ ନେବା କ୍ଷମତା ଉପରେ ସର୍ଭେରେ ଭାଗ ନେଇଥିବା ପୁରୁଷ ଓ ମହିଳାମାନେ ସନ୍ଦେହ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos