ସୁଧୁରୁଛି ମାଲକାନଗିରିର ବନ୍ୟା ସ୍ଥିତି, ଜୀବନଯାତ୍ରା ସ୍ୱାଭାବିକ

<p>ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତି ସୁଧୁରୁଛି। ୨୪ ଘଣ୍ଟା ପରେ ଜଳସ୍ତର ହ୍ରାସ ପାଇଛି। ମାଲକାନଗିରି-ମୋଟୁ ରାସ୍ତାରେ ପାଣି କମିଛି। ବଢ଼ିପାଣି କମିବା ଯୋଗୁଁ ଜୀବନଯାତ୍ରା ସ୍ୱାଭାବିକ ହୋଇଛି।</p> <p>ବନ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳିରେ ରଖାଯାଇ ରିଲିଫ୍ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ରାୟଗଡ଼ା କଲ୍ୟାଣସିଂପୁର ବ୍ଲକ ଅଞ୍ଚଳର କୁମ୍ଭାରସାହି, ଗୁରୁଜାଗୁଡ଼ା ଓ ସିଙ୍ଗିରି ଗାଁରେ ବନ୍ୟା ପାଣି କମିବା ପରେ ଚାରିଆଡ଼େ ବାଲିଚର ପଡ଼ିଛି।</p>

Ordigital Desk
  • Published: Wednesday, 19 July 2017
  • Updated: 19 July 2017, 08:32 AM IST

Sports

Latest News

<p>ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତି ସୁଧୁରୁଛି। ୨୪ ଘଣ୍ଟା ପରେ ଜଳସ୍ତର ହ୍ରାସ ପାଇଛି। ମାଲକାନଗିରି-ମୋଟୁ ରାସ୍ତାରେ ପାଣି କମିଛି। ବଢ଼ିପାଣି କମିବା ଯୋଗୁଁ ଜୀବନଯାତ୍ରା ସ୍ୱାଭାବିକ ହୋଇଛି।</p><p>ବନ୍ୟା ବିପନ୍ନଙ୍କୁ ଆଶ୍ରୟସ୍ଥଳିରେ ରଖାଯାଇ ରିଲିଫ୍ ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ରାୟଗଡ଼ା କଲ୍ୟାଣସିଂପୁର ବ୍ଲକ ଅଞ୍ଚଳର କୁମ୍ଭାରସାହି, ଗୁରୁଜାଗୁଡ଼ା ଓ ସିଙ୍ଗିରି ଗାଁରେ ବନ୍ୟା ପାଣି କମିବା ପରେ ଚାରିଆଡ଼େ ବାଲିଚର ପଡ଼ିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos