ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହୋଇଥାନ୍ତି ଅଳସୁଆ

ଦୁନିଆରେ କିଛି ବ୍ୟକ୍ତି ପରିଶ୍ରମୀ ଥିବା ବେଳେ କିଛି ବ୍ୟକ୍ତି ଅଳସୁଆ ମାମଲାରେ ଆଗରେ ଥାଆନ୍ତି। ଏପରି ବ୍ୟକ୍ତି ମାନେ କିଛି କାମ କରିବାକୁ କହିଲେ କୁଣ୍ଠାବୋଧ କରନ୍ତି। ଅଳସୁଆ କଥା ଉଠିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ଟି ରାଶିର ବ୍ୟକ୍ତି ମାନଙ୍କୁ ମହା ଅଳସୁଆ କୁହାଯାଇଛି। ଯେଉଁମାନେ ଜରୁରୀ କାମ ନକରି ପ୍ରତି କାର୍ଯ୍ୟରେ ଆରାମ ଖୋଜିଥାନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ ସିଂହ: ଏହି ରାଶିର ବ୍ୟକ୍ତି ଅଳସୁଆମିରେ ଆଗରେ। କୌଣସି କାମ କରିବା […]

lazy

lazy

Rakesh Mallick
  • Published: Friday, 23 February 2018
  • Updated: 23 February 2018, 09:31 AM IST

Sports

Latest News

ଦୁନିଆରେ କିଛି ବ୍ୟକ୍ତି ପରିଶ୍ରମୀ ଥିବା ବେଳେ କିଛି ବ୍ୟକ୍ତି ଅଳସୁଆ ମାମଲାରେ ଆଗରେ ଥାଆନ୍ତି। ଏପରି ବ୍ୟକ୍ତି ମାନେ କିଛି କାମ କରିବାକୁ କହିଲେ କୁଣ୍ଠାବୋଧ କରନ୍ତି। ଅଳସୁଆ କଥା ଉଠିଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୫ଟି ରାଶିର ବ୍ୟକ୍ତି ମାନଙ୍କୁ ମହା ଅଳସୁଆ କୁହାଯାଇଛି। ଯେଉଁମାନେ ଜରୁରୀ କାମ ନକରି ପ୍ରତି କାର୍ଯ୍ୟରେ ଆରାମ ଖୋଜିଥାନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ସଂପର୍କରେ

ସିଂହ: ଏହି ରାଶିର ବ୍ୟକ୍ତି ଅଳସୁଆମିରେ ଆଗରେ। କୌଣସି କାମ କରିବା ଲାଗି ବୁଝାଇବା କଷ୍ଟକର। ନିଜ ମନ ଅନୁସାରେ ଏମାନେ କାମ କରିବାକୁ ଭଲ ପାଇଥାନ୍ତି।

କର୍କଟ: ମହା ଅଳସୁଆ ଲିଷ୍ଟରେ ପ୍ରଥମେ ଏହି ରାଶିର ବ୍ୟକ୍ତି ଆସନ୍ତି। ଗୋଟିଏ ଜାଗାରେ ବସି ପୂରା ଦିନ ବରବାଦ କରିବା ଗୁଣ ଏମାନଙ୍କ ପାଖରେ ଭରି ହୋଇ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଆରାମ କରିବା ଏମାନଙ୍କୁ ବହୁତ ପସନ୍ଦ।

ବିଚ୍ଛା: ଏହି ରାଶିର ବ୍ୟକ୍ତି ନିଜ ମନ ଅନୁସାରେ କାମ କରିବାକୁ ଭଲ ପାଆନ୍ତି। ଏମାନେ ପରିଶ୍ରମୀ ହୋଇଥାନ୍ତି, ମାତ୍ର ନିଜ ପସନ୍ଦ ମୁତାବକ କାମ ନମିଳିବା ଯାଏଁ ଏମାନେ ଅଳସୁଆମି ଦେଖାଇଥାନ୍ତି।

ମୀନ: ନିଜର ଅଳସୁଆମି ପାଇଁ ଏମାନେ କୌଣସି କାମକୁ ଦୀର୍ଘ ସମୟ ଲଗାଇଥାନ୍ତି। କୌଣସି କଥା ଯଦି ମନକୁ ଆଘାତ ଦେଇଥାଏ ତେବେ ଏମାନେ ଦୁନିଆରୁ ନିଜକୁ ଅଲଗା କରିଦିଅନ୍ତି। ଏକାକି ହୋଇ ରହିବାକୁ ଏମାନେ ଖୁବ୍ ପସନ୍ଦ କରନ୍ତି।

ବୃଷ: ଏହି ରାଶିର ଲୋକେ ପ୍ରଥେମ କୌଣସି କାମ କରିବାକୁ ଡରିଥାନ୍ତି। ଏମାନେ ମନୁଆ ସ୍ୱଭାବର ହୋଇଥାନ୍ତି। ମନ ହେଲେ ଅଳସୁଆମିକୁ ପଛରେ ଛାଡି କାମ କରିବାକୁ ଲାଗିଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story