୧୩ ହଜାର କିମି ଉଡୁଛି ଅଳିଆ: କ’ଣ ରହିଛି ରହସ୍ୟ ?

ସହର ବଜାରର ଅଳିଆ ଆବର୍ଜନାକୁ ଆମେ ଅଳିଆ ଟାଙ୍କିରେ ପକାନ୍ତି। ପରେ ଏହାକୁ ମୁନିସିପାଲିଟି ବିଭାଗ ଗାଡ଼ିରେ ଲୋଡ କରି ସହରର ତଳିଆ ଅଞ୍ଚଳରେ ତିଆରି ହୋଇଥିବା ଅଳିଆ ଖାତ (ଡମ୍ପିଂୟାର୍ଡ)ରେ ପକାଇଥାଏ। ପରେ ଏହାକୁ ନଷ୍ଟ କରାଯାଇଥାଏ। ହେଲେ ଇଂଲଣ୍ଡର ଏକ ସହର ଅଛି ଯେଉଁଠାରେ ଅଳିଆକୁ ୧୩,୦୦୦ କିମି ଦୂର ପଠାଯାଇଥାଏ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସହରଟିର ନାଁ ହେଉଛି ନର୍‌ଫୋଲ୍କ କାଉଁଟି। ଏଠାରେ ଅଳିଆକୁ ଗାତ ଖୋଲି ପୋତି ଦେବା […]

recycle-plant

recycle-plant

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 09:15 PM IST

Sports

Latest News

ସହର ବଜାରର ଅଳିଆ ଆବର୍ଜନାକୁ ଆମେ ଅଳିଆ ଟାଙ୍କିରେ ପକାନ୍ତି। ପରେ ଏହାକୁ ମୁନିସିପାଲିଟି ବିଭାଗ ଗାଡ଼ିରେ ଲୋଡ କରି ସହରର ତଳିଆ ଅଞ୍ଚଳରେ ତିଆରି ହୋଇଥିବା ଅଳିଆ ଖାତ (ଡମ୍ପିଂୟାର୍ଡ)ରେ ପକାଇଥାଏ। ପରେ ଏହାକୁ ନଷ୍ଟ କରାଯାଇଥାଏ। ହେଲେ ଇଂଲଣ୍ଡର ଏକ ସହର ଅଛି ଯେଉଁଠାରେ ଅଳିଆକୁ ୧୩,୦୦୦ କିମି ଦୂର ପଠାଯାଇଥାଏ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସହରଟିର ନାଁ ହେଉଛି ନର୍‌ଫୋଲ୍କ କାଉଁଟି। ଏଠାରେ ଅଳିଆକୁ ଗାତ ଖୋଲି ପୋତି ଦେବା ବଦଳରେ ଏହାକୁ ରିସାଇକେଲ୍‌ ବିନ୍ ବା ନବୀକରଣ କରିବା ପାଇଁ ଏତେ ଦୂରକୁ ପଠାଯାଇଥାଏ।

ଏଥିପାଇଁ  ଇଂଲଣ୍ଡର ନାଗରିକଙ୍କ ଦ୍ୱାରା ରଦ୍ଦି କାଗଜ ଏକତ୍ରିତ କରାଯାଇଥାଏ। ଏହାକୁ ନର୍‌ଫୋଲ୍କ କାଉଁଟି ସହରକୁ ନେଇ ଓଦା ଓ ସୁଖିଲା ଅଳିଆକୁ ଅଲଗା କରାଯାଇଥାଏ। ପରେ ଏହାକୁ ୧୩ ହଜାର କିମି ବାଟ ଚୀନ୍‌କୁ ନିଆଯାଇଥାଏ। ପ୍ରତିବର୍ଷ ଏପରି ୩୮,୦୦୦ ଟନ୍‌ ଅଳିଆ ନବୀକରଣ ପାଇଁ ଚାଇନା ପଠାଯାଇଥାଏ।

ସୂଚନାଯୋଗ୍ୟ, ନର୍‌ଫୋଲ୍କ କାଉଁଟି ସହରରୁ ମାତ୍ର ୪୦ କିମି ଦୂରରେ କିଂସ୍‌ ଲେନ୍‌ରେ ଅଳିଆ ନବୀକରଣ ମେସିନ୍‌ ରହିଛି। ଏହାସତ୍ତ୍ୱେ ଏଠାରୁ ଚାଇନାକୁ କାହିଁକି ଅଳିଆ ପଠାଯାଉଛି, ତାହା ମଧ୍ୟ ସମସ୍ତଙ୍କ ମନକୁ ଆସୁଥିବ। କୁହାଯାଏ ଚୀନ୍‌ରେ ଅଳିଆ ନବୀକରଣ ପାଇଁ କମ୍‌ ଖର୍ଚ୍ଚ ହେଉଛି। ଏଥିପାଇଁ ଇଂଲଣ୍ଡର ଏହି ସହରରୁ ଚୀନ୍‌କୁ ଅଳିଆ ପଠାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story