ଏମିତି ଦେଶ, ଯେଉଁଠି କ୍ଷୀର ବୋତଲ ଦାମ ୮୪ ହଜାର ଟଙ୍କା

ଦରଦାମ ବୃଦ୍ଧିକୁ ନେଇ ଭାରତରେ ମୋଦି ସରକାର ବିରୋଧୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ରାଜ୍ୟ ସରକାରଙ୍କ ଅବସ୍ଥା ମଧ୍ୟ ତଦୃପ। ଆପଣ କ୍ଷୀର ଲିଟରେ କେତେ ଟଙ୍କା ଦେଇ କିଣୁଛନ୍ତି ? ୩୫ରୁ ୪୦ ଟଙ୍କା ଦେଉଥିବେ। ହେଲେ ବୋତଲେ କ୍ଷୀର କିଣିବାକୁ ଶହେ ନୁହେଁ କି ଦୁଇଶହ ନୁହେଁ ୮୪,୦୦୦ ଟଙ୍କା ଦେବାକୁ ପଡିବ ଶୁଣିଲେ କ’ଣ କରିବେ। ଏପରି କୌଣସି ପ୍ରଶ୍ନର ଆବଶ୍ୟକତା ହିଁ ନାହିଁ। କାରଣ ଯିଏ ବି ହେଲେ ଏହାର ଉତ୍ତରରେ କହିବେ […]

Milk

Milk

Rakesh Mallick
  • Published: Thursday, 23 November 2017
  • Updated: 23 November 2017, 08:05 PM IST

Sports

Latest News

ଦରଦାମ ବୃଦ୍ଧିକୁ ନେଇ ଭାରତରେ ମୋଦି ସରକାର ବିରୋଧୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ରାଜ୍ୟ ସରକାରଙ୍କ ଅବସ୍ଥା ମଧ୍ୟ ତଦୃପ। ଆପଣ କ୍ଷୀର ଲିଟରେ କେତେ ଟଙ୍କା ଦେଇ କିଣୁଛନ୍ତି ? ୩୫ରୁ ୪୦ ଟଙ୍କା ଦେଉଥିବେ। ହେଲେ ବୋତଲେ କ୍ଷୀର କିଣିବାକୁ ଶହେ ନୁହେଁ କି ଦୁଇଶହ ନୁହେଁ ୮୪,୦୦୦ ଟଙ୍କା ଦେବାକୁ ପଡିବ ଶୁଣିଲେ କ’ଣ କରିବେ। ଏପରି କୌଣସି ପ୍ରଶ୍ନର ଆବଶ୍ୟକତା ହିଁ ନାହିଁ। କାରଣ ଯିଏ ବି ହେଲେ ଏହାର ଉତ୍ତରରେ କହିବେ ଆମେ କ୍ଷୀର ପିଇବା ଛାଡିଦେବୁ। ହେଲେ ଏମିତି ଏକ ଦେଶ ଅଛି, ଯେଉଁ ଦେଶରେ କ୍ଷୀର ବୋତଲେ କିଣିବାକୁ ହେଲେ ଭାରତୀୟ ମୂଲ୍ୟରେ ୮୪,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଏକଥା ଛାଡନ୍ତୁ, ଯଦି ମାସକର ସଉଦା ଆଣିବାକୁ ଏହି ଦେଶର କୌଣସି ଲୋକ ଦୋକାନକୁ ଯାଇଥାନ୍ତି ବସ୍ତାରେ ଟଙ୍କା ନେବାକୁ ପଡିଥାଏ। ଆମେ କହୁଛୁ ଭେନଜୁଏଲା ବିଷୟରେ। ଏଠାରେ ସବୁ ମହଙ୍ଗା। ଏହି ଦେଶର ଦରଦାମ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ଏପରି ହେବାର କାରଣ

ଏବେ ଭେନଜୁଏଲା କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ମାତ୍ର ୧୦ ବିଲିୟନ ଡଲାର ରହିଛି। ବ୍ୟାଙ୍କର ସବୁ ଟଙ୍କା ଋଣ ସୁଝିବାରେ ଶେଷ ହୋଇଯାଇଛି। ଗୋଟିଏ ପଟେ ଟଙ୍କା ସରି ଯାଉଛି, ହେଲେ ଋଣ ଆହୁରି ସୁଝିବାକୁ ବାକି ଅଛି। ଇନଫ୍ଲେକ୍ସନ କାରଣରୁ ଏହି ଦେଶର ଟଙ୍କା (ବାୱଲେର)ର ମୂଲ୍ୟ ଏକ ଡଲାଲକୁ ୮୪,୦୦୦ ବାୱଲେର ହୋଇଯାଇଛି।

ଭାରତରେ ଦରଦାମ ୩ ପ୍ରତିଶତ ବୃଦ୍ଧି ପାଇବା ପରେ ହଙ୍ଗାମା ହେଉଛି। ହେଲେ ଏଠାରେ ଦରଦାମ ୪୦୦୦ ପ୍ରତିଶତ ବଢି ଯାଇଛି। ଲୋକେ ଖାଇବା ଜିନିଷ ବି କିଣି ପାରୁନାହାଁନ୍ତି। ଦୋକାନରେ କୌଣସି ଜିନିଷ ମିଳୁନାହିଁ। ଯେଉଁଠି ବା କିଛି ମିଳୁଛି, ତାକୁ କିଣିବାକୁ ହେଲେ ବିଡା ବିଡା ଟଙ୍କା ବସ୍ତାରେ ଭରି ନେବାକୁ ପଡୁଛି।

ସପ୍ତାହକୁ ଖର୍ଚ୍ଚ ୭ ଲକ୍ଷ

ଏହାର ପ୍ରଭାବ ଗରିବ ଲୋକଙ୍କ ଉପରେ ସିଧାସଳଖ ପଡୁଛି। ସର୍ବନିମ୍ନ ୨.୨ ଲକ୍ଷ ବାୱଲେର ପାଉଥିବା ଗୋଟେ ଗରିବ ପରିବା ଏଥିରେ ମାସକ ପାଇଁ ମଧ୍ୟ ସଉଦା କିଣି ପାରୁନାହିଁ। କାରଣ ସପ୍ତାହକ ପାଇଁ ସଉଦା କଣିବାକୁ ଏଠାରେ ୭ ଲକ୍ଷ ୭୨ ହଜାରରୁ ଅଧିକ ବାୱଲେର ଖର୍ଚ୍ଚ କରିବାକୁ ପଡୁଛି। ଏଥିପାଇଁ ଦେଶରେ ଅନାହାର ମୃତ୍ୟୁ ଆଶଙ୍କା ଦେଖା ଦେଇଛି ଓ ବିଭିନ୍ନ ସ୍ଥାନରେ ହିଂସା ବ୍ୟାପିବାରେ ଲାଗିଛି।

ବଢୁଛି କଳାବଜାର

ଦୈନନ୍ଦିନ ଆବଶ୍ୟକ ଜିନିଷ ଏଠାରେ ସହଜରେ ମିଳୁନାହିଁ। ଫଳରେ କଳାବଜାର ବଢିବାରେ ଲାଗିଛି। ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନେ କଳାବଜାରରୁ ଜିନିଷ କିଣୁଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୨ଟି ଅଣ୍ଡା ଏଠାରେ ୧୫୦ ଡଲାର ଅର୍ଥାତ ୧୨,୦୦୦ ଟଙ୍କାରେ କିଣିବାକୁ ପଡୁଛି। ଅଟା କେଜିଏ ଆଣିଲେ ଭାରତୀୟ ମୁଦ୍ରାରେ ଲୋକଙ୍କୁ ୬୧୭ ଟଙ୍କା ଦେବାକୁ ପଡୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story