ଭୋଟର ତାଲିକାରେ ଜାଲିଆତି ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ଜାଲିଆତି ହୋଇଥିବା ବିଜେପି ଅଭିଯୋଗ କରିଛି। ତୃତୀୟ ମହଲାର ଇଙ୍ଗିତରେ ବାଲେଶ୍ୱର ବିଡିଓ ଓ ଜିଲ୍ଲାପାଳ ଓଳନ୍ଦା ସାରଗାଁରେ ଭୋଟର ତାଲିକାରେ ଜାଲିଆତି କରିଥିବା ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ନଭେମ୍ବର ୨୫ ପରେ ୪୨୧ ଜଣ ଭୋଟରଙ୍କୁ ତାଲିକାରେ ସଂଯୋଗ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି। ଏନେଇ ରାଜ୍ୟ ବିଜେପି ନିର୍ବାଚନ […]

samir

samir

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 10:02 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ଜାଲିଆତି ହୋଇଥିବା ବିଜେପି ଅଭିଯୋଗ କରିଛି। ତୃତୀୟ ମହଲାର ଇଙ୍ଗିତରେ ବାଲେଶ୍ୱର ବିଡିଓ ଓ ଜିଲ୍ଲାପାଳ ଓଳନ୍ଦା ସାରଗାଁରେ ଭୋଟର ତାଲିକାରେ ଜାଲିଆତି କରିଥିବା ବିଜେପି ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ସେ କହିଛନ୍ତି,“ନଭେମ୍ବର ୨୫ ପରେ ୪୨୧ ଜଣ ଭୋଟରଙ୍କୁ ତାଲିକାରେ ସଂଯୋଗ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ଦିଆଯାଇଛି।

ଏନେଇ ରାଜ୍ୟ ବିଜେପି ନିର୍ବାଚନ କମିଶନର ପାଖରେ ଫେରାଦ ହୋଇଛି। ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଏହି ଦୁଇ ପ୍ରଶାସନିକ ଅଧିକାରୀ କମିଶନଙ୍କ ନିର୍ଦ୍ଦେଶ ନ ମାନି ଭୋଟର ତାଲିକାରେ ଜାଲିଆତି କରିଛନ୍ତି। ପ୍ରମାଣ ସ୍ୱରୁପ ଓଳନ୍ଦାସାର ଗାଁର ଭୋଟର ତାଲିକାରେ ହାତରେ ଲେଖା ଥିବା ନାଁକୁ ନିର୍ବାଚନ କମିଶନଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଦଳ ପକ୍ଷରୁ ଦର୍ଶା ଯାଇଛି ଗାଁରେ ମୋଟ ଭୋଟର ସଂଖ୍ୟା ୫୪୯୭ ଲେଖା ଅଛି। କିନ୍ତୁ ପଛପଟରେ ଆହୁରି ୪୨୧ ଜଣଙ୍କ ନାଁ ହାତରେ ଲେଖି ତାଲିକାରେ ସାମିଲ କରାଯାଇଛି। ଏଥିପାଇଁ ଜିଲ୍ଲାର ନିର୍ବାଚନ ଅଧିକାରୀଙ୍କୁ ଅପସାରଣ କରିବାକୁ ଦଳ ଦାବି କରିଛି।

ଅନ୍ୟପକ୍ଷରେ ବିଜେପି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣି କମିଶନଙ୍କ ପାଖରେ ଫେରାଦ ହୋଇଛି ବିଜେଡି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନେଇ ୧୧ ତାରିଖରେ ଆୟକର ବିଭାଗ ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ଆଚରଣ ବିଧି ଉଲ୍ଲଂଘନ ବୋଲି ଦଳ ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟ ବିଷୟରେ ପ୍ରଚାର କରୁଛନ୍ତି। ଏପରି ବିଜ୍ଞାପନ ଗ୍ରାମାଞ୍ଚଳର ଗରିବ ଜନସାଧାରଣଙ୍କୁ ପ୍ରଭାବିତ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story