କମ୍ପ୍ୟୁଟରକୁ ଟକ୍କର ଦେବ ୮ ଜିବି ରାମ ବିଶିଷ୍ଟ ଏହି ୫ଟି ମୋବାଇଲ୍: ଜାଣନ୍ତୁ ଏହାର ବିଶେଷତ୍ତ୍ୱ

ମୋବାଇଲ ଫୋନ୍‌ ବଜାରରେ ୨ଜିବି ଓ ୪ ଜିବି ରାମ ଫୋନର ଚାହିଦା ଧୀରେ ଧୀରେ କମିଲାଣି। ଏବେ ଲୋକେ ୬ ଜିବି ଓ ୮ ଜିବି ରାମ୍‌ ବିଶିଷ୍ଟ ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି। କାରଣ ମୋବାଇଲ୍‌ ଗୁଡ଼ିକ ଏକ ସଙ୍ଗେ କମ୍ପ୍ୟୁଟର ଓ ମୋବାଇଲ୍ ଦୁଇଟିର କାର୍ଯ୍ୟ କରି ପାରୁଛି। ସେଥିପାଇଁ ଲୋକେ ଅଧିକ ରାମ ବାଲା ସ୍ମାର୍ଟ ଫୋନ୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଟପ୍ ୫ଟି ସ୍ମାର୍ଟ ଫୋନ୍‌ […]

8 gb ram best mobile

8 gb ram best mobile

Ordigital Desk
  • Published: Sunday, 03 December 2017
  • Updated: 03 December 2017, 05:27 PM IST

Sports

Latest News

ମୋବାଇଲ ଫୋନ୍‌ ବଜାରରେ ୨ଜିବି ଓ ୪ ଜିବି ରାମ ଫୋନର ଚାହିଦା ଧୀରେ ଧୀରେ କମିଲାଣି। ଏବେ ଲୋକେ ୬ ଜିବି ଓ ୮ ଜିବି ରାମ୍‌ ବିଶିଷ୍ଟ ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି। କାରଣ ମୋବାଇଲ୍‌ ଗୁଡ଼ିକ ଏକ ସଙ୍ଗେ କମ୍ପ୍ୟୁଟର ଓ ମୋବାଇଲ୍ ଦୁଇଟିର କାର୍ଯ୍ୟ କରି ପାରୁଛି। ସେଥିପାଇଁ ଲୋକେ ଅଧିକ ରାମ ବାଲା ସ୍ମାର୍ଟ ଫୋନ୍‌ କିଣିବାକୁ ପସନ୍ଦ କରୁଛନ୍ତି। ଆଜି ଆମେ ଆପଣଙ୍କୁ ଟପ୍ ୫ଟି ସ୍ମାର୍ଟ ଫୋନ୍‌ ବିଷୟରେ ଜଣାଇବୁ। ଯେଉଁ  ମୋବାଇଲ୍ ଗୁଡ଼ିକ କାର୍ଯ୍ୟ କରିବାରେ କମ୍ପ୍ୟୁଟର ଠାରୁ ବି ଅଧିକ।

Asus Zenfone AR: ଜୁନ୍‌ ମାସରେ ମାର୍କେଟ୍‌କୁ ଆସିଥିବା ୮ ଜିବି ରାମ ବିଶିଷ୍ଟ ଏହି ଫୋନ୍‌ଟି କାର୍ଯ୍ୟ କରିବା ଦିଗରେ କମ୍ପ୍ୟୁଟର ଠାରୁ କିଛି କମ୍‌ ନୁହେଁ। ଏଥିରେ ଗୁଗ୍‌ଲ ଡେଡ୍ରିମ୍ ଭର୍ଚୁଆଲ ରିୟଲିଟି vr ସପୋର୍ଟ ସହିତ ଗୁଗ୍‌ଲ ଟେଙ୍ଗୋAR ଏଗ୍ୟୁମେଣ୍ଟେଡ୍ ରିୟଲିଟି ସୋପୋର୍ଟ ରହିଛି।  ୮ ଜିବି ରାମ, କ୍ୱାଲକୋମ୍‌ ଓ ସ୍ନାପଡ୍ରାଗନ୍ ୮୨୧ ଅପ୍ଟିମାଇଜ୍ ଟାଙ୍ଗୋ ପ୍ରୋସେସର୍ ମୋବାଇଲ୍‌କୁ ଧୂଆଦାର ପ୍ରୋସେସିଂ ରହିଛି।

OnePlush5t: ସ୍ମାର୍ଟ ଫୋନ୍‌ଟି ଚାଇନା କମ୍ପାନୀ OnePlush କମ୍ପାନୀର। ଏଥିରେ ୮ ଜିବି ରାମ ଓ ମେମୋରୀ ୧୨୮ ଜିବି ରହିଛି। କ୍ୱାଆଲକୋମ୍‌ ସ୍ନାପଡ୍ରାଗନ୍‌ ୮୩୫ ପ୍ରୋସେସର୍ ରହିଛି। ପ୍ରୋସେସିଂ କ୍ଷେତ୍ରରେ ମୋବାଲ୍‌ଟି ଖୁବ୍‌ ବଢ଼ିଆ। ମୋବାଇଲ୍‌ଟି OnePlush 5ର ଅପ୍‌ଗ୍ରେଡ୍‌ ଭର୍ସନ୍ ହେଲେ ବି ଏହାର ମୂଲ୍ୟରେ ବୃଦ୍ଧି କରାଯାଇ ନାହିଁ।3. ZTE-Nubia-

Nubia Z 17:  ମୋବାଇଲ୍‌ରେ ଆଣ୍ଡ୍ରଏଡ୍‌ର ନୂଆ ଭର୍ସନ୍‌ ୭.୧.୧ ନଗେଟ୍‌ ଉପଲବ୍ଧ ରିହିଛି। ଏଥିରେ ସ୍ନାପଡ୍ରାଗନ୍ ୮୩୫ ପ୍ରୋସେସର୍ ସହିତ ବଡ଼ ଡିସ୍‌ପ୍ଲେ ପାଇଁ 540 GPU ସୁବିଧା ରହିଛି। ଅର୍ଥାତ୍‌ ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ସହିତ ଗେମ୍ ଖେଳିବାର ମଜା ଚାରିଗୁଣା ଅଧିକ ହୋଇପାରିବ। ଫୋନ୍‌ରେ ଦୁଇଟି ବ୍ୟାକ୍ କ୍ୟାମେରା ରହିଛି। ଗୋଟିଏ ୨୩ ମେଗା ପିକ୍ସେଲ୍‌ ସହିତ ୧୦ ଏକ୍ସ୍ ଡାଇନାମିକ ଜୁମ୍‌ ଓ ଅନ୍ୟଟିରେ ୧୩ ମେଗାପିକ୍ସେଲ୍ ସହିତ ୨ ଏକ୍ସ ଅପ୍ଟିକାଲ ଜୁମ୍‌ର ସୁବିଧା ରହିଛି। ଫୋନ୍‌ଟି କାର୍ଯ୍ୟ ଦକ୍ଷତାରେ କେଉଁ କମ୍ପ୍ୟୁଟର ଠାରୁ କମ୍‌ ନୁହେଁ।

Razer Phone: ମୋବାଇଲ୍‌ରେ ଗେମ୍‌ ଖେଳିବାକୁ ପସନ୍ଦ କରିଥିବା ଗ୍ରାହକଙ୍କ ପାଇଁ ଫୋନ୍‌ଟି ଏକଦମ୍‌ ବଢ଼ିଆ। ଏଥିରେ ୮ ଜିବି ରାମ ଓ ୧୨୮ ଜିବି ରାମ୍ ଅର୍ଥାତ୍ ମୋବାଇଲ୍ ମେମୋରୀ ରହିଛି। ଏଥସହିତ ୮୩୫ ସ୍ନାପ ଡ୍ରାଗନ୍‌ ପ୍ରୋସେସର ରହିଛି। ଏସବୁକୁ ଛାଡ଼ିଦେଲେ ଏଥିରେ ଦୁଇଟି ଜବରଦସ୍ତ ଫିଚର ରହିଛି। ଗୋଟିଏ ହେଲା ୫.୭୨ ଇଞ୍ଚର IGZO LCD ଅଲ୍ଟ୍ରାମୋସନ୍ ଡିସ୍‌ପ୍ଲେ ସ୍କ୍ରିନ୍ ଓ ଅନ୍ୟଟି ଫୋନ୍‌ର ରିଜୋଲିସନ୍‌ HDଠାରୁ ବି ଅଧିକ 2560x1440 ରହିଛି।5 Xiaomi-MI-MIX-2

xiaomi mi mix 2: ଏଫି ସ୍ମାର୍ଟ ଫୋନ୍‌ଟି ସ୍ଲିମ୍‌ ଓ ଉନ୍ନତ ମାନର ଡିସ୍‌ପ୍ଲେ ଥିବାରୁ ଦେଖିବାକୁ ଖୁବ୍‌ ଆକର୍ଷଣୀୟ। କେବଳ ଚାଇନା ବଜାରରେ ଲଞ୍ଚ ହୋଇଥିବା ୮ ଜିବି ରାମ ଓ ୧୨୮ ଜିବି ମୋମେରି ବିଶିଷ୍ଟ ଏହି ଫୋନ୍‌ଟି କମ୍ପ୍ୟୁଟର ଠାରୁ ବି କମ୍ ନୁହେଁ। ଚାଇନାରେ ଏହାର ମୂଲ୍ୟ ୪୬୬୯ ୟୁଆନ୍ ରହିଥିବା ବେଳେ ଭାରତୀୟ ମୁଦ୍ରାରେ ଏହାର ଦାମ୍‌ ୪୫ ହଜାର ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story