ଏଠିକାର ଯୁବତୀମାନେ ବିନା ବ୍ଲାଉଜ୍‌ରେ ଶାଢୀ ପିନ୍ଧନ୍ତି, ଲାଇଫ୍ ଷ୍ଟାଇଲ ବି ସେମିତି କିଛି

ରାଇପୁର:ବଦଳୁଛି ଯୁଗ। ବଦଳୁଛି ସମୟ। ଆଉ ସମୟ ସହ ତାଳଦେଇ ପରିବତର୍ତ୍ତନ ହେଉଛି ଜୀବନ ଶୈଳୀ। ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବସ୍ତ୍ର ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ ହେଉଛି। ସେହିପରି ଫେସନର ପରିଭାଷା ମଧ୍ୟ ବଦଳିଛି। ଅନ୍ୟମାନଙ୍କୁ ଇମ୍ପ୍ରେସନ୍ ହେଉ ବା ନିଜର ସୌକ ପାଇଁ ହେଉ ଆଜିର ନାରୀମାନେ ଗହଣା ପାଖରୁ ଡ୍ରେସ ପର୍ଯ୍ୟନ୍ତ ସବୁଥିରେ ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ହାଇସୋସାଇଟିର ମହିଳାମାନେ ବିନା  ବ୍ଲାଉଜରେ  ଶାଢୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ମାନିଆ ସୋସିଆଲ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 06:12 PM IST

Sports

Latest News

ରାଇପୁର:ବଦଳୁଛି ଯୁଗ। ବଦଳୁଛି ସମୟ। ଆଉ ସମୟ ସହ ତାଳଦେଇ ପରିବତର୍ତ୍ତନ ହେଉଛି ଜୀବନ ଶୈଳୀ। ଖାଦ୍ୟ ପାନୀୟଠାରୁ ଆରମ୍ଭ କରି ବସ୍ତ୍ର ପର୍ଯ୍ୟନ୍ତ ସବୁକିଛି ପରିବର୍ତ୍ତନ ହେଉଛି। ସେହିପରି ଫେସନର ପରିଭାଷା ମଧ୍ୟ ବଦଳିଛି। ଅନ୍ୟମାନଙ୍କୁ ଇମ୍ପ୍ରେସନ୍ ହେଉ ବା ନିଜର ସୌକ ପାଇଁ ହେଉ ଆଜିର ନାରୀମାନେ ଗହଣା ପାଖରୁ ଡ୍ରେସ ପର୍ଯ୍ୟନ୍ତ ସବୁଥିରେ ଗୁରୁତ୍ୱ ଦେଉଛନ୍ତି।

ବିଶେଷକରି ହାଇସୋସାଇଟିର ମହିଳାମାନେ ବିନା  ବ୍ଲାଉଜରେ  ଶାଢୀ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହି ମାନିଆ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍‌ ଦେଖିବାକୁ ମିଳୁଛି। ହେଲେ ଏବେ ଚାଲିଥିବା ଏହି ପ୍ରତିଯୋଗିତା ଆଜିର ନୁହଁ । ପ୍ରାଚୀନ କାଳରେ ଏଭଳି ପରମ୍ପରା ଦେଖିବାକୁ ମିଳୁଥିଲା। ଏବେବି ଅନେକ ଆଦିବାସୀ ଅଞ୍ଚଳରେ ଏଭଳି ପରମ୍ପରା ଦେଖିବାକୁ ମିଳେ। ଆଦିବାସୀ ଯୁବତୀମାନେ  ବିନା ବ୍ଲାଉଜ୍‌ରେ ମଧ୍ୟ ଶାଢୀ ପିନ୍ଧନ୍ତି। ଏଭଳି ପରମ୍ପରା ଛତିଗଡ଼ର ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳେ।

ଏହାକୁ ସେଠାରେ ଗାତିମାର ଷ୍ଟାଇଲ କୁହାଯାଏ। ଏହି ପରମ୍ପରା ହଜାରେ ବର୍ଷରୁ ଚାଲି ଆସିଛି। ଆଦିବାସୀଙ୍କ କହିବା ଅନୁସାରେ ଏହି ଶାଢୀପିନ୍ଧାର ଶୈଳୀ ସୁବିଧା ଜନକ ହେବାସହ କ୍ଷେତରେ କାମ କରିବା ଠାରୁ ଆରମ୍ଭ କରି  ଝୁଡ଼ି ଉଠାଇବା ସୁବିଧା ହୋଇଥାଏ। ଅନ୍ୟପକ୍ଷରେ ଜଙ୍ଗଲୀ ଅଞ୍ଚଳରେ ବହୁତ ଗରମ ଅନୁଭୂତ ହେଉଥିବାରୁ ଏମିତି ଶାଢୀ ପିନ୍ଧିବା ସେମାନଙ୍କୁ ଆରାମଦାୟକ ହୋଇଥାଏ। ବ୍ଲାଉଜ ସିଲେଇ କରିବାରେ  ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ି ନ ଥାଏ।  ଏହି ପରମ୍ପରା  ଆଦିମଜନଜାତିଙ୍କ ମଧ୍ୟରେ ଲୁପ୍ତ ହୋଇଯାଉଥିବା ବେଳେ ଏବେ ପୁଣି ଫେସନ ଆକାରରେ ଫେରିଛି । ମାୟା ନଗରୀ ମୁମ୍ବାଇ ସମତେ ଅନେକ ମେଟ୍ରୋ ସିଟିରେ ଆଜିକାଲି ବ୍ଲାଉଜ ଫ୍ରି ଶାଢୀର ଖୁବ୍‌ ଡିମାଣ୍ଡ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story