ମହାଭାରତର ମହା ରହସ୍ୟ: ମୃତ୍ୟୁ ପରେ କାହିଁକି ପିତାଙ୍କ ମାଂସ ଭକ୍ଷଣ କରିଥିଲେ ପଞ୍ଚୁପାଣ୍ଡବ ?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପୌରାଣିକ କାହାଣୀ ଗୁଡ଼ିକ ରହସ୍ୟମୟ। ହେଲେ ଏମିତି କିଛି କିମ୍ବଦନ୍ତି ଅଛି ଯାହା ରୋଚକପୂର୍ଣ୍ଣ  ଆଉ ରୋମାଞ୍ଚର ମଧ୍ୟ। ଆଜି ଆପଣଙ୍କୁ ଆମେ ମହାଭାରତ ସହ ଯୋଡ଼ି ହୋଇଥିବା ସେମିତି ଏକ ଘଟଣା ବିଷୟରେ ଜଣାଇବାକୁ ଚାହୁଁଛୁ । ବିଷୟଟି ହେଉଛି ମହାଭାରତରେ ପଞ୍ଚୁ ପାଣ୍ଡବ ସେମାନଙ୍କ ମୃତ ପିତା ପାଣ୍ଡୁଙ୍କ ମାଂସ କାହିଁକି ଭକ୍ଷଣ କରିଥିଲେ ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ପ୍ରଥମେ ଆମକୁ ପଞ୍ଚୁ ପାଣ୍ଡବଙ୍କ ଜନ୍ମ […]

pandubas-newstrend-13.10.16-1

pandubas-newstrend-13.10.16-1

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 06:24 PM IST

Sports

Latest News

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ପୌରାଣିକ କାହାଣୀ ଗୁଡ଼ିକ ରହସ୍ୟମୟ। ହେଲେ ଏମିତି କିଛି କିମ୍ବଦନ୍ତି ଅଛି ଯାହା ରୋଚକପୂର୍ଣ୍ଣ  ଆଉ ରୋମାଞ୍ଚର ମଧ୍ୟ। ଆଜି ଆପଣଙ୍କୁ ଆମେ ମହାଭାରତ ସହ ଯୋଡ଼ି ହୋଇଥିବା ସେମିତି ଏକ ଘଟଣା ବିଷୟରେ ଜଣାଇବାକୁ ଚାହୁଁଛୁ । ବିଷୟଟି ହେଉଛି ମହାଭାରତରେ ପଞ୍ଚୁ ପାଣ୍ଡବ ସେମାନଙ୍କ ମୃତ ପିତା ପାଣ୍ଡୁଙ୍କ ମାଂସ କାହିଁକି ଭକ୍ଷଣ କରିଥିଲେ ? ଏ ପ୍ରଶ୍ନର ଉତ୍ତର ଜାଣିବାକୁ ହେଲେ ପ୍ରଥମେ ଆମକୁ ପଞ୍ଚୁ ପାଣ୍ଡବଙ୍କ ଜନ୍ମ ବୃତ୍ତାନ୍ତ ବିଷୟରେ ଜାଣିବାକୁ ପଡ଼ିବ। ମହାଭାରତରେ ପଣ୍ଡୁଙ୍କର ୫ ପୁତ୍ର ହେଉଛନ୍ତି ଯୁଦ୍ଧିଷ୍ଟିର, ଭୀମ, ଅର୍ଜୁନ, ନକୁଳ ଏବଂ ସହଦେବ। ସେମାନଙ୍କ ମଧ୍ୟରୁ ଯୁଦ୍ଧିଷ୍ଟିର, ଭୀମ, ଅର୍ଜୁନଙ୍କ ମା’ କୁନ୍ତୀ  ଏବଂ ନକୁଳ ଓ ସହଦେବଙ୍କ ମାତା ମାଦ୍ରୀ ଥିଲେ। ଏହି ୫ ପୁତ୍ରର ପିତା ପଣ୍ଡୁ  ଥିଲେ।

କିନ୍ତୁ ଏମାନଙ୍କ ଜନ୍ମ ପଣ୍ଡୁଙ୍କ ବୀର୍ଜ ତଥା ସମ୍ଭୋଗରୁ ହୋଇ ନ ଥିଲା। କାରଣ ପଣ୍ଡୁଙ୍କୁ ଅଭିଶାପ ମିଳିଥିଲା। ପଣ୍ଡୁ ଯାହା ସହ ସମ୍ଭୋଗ କରିବେ ତାଙ୍କର ମୃତ୍ୟୁ ହୋଇଯିବ। ତେଣୁ ପଣ୍ଡୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି କୁନ୍ତୀ ଏବଂ ମାଦ୍ରିଙ୍କ ଠାରୁ ପୁତ୍ର ସନ୍ତାନ ପ୍ରାପ୍ତି କରିଥିଲେ।  ଯେତେବେଳେ ପଣ୍ଡୁଙ୍କର ମୃତ୍ୟୁ ଘଟିଥିଲା ସେତେବେଳେ ତାଙ୍କ ମୃତ ଶରୀରର ମାଂସକୁ ତାଙ୍କ ୫ ପୁଅ ମିଳିମିଶି ଭକ୍ଷଣ କରିଥିଲେ। ପାଣ୍ଡବମାନେ ଏଥିପାଇଁ କରିଥିଲେ କାରଣ ପଣ୍ଡୁଙ୍କ ଅନ୍ତିମ ଇଚ୍ଛା ହିଁ ସେୟା ଥିଲା। ଯେହେତୁ ପଣ୍ଡୁଙ୍କ ବୀର୍ଜରୁ ପଞ୍ଚୁପାଣ୍ଡବ ଯାତ ନୁହଁ ସେଥିପାଇଁ ପଣ୍ଡୁଙ୍କ ଜ୍ଞାନ ଓ କୌଶଳ ପୁତ୍ରମାନଙ୍କୁ ପ୍ରାପ୍ତ ହୋଇ ନ ଥିଲା।  ତେଣୁ  ମୃତ୍ୟୁ ପୂର୍ବରୁ ପଣ୍ଡୁ ଏଭଳି ଏକ ବର ମାଗିଥିଲେ। ଆଉ ସେହି ଅନୁଯାୟୀ ପଣ୍ଡୁଙ୍କ ମୃତ୍ୟୁ ପରେ ତାଙ୍କ ପଞ୍ଚପୁତ୍ର ପିତାଙ୍କ ମାଂସ ଆହାର କରିଥିଲେ ।

ଯେଉଁଥି ପାଇଁ ପଣ୍ଡୁଙ୍କ ଜ୍ଞାନ ତାଙ୍କ ପିଲାଙ୍କ ଶରୀରରକୁ ପ୍ରବେଶ କରିପାରିବ।  ତେବେ କୁହାଯାଏ ୫ ଭାଇଙ୍କ ମଧ୍ୟରୁ ସହଦେବ ହିଁ ଅଧିକ ମାଂଶ  ଖାଇଥିଲେ।  ପଣ୍ଡୁଙ୍କ ମସ୍ତିସ୍ତକୁ ତିନି ଭାଗ କରି ସହଦେବ ଭୋଜନ କରିଥିଲେ। ପ୍ରଥମ ଅଂଶରୁ ସହଦେବ ଇତିହାସର ଜ୍ଞାନ ପ୍ରାପ୍ତି କରିଥିଲେ।  ଦ୍ୱିତୀୟ ଅଂଶରୁ ବର୍ତ୍ତମାନ ଏବଂ ତୃତୀୟ ଅଂଶରୁ ସହଦେବ ଭବିଷ୍ୟତର ବିଷୟରେ ଜ୍ଞାନ ଆହରଣ କରିପାରିଥିଲେ। ତେଣୁ ଏହି  କାରଣରୁ ପାଣ୍ଡବଙ୍କ ମଧ୍ୟରେ ସହଦେବ ସବୁଠୁ ଅଧିକ ଜ୍ଞାନୀ ଥିଲେ। ଆଉ ଆଗତ ଭବିଷ୍ୟତ ଦେଖିବା ଓ ଜାଣିବାରେ ସହଦେବଙ୍କୁ ଶକ୍ତି ମିଳିଥିଲା। ଶାସ୍ତ୍ର ଅନୁଶାରେ କେବଳ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ଛାଡ଼ିଦେଲେ ସହଦେବ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯାହାଙ୍କୁ   ମହାଭାରତର ଭବିଷ୍ୟତ ସମ୍ପର୍କରେ ଜଣା ଥିଲା। ତେଣୁ କାଳେ ସହଦେବ ଏହି ରହସ୍ୟ ସମ୍ପର୍କରେ ଅନ୍ୟ କାହାକୁ  କହିଦେବେ ସେନେଇ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ଡର ଥିଲା।  ତେଣୁ ଶ୍ରୀ କୃଷ୍ଣ ସହଦେବଙ୍କୁ ଅଭିସାପ ଦେଇଥିଲେ। ଯଦି ସହଦେବ ସେମିତି କିଛି କାମ କରନ୍ତି ପରିଣାମ ସୂରୁପ ମୃତ୍ୟୁ ହୋଇ ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story