ପୁରୁଷ ସହ ସମ୍ପର୍କ ନ ରଖି ମା’ହେଉଛନ୍ତି କୁଆଁରୀ ଝିଅ, ଜାଣନ୍ତୁ କାହିଁକି

ଅନେକ ଯୁବତୀ ଏବେ କୁଆଁରୀ ମା’ ହେବାକୁ ପସନ୍ଦ କରୁଛନ୍ତି। ଅର୍ଥାତ୍ ସେମାନେ ବିବାହ ନ କରି ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖି ମା’ ହେବାକୁ ଚାହୁଁଛନ୍ତି। ଚିକିତ୍ସା ବିଜ୍ଞାନରେ ଏହାକୁ କୁହାଯାଉଛି ଭର୍ଜିନ ବର୍ଥ। IVF(ଇନ୍ ଭିଟ୍ରୋ ଫର୍ଟିଲାଇଜେସନ) ଚିକିତ୍ସା ପଦ୍ଧତି ଦ୍ୱାରା ଏହା ସମ୍ଭବ ହୋଇଥାଏ। IVF ଚିକିତ୍ସା ପଦ୍ଧତିରେ ମହିଳାଙ୍କ ଡିମ୍ବାଶୟରୁ ଡିମ୍ବ ବାହାର କରି ସେଥିରେ ପୁରଷଙ୍କ ଶୁକ୍ରାଣୁକୁ ମିଶ୍ରଣ କରାଯାଇ ଏମ୍ବ୍ରୟୋ ତିଆରି କରାଯାଏ। ଏହାକୁ ୩ରୁ […]

pregnant

pregnant

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 11:34 AM IST

Sports

Latest News

ଅନେକ ଯୁବତୀ ଏବେ କୁଆଁରୀ ମା’ ହେବାକୁ ପସନ୍ଦ କରୁଛନ୍ତି। ଅର୍ଥାତ୍ ସେମାନେ ବିବାହ ନ କରି ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖି ମା’ ହେବାକୁ ଚାହୁଁଛନ୍ତି। ଚିକିତ୍ସା ବିଜ୍ଞାନରେ ଏହାକୁ କୁହାଯାଉଛି ଭର୍ଜିନ ବର୍ଥ। IVF(ଇନ୍ ଭିଟ୍ରୋ ଫର୍ଟିଲାଇଜେସନ) ଚିକିତ୍ସା ପଦ୍ଧତି ଦ୍ୱାରା ଏହା ସମ୍ଭବ ହୋଇଥାଏ।

IVF ଚିକିତ୍ସା ପଦ୍ଧତିରେ ମହିଳାଙ୍କ ଡିମ୍ବାଶୟରୁ ଡିମ୍ବ ବାହାର କରି ସେଥିରେ ପୁରଷଙ୍କ ଶୁକ୍ରାଣୁକୁ ମିଶ୍ରଣ କରାଯାଇ ଏମ୍ବ୍ରୟୋ ତିଆରି କରାଯାଏ। ଏହାକୁ ୩ରୁ ୫ ଦିନ ପର୍ଯ୍ୟନ୍ତ ପରୀକ୍ଷା ନଳୀରେ ରଖିବା ପରେ ମହିଳାଙ୍କ ଗର୍ଭରେ ଛାଡ଼ି ଦିଆଯାଏ। ଏହାପରେ ସ୍ୱାଭାବିକ ପ୍ରକ୍ରିୟାରେ ଭ୍ରୂଣ ଗର୍ଭରେ ବଢ଼ିଥାଏ।

ଡାକ୍ତରଙ୍କ କହିବା ଅନୁଯାୟୀ IVF ଚିକିତ୍ସା ପଦ୍ଧିତିରେ ମା’ ହେବାକୁ ହେଲେ ପ୍ରଥମେ ମହିଳାଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଉଚିତ୍। ଏଥିରେ କୌଣସି ସମସ୍ୟା ଦେଖାଯାଏ ନାହିଁ। ତେବେ ସମାଜ ଏହାକୁ ତାତ୍ସଲ୍ୟ ନ କରି ଭଲ ଦୃଷ୍ଟିରେ ଦେଖିବା ଉଚିତ୍। ଏପରି ହେଲେ ମା’ ହେବାକୁ ଯାଉଥିବା ମହିଳାର ମାନସିକ ସ୍ଥିତି ଭଲ ରହିବା ସହିତ ଗର୍ଭଧାରଣରେ କୌଣସି ସମସ୍ୟା ଦେଖାଯାଏ ନାହିଁ।

ମହିଳାମାନଙ୍କର ଏପରି ମା’ ହେବାର କାରଣ ଜାଣିବା ପାଇଁ ଆମେରିକାରେ କୁମାରୀ ମା’ଙ୍କୁ ନେଇ ଏକ ସର୍ଭେ ହୋଇଥିଲା। ଏଥିରୁ ଜଣାପଡ଼ିଛି ଯେ ପରୁଷଙ୍କ ସହିତ ସମ୍ପର୍କ ସ୍ଥାପନ ପ୍ରତି ବିମୁଖ ମହିଳାମାନେ ଏହି ପଦ୍ଧତିରେ ମା’ ହେବାକୁ ପସନ୍ଦ କରିଥାନ୍ତି।

ଆହୁରି ମଧ୍ୟ ପଢନ୍ତୁ: ବର୍ଷେ ପାଇଁ ଭଡ଼ାରେ ମିଳନ୍ତି ପତ୍ନୀ; ଜାଣନ୍ତୁ ଆମ ଦେଶର କେଉଁଠି ଓ କେମିତି ଚାଲିଛି ଏହି କୁପ୍ରଥା

୨୦୧୩ରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ ଆମେରିକାରେ ପ୍ରତି ୨୦୦ ମହିଳାରେ ଜଣେ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖି ଗର୍ଭବତୀ ହୋଇଥିଲେ। ଏହି ମହିଳାମାନଙ୍କ ମଧ୍ୟରୁ ୩୧ ପ୍ରତିଶତ କହିଥିଲେ ଯେ ସେମାନେ ଧାର୍ମିକ କାରଣରୁ ନିଜର ପବିତ୍ରତା ବଜାୟ ରଖିବା ପାଇଁ ଓ ସେକ୍ସ ନ କରିବାକୁ ପ୍ରତିଜ୍ଞା ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story