ଫେସ୍‌ବୁକ୍‌ର Top-୧୦ ଚର୍ଚ୍ଚିତ ବିଷୟ

ଆଜିକାଲି ଯାହାବି ଘଟଣା କିମ୍ବା ଦୁର୍ଘଟଣା ଘଟୁ ସୋସିଆଲ୍‌ ମିଡିଆରେ ଏହାର ଚଚ୍ଚା ଜୋରସୋରରେ ହେଉଛି। ସେମିତି ଏକ ସୋସିଆଲ୍‌ ନେଟୱାର୍କିଂ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍, ଯେଉଁଠି ଖେଶଟାରୁ ଆରମ୍ଭ କରି ସିନେମା ସବୁକିଛି ଆଲୋଚନା କରାଯାଏ। ତେବେ ଚଳିତବର୍ଷ ରିଲିଜ୍ ହୋଇଥିଲା ‘ବାହୁବଲି୨:ଦ କନକ୍ଳୁଜନ୍’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ୨୦୧୭ରେ ଫେସ୍‌ବୁକ୍‌ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିବା ବିଷୟ ହେଉଛି ଏହି ଫିଲ୍ମ। ସେହିପରି ୨୦୧୭ରେ ବାହୁବଲି ବ୍ୟତୀତ ଆଉ କିଛି […]

fb

fb

Ordigital Desk
  • Published: Friday, 08 December 2017
  • Updated: 08 December 2017, 11:21 AM IST

Sports

Latest News

ଆଜିକାଲି ଯାହାବି ଘଟଣା କିମ୍ବା ଦୁର୍ଘଟଣା ଘଟୁ ସୋସିଆଲ୍‌ ମିଡିଆରେ ଏହାର ଚଚ୍ଚା ଜୋରସୋରରେ ହେଉଛି। ସେମିତି ଏକ ସୋସିଆଲ୍‌ ନେଟୱାର୍କିଂ ପ୍ଲାଟଫର୍ମ ହେଉଛି ଫେସ୍‌ବୁକ୍, ଯେଉଁଠି ଖେଶଟାରୁ ଆରମ୍ଭ କରି ସିନେମା ସବୁକିଛି ଆଲୋଚନା କରାଯାଏ। ତେବେ ଚଳିତବର୍ଷ ରିଲିଜ୍ ହୋଇଥିଲା 'ବାହୁବଲି୨:ଦ କନକ୍ଳୁଜନ୍'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସୂଚନା ଅନୁଯାୟୀ ୨୦୧୭ରେ ଫେସ୍‌ବୁକ୍‌ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିବା ବିଷୟ ହେଉଛି ଏହି ଫିଲ୍ମ। ସେହିପରି ୨୦୧୭ରେ ବାହୁବଲି ବ୍ୟତୀତ ଆଉ କିଛି ବିଷୟ ରହିଛି ଯାହାକୁ ନେଇ ଫେସ୍‌ବୁକ୍‌ରେ ଖୁବ୍ ଚର୍ଚ୍ଚା ହୋଇଛି। ଆସନ୍ତୁ ଜାଣିବା ଫେସ୍‌ବୁକ୍‌ରେ ଚର୍ଚ୍ଚା ହୋଇଥିବା ମୁଖ୍ୟ ୧୦ଟି ବିଷୟ ଉପରେ।

ମୁଖ୍ୟ ୧୦ଟି ଚର୍ଚ୍ଚିତ ବିଷୟ ଭିତରେ ପ୍ରଥମ ସ୍ଥାନରେ ବାହୁବଲି, ଦ୍ୱିତୀୟ ସ୍ଥାନରେ ତାମିଲନାଡୁରେ ଖେଳାଯାଉଥିବା 'ଜାଲ୍ଲୀକଟୁ', ତୃତୀୟ ସ୍ଥାନରେ ଆଇସିସି ଚାମ୍ପିଅନ୍ ଟ୍ରୋଫି ୨୦୧୭ରେ ଭାରତ-ପାକିସ୍ଥାନ ଫାଇନାଲ ମ୍ୟାଚ୍, ଚତୁର୍ଥ ସ୍ଥାନରେ ବଲିଉଡ୍ ଅଭିନେତା ବିନୋଦ ଖନ୍ନାଙ୍କ ନିଧନ ବିଷୟ ରହିଛି। ସେହିପରି ୫ମ ସ୍ଥାନରେ ବିନୋଦ ଖନ୍ନାଙ୍କ ଜୀବନୀକୁ ନେଇ ଚର୍ଚ୍ଚା। ଷଷ୍ଠ ସ୍ଥାନରେ ପ୍ରମୁଖ ଗାୟକ ଚେଷ୍ଟର ବେନିଂଗଟନ୍‌ଙ୍କ ମୃତ୍ୟୁ ବିଷୟରେ ଆଲୋଚନା କରାଯାଇଥିଲା। ଏହି ବିଷୟରେ ଉକ୍ତଦିନ ୮୦ଲକ୍ଷ ପୋଷ୍ଟ କରାଯାଇଥିଲା।

ସପ୍ତମ ସ୍ଥାନରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା, ଅଷ୍ଟମ ସ୍ଥାନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାପରେ ଯୋଗୀ ବ୍ୟକ୍ତିଗତ ଜୀବନ, ନବମ ସ୍ଥାନରେ ମାନୁଷୀ ଛିଲ୍ଲର ମିସ୍ ୱାର୍ଲଡ ହେବା, ୧୦ମ ସ୍ଥାନରେ ଉତ୍ତର ପ୍ରଦେଶର ବାବା ରାଘବ ଦାସ ମେଡିକାଲ କଲେଜ ଗୋରଖପୁରରେ ପିଲା ମୃତ୍ୟୁ ଘଟଣା ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story