ଜାଣନ୍ତୁ ମାନସିକ ଅଶାନ୍ତି ଦୂର କରିବାର ଏକ ସହଜ ଉପାୟ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ସୁଖୀ ରହୁଥିବା ବ୍ୟକ୍ତିଙ୍କ ଆୟୁଷ ବଢ଼େ ଓ ଦୁଃଖୀ ରହୁଥିବା ବ୍ୟକ୍ତିଙ୍କର ଆୟୁଷ କମେ। ଏକଥା ଜାଣି ମଧ୍ୟ ଅନେକ ଲୋକ ଦୁଃଖରେ ରହନ୍ତି। ଆଜିକାଲି ଆମେ ଯାହାକୁ ପଚାରିବା କେମିତି ଅଛ, ଉତ୍ତର ଗୋଟେ ଆସିବ-ବହୁତ ଟେନସନ୍&zwnj;ରେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହି ଟେନସନ୍&zwnj; ରୋଗର ନିବାରଣ ପାଇଁ ଗୋଟେ ଉପାୟ ଅଛି। ଦୁଇ ଯୋଡ଼ା ବାଉଁଶ ତିଆରି ବଇଁଶିକୁ ଛକି ଆକୃତିର କରି ଡ୍ରଇଁ ରୁମ୍&zwnj;ରେ ସଜେଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ।</p> <p>&amp;nbsp;</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 12:35 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହାଯାଏ ସୁଖୀ ରହୁଥିବା ବ୍ୟକ୍ତିଙ୍କ ଆୟୁଷ ବଢ଼େ ଓ ଦୁଃଖୀ ରହୁଥିବା ବ୍ୟକ୍ତିଙ୍କର ଆୟୁଷ କମେ। ଏକଥା ଜାଣି ମଧ୍ୟ ଅନେକ ଲୋକ ଦୁଃଖରେ ରହନ୍ତି। ଆଜିକାଲି ଆମେ ଯାହାକୁ ପଚାରିବା କେମିତି ଅଛ, ଉତ୍ତର ଗୋଟେ ଆସିବ-ବହୁତ ଟେନସନ୍&zwnj;ରେ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଏହି ଟେନସନ୍&zwnj; ରୋଗର ନିବାରଣ ପାଇଁ ଗୋଟେ ଉପାୟ ଅଛି। ଦୁଇ ଯୋଡ଼ା ବାଉଁଶ ତିଆରି ବଇଁଶିକୁ ଛକି ଆକୃତିର କରି ଡ୍ରଇଁ ରୁମ୍&zwnj;ରେ ସଜେଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇଥାଏ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos