ଦୁଇ ଟଙ୍କିଆ କଏନ୍‌ କରିଦେବ ଲକ୍ଷପତି: ଜାଣନ୍ତୁ କ’ଣ ରହିଛି ଏଥିରେ

ଆଜିକାଲି ଦୁନିଆରେ ୧୦୦ ଟଙ୍କା ନେଇ ବାହାରକୁ ଗଲେ ବି କିଛି ଲାଭ ହେଉନାହିଁ। କାରଣ ଯେଉଁ ହାରରେ ଦରଦାମ ବୃଦ୍ଧି ପାଉଛି, ୧୦୦ ଟଙ୍କାରେ କିଛି କିଣିବା ସମ୍ଭବ ନୁହେଁ। ଭିକାରୀ ବି ଟଙ୍କେ କି ଦୁଇ ଟଙ୍କା ନେଉନାହଁନ୍ତି। ଏପରି ସ୍ଥିତିରେ ଦୁଇଟଙ୍କାର ମୂଲ୍ୟ କେତେ ଆପଣ ଭାବି ପାରୁଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଇ ଟଙ୍କିଆ କଏନ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଖରେ ଥିଲେ ଆପଣ […]

coin

coin

Rakesh Mallick
  • Published: Friday, 03 November 2017
  • Updated: 04 November 2017, 12:41 PM IST

Sports

Latest News

ଆଜିକାଲି ଦୁନିଆରେ ୧୦୦ ଟଙ୍କା ନେଇ ବାହାରକୁ ଗଲେ ବି କିଛି ଲାଭ ହେଉନାହିଁ। କାରଣ ଯେଉଁ ହାରରେ ଦରଦାମ ବୃଦ୍ଧି ପାଉଛି, ୧୦୦ ଟଙ୍କାରେ କିଛି କିଣିବା ସମ୍ଭବ ନୁହେଁ। ଭିକାରୀ ବି ଟଙ୍କେ କି ଦୁଇ ଟଙ୍କା ନେଉନାହଁନ୍ତି। ଏପରି ସ୍ଥିତିରେ ଦୁଇଟଙ୍କାର ମୂଲ୍ୟ କେତେ ଆପଣ ଭାବି ପାରୁଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଇ ଟଙ୍କିଆ କଏନ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ପାଖରେ ଥିଲେ ଆପଣ ଲକ୍ଷପତି ହୋଇଯିବେ। ଆସନ୍ତୁ ଜାଣିବା ଏହି ଦୁଇ ଟଙ୍କିଆ କଏନରେ କ’ଣ ରହିଛି।

ରାତାରାତି ଲକ୍ଷପତି

୧୯୮୦ ମସିହା ବେଳକୁ ଧନୀ ଲୋକଙ୍କ ପାଖରେ ଏହି ପ୍ରକାର କଏନର ବହୁତ ଲୋକପ୍ରିୟତା ଥିଲା। ନିକଟରେ ହାଇଦ୍ରାବାଦରେ ହୋଇଥିବା ଏକ ନିଲାମୀରେ ଏହି ପ୍ରକାର କଏନକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ମାତ୍ର ୨ ଟଙ୍କାର କଏନ ବିକ୍ରି କରି ଏହାର ମାଲିକ ରାତାରାତି ଲକ୍ଷପତି ବନି ଯାଇଛନ୍ତି।

ଓଡିଶା ରିପୋଟର ସ୍ପେସିଆଲ: ୧୧ଟି ତୁଳସୀ ପତ୍ର ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

କ’ଣ ରହିଛି ଖାସ୍‌

ଏହି ଦୁଇ ଟଙ୍କିଆ କଏନରେ ହୀରା ଚିହ୍ନ ରହିଛି। ଏହାକୁ ମୁମ୍ବାଇ ଟକସାଲୋଂ ବି କୁହାଯାଉଥିଲା। ଏହି ପ୍ରକାର କଏନ ଦେଶରେ ବହୁତ ଲୋକପ୍ରିୟ ଥିଲା। ଯଦି ଆପଣଙ୍କ ପାଖରେ ଏପରି ଚିହ୍ନ ଥିବା କଏନ ଅଛି, ଏହାକୁ କିଣିବାକୁ ଆପଣଙ୍କୁ ବହୁତ ଲୋକେ ମିଳିଯିବେ।

କେଉଁଠି ବିକ୍ରି କରିବେ

ସଂଗ୍ରହାଳୟ କିମ୍ବା ଯେଉଁଠି ପୁରୁଣା ଜିନିଷ ନିଲାମ ହୋଇଥାଏ ସେଠାରେ ଏହି କଏନ ବିକ୍ରି କରିବା ପାଇଁ ଆପଣଙ୍କୁ ବହୁତ ଗ୍ରାହକ ମିଳିଯିବେ। ଏହାବାଦ ଅନ୍‌ଲାଇନ୍‌ରେ ମଧ୍ୟ ଆପଣ ଏହି କଏନ୍‌କୁ ବିକ୍ରି କରିପାରିବେ। ଓଏଲ୍‌ଏକ୍ସ ଓ କ୍ୱିକର ପରି ୱେବସାଟ୍‌ରେ ଆପଣ ଏହି ଦୁଇ ଟଙ୍କିଆ କଏନକୁ ନିଲାମ କରିପାରିବେ।

ଆହୁରି ମଧ୍ୟ ପଢନ୍ତୁ: ଜାଣିଛନ୍ତି, ମଦ ପିଇଲେ କାହିଁକି ପାଟିରୁ ବାହାରେ ଇଂଲିଶ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story