ରାଗିଂ କରିବା ହେଲା କାଳ: ପୂର୍ବତନ ବିଧାୟକଙ୍କ ପୁଅ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରୁ ଆସିଥିବା ରାଗିଂ ଅଭିଯୋଗରେ ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂଭୋଇଙ୍କ ପୁଅ ଶୋଭେନ୍ ସିଂଭୋଇଙ୍କୁ ପୋଲିସ ଗିରଫ କରିଛି। ଏହାସହ ଶୋଭେନଙ୍କ ସାଙ୍ଗ ବାବାଶଙ୍କର ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି। କଲେଜର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କୁ ଏମାନେ ରାଗିଂ କରିଥିବା ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 01:27 PM IST

Related story