ଜାଣନ୍ତି ଆପଣ ବ୍ୟବହାର କରୁଥିବା ବ୍ରାଣ୍ଡର ଅର୍ଥ କ’ଣ ?

ଆଜିକାଲି ବ୍ରାଣ୍ଡର ଜମାନା। ଲୋକେ ଯାହାବି କିଛି କିଣୁଛନ୍ତି ବ୍ରାଣ୍ଡେଡ କମ୍ପାନୀର ଜିନିଷ କିଣିଥାନ୍ତି। ଏପରି କିଛି କମ୍ପାନୀ ଅଛି ଯାହାର ଚାହିଦା ବହୁତ ରହିଛି। ତେବେ ବ୍ରାଣ୍ଡଗୁଡିକର ଯେଉଁ ନାମ ରହିଛି ତାହାର ଅର୍ଥ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏପରି କିଛି ବ୍ରାଣ୍ଡର ଅର୍ଥ, ଯାହା ଲାଟିନ ଭାଷରୁ ଆସିଥିବା ବେଳେ ଆଉ କିଛି ଜର୍ମାନ ଭାଷାରେ ରହିଛି। ସ୍ୟାମ୍‌ସଙ୍ଗ୍‌: କୋରିଆନ୍‌ ଭାଷାରେ ସ୍ୟାମ୍‌ର ଅର୍ଥ ତିନି ହୋଇଥିବା ବେଳେ ସଙ୍ଗର ଅର୍ଥ […]

Brand

Brand

Rakesh Mallick
  • Published: Monday, 11 December 2017
  • Updated: 11 December 2017, 08:14 AM IST

Sports

Latest News

ଆଜିକାଲି ବ୍ରାଣ୍ଡର ଜମାନା। ଲୋକେ ଯାହାବି କିଛି କିଣୁଛନ୍ତି ବ୍ରାଣ୍ଡେଡ କମ୍ପାନୀର ଜିନିଷ କିଣିଥାନ୍ତି। ଏପରି କିଛି କମ୍ପାନୀ ଅଛି ଯାହାର ଚାହିଦା ବହୁତ ରହିଛି। ତେବେ ବ୍ରାଣ୍ଡଗୁଡିକର ଯେଉଁ ନାମ ରହିଛି ତାହାର ଅର୍ଥ ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏପରି କିଛି ବ୍ରାଣ୍ଡର ଅର୍ଥ, ଯାହା ଲାଟିନ ଭାଷରୁ ଆସିଥିବା ବେଳେ ଆଉ କିଛି ଜର୍ମାନ ଭାଷାରେ ରହିଛି।

samsungସ୍ୟାମ୍‌ସଙ୍ଗ୍‌: କୋରିଆନ୍‌ ଭାଷାରେ ସ୍ୟାମ୍‌ର ଅର୍ଥ ତିନି ହୋଇଥିବା ବେଳେ ସଙ୍ଗର ଅର୍ଥ ଷ୍ଟାର ସ୍ୟାମ୍‌ସଙ୍ଗ୍‌ର ଅର୍ଥ ‘ବଡ ବା ଅଧିକ’।

fantaଫାଣ୍ଟା: ବଜାରରେ ବହୁଳ ଭାବେ ବିକ୍ରି ହେଉଥିବା ମୃଦୁପାନୀୟ ଫାଣ୍ଟାର ଅର୍ଥ କ’ଣ ଜାଣନ୍ତି? ଏହାର ଅର୍ଥ ଜର୍ମାନ ଭାଷାରେ କଳ୍ପନା।

hyuandiହୁଣ୍ଡାଇ: କେବଳ କୋରିଆରେ ନୁହେଁ ସାରା ବିଶ୍ୱ ଜାଣେ ହୁଣ୍ଡାଇକୁ। ହୁଣ୍ଡାଇ ଶବ୍ଦର ଅର୍ଥ ଆଧୁନିକତା।

adidasଆଡିଦାସ: ଆଡିଦାସର ନାମ ଏହାର ଫାଉଣ୍ଡର ଆଡଲଫ୍‌ ଡୋସଲରରୁ ଆସିଛି। ସମୟ ବଦଳିବା ସହ କମ୍ବାନୀ ଲୋଗରେ ବି ପରିବର୍ତ୍ତନ ହୋଇଛି। ହେଲେ ଉପରେ ଥିବା ୩ଟି ଗାର ଅପରିବର୍ତ୍ତିତ ରହିଛି। ଏହି ୩ଟି ଗାରର ଅର୍ଥ ୩ଟି ପାହାଡ଼। ଏହି ପାହାଡକୁ ପାର ହୋଇ ଖେଳାଳିମାନେ ଆଗକୁ ବଢ଼ିବାକୁ ଏହା ସୂଚାଇଥାଏ।

durexଡୁରେକ୍ସ: ଡୁରେକ୍ସର ଅର୍ଥ କ’ଣ ଜାଣିଛନ୍ତି। ଏହାର ଅର୍ଥ ହେଉଛି ସହନଶୀଳତା ଓ ବିଶ୍ୱାସନୀୟତା।

volganoଭୋକ୍ସୱାଗନ: ଭୋକ୍ସୱାଗନ ଜର୍ମାନର ବଡ କାର୍‌ ନିର୍ମାଣ କରୁଥିବା କମ୍ପାନୀ । ଏହାର ଅର୍ଥ ଲୋକମାନଙ୍କର କାର୍‌।

nivieaନିଭିଆ: ନିଭିଆ ଏକ ଲାଟିନ୍‌ ଶଦ୍ଧ। ଏହାର ଅର୍ଥ ସାଧାରଣ ଭାଷାରେ ସ୍ନୋ-ହ୍ୱାଇଟ୍‌।

nikeନାଇକ: ନାଇକ ଏକ ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ। ଯାହା ଖେଳ ସାମଗ୍ରୀ ଡିଜାଇନ୍‌ର ବିକାଶ କରିବା ସହ ଏହାକୁ ବିକ୍ରି କରିଥାଏ। ଏହା ଏକ ଗ୍ରୀକ ଶବ୍ଦ। ଏହାର ଅର୍ଥ ବିଜୟର ଦେବୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story