ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ଙ୍କ ଜୀବନଶୈଳୀ ସମସ୍ତଙ୍କଠାରୁ ଭିନ୍ନ। ଇଣ୍ଟରନେଟ୍ରେ ତାଙ୍କର ଅନେକ ସୁନ୍ଦର ଫଟୋ ରହିଛି ଯେଉଁଥିରେ ସେ ପ୍ରାୟ ସମୟ ଗୋଟେ ପର୍ସ ଧରି ଠିଆ ହୋଇଥିବାର ଦେଖାଯାଏ। ଜାଣିଛନ୍ତି ଉକ୍ତ ପର୍ସରେ କଣ ରଖନ୍ତି ମହାରାଣୀ। ଆସନ୍ତୁ ଜାଣିବା ଏଲିଜାବେଥ୍ଙ୍କ ପର୍ସ ସମ୍ପର୍କରେ କିଛି ରୋଚକ ଓ ଅଜଣା କଥା ।
କ'ଣ ଥାଏ ଏଥିରେ?
ଏଲିଜାବେଥ୍ ପର୍ସରେ ମେକଅପ୍ ସାମଗ୍ରୀ ଓ ଚଷମା ରଖନ୍ତି। ସପ୍ତାହରେ କେବଳ ଗୋଟେ ଦିନ ସେ ତାଙ୍କ ପର୍ସରେ ପଇସା ରଖନ୍ତି । ସେ ବାରଟି ହେଉଛି 'ରବିବାର'।
ରବିବାର ରହସ୍ୟ
ଯେହେତୁ ସେ ଜଣେ ରାଣୀ , ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ଲୋକମାନେ ପୂର୍ବରୁ ରହିଥାନ୍ତି। ଏଲିଜାବେଥ୍ ରବିବାରେ ପର୍ସରେ ପଇସା ରଖି ବାହାରିବାର କାରଣ କିନ୍ତୁ ନିଆରା । ସେ ପ୍ରତ୍ୟେକ ରବିବାରେ ଚର୍ଚ୍ଚ ଯାଆନ୍ତି ଓ ସେଠାରେ ଖର୍ଚ୍ଚ ଓ ଦାନଧର୍ମରେ ଲାଗୁଥିବା ପଇସା ନିଜେ କାଢି ଦିଅନ୍ତି । ତେଣୁ ପ୍ରତ୍ୟେକ ରବିବାର ସେ ପର୍ସରେ ୫ରୁ୧୦ ପାଉଣ୍ଡ ରଖିଥାନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।