ବାହାଘର ପରେ ସ୍ଲିମ୍‌ ଝିଅଟିଏ ମୋଟି ହୋଇଯାଏ କ’ଣ ପାଇଁ, ସେକ୍ସ ଏହାର କାରଣ ନୁହେଁ ତ ?

ବାହାଘର ଆଗରୁ ନିଜକୁ ସୁନ୍ଦର ଦେଖାଯିବାକୁ କେତେ କ’ଣ କରିଥାଏ ଝିଅଟିଏ। ଡାଏଟିଂଠାରୁ ଆରମ୍ଭ କରି ଜିମ୍‌ରେ କସରତ କରିବା ପର୍ଯ୍ୟନ୍ତ ନାନା ଟ୍ରିକ୍‌ ଆପଣେଇଥାଏ। ହେଲେ ବାହାଘରର ଦିନ କେଇଟା ପରେ ଶରୀରରେ ପରିବର୍ତ୍ତନ ଦେଖାଯାଏ। ଖୋଲାଖୋଲି କହିବାକୁ ଗଲେ ସବୁବେଳେ ସ୍ଲିମ୍‌ ଟ୍ରିମ୍‌ ଦିଶୁଥିବା ଝିଅଟି ଟିକେ ମୋଟି ହୋଇଯାଏ। ହେଲେ ଏହାର କାରଣ କ’ଣ ଜାଣିଛନ୍ତି? ହୁଏତ ଆପଣ ଭାବୁଥିବେ ବାହାଘର ପରେ ନିୟମିତ ଶାରୀରିକ ସମ୍ପର୍କ ରଖିବା ହିଁ ଏମିତି ପରିବର୍ତ୍ତନ […]

special

special

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 09:15 AM IST

Sports

Latest News

ବାହାଘର ଆଗରୁ ନିଜକୁ ସୁନ୍ଦର ଦେଖାଯିବାକୁ କେତେ କ’ଣ କରିଥାଏ ଝିଅଟିଏ। ଡାଏଟିଂଠାରୁ ଆରମ୍ଭ କରି ଜିମ୍‌ରେ କସରତ କରିବା ପର୍ଯ୍ୟନ୍ତ ନାନା ଟ୍ରିକ୍‌ ଆପଣେଇଥାଏ। ହେଲେ ବାହାଘରର ଦିନ କେଇଟା ପରେ ଶରୀରରେ ପରିବର୍ତ୍ତନ ଦେଖାଯାଏ। ଖୋଲାଖୋଲି କହିବାକୁ ଗଲେ ସବୁବେଳେ ସ୍ଲିମ୍‌ ଟ୍ରିମ୍‌ ଦିଶୁଥିବା ଝିଅଟି ଟିକେ ମୋଟି ହୋଇଯାଏ। ହେଲେ ଏହାର କାରଣ କ’ଣ ଜାଣିଛନ୍ତି? ହୁଏତ ଆପଣ ଭାବୁଥିବେ ବାହାଘର ପରେ ନିୟମିତ ଶାରୀରିକ ସମ୍ପର୍କ ରଖିବା ହିଁ ଏମିତି ପରିବର୍ତ୍ତନ ଲାଗି ଦାୟୀ। ହେଲେ ଏହା ବିଲକୁଲ୍‌ ମିଛକଥା। ଡାକ୍ତରଙ୍କ ମତରେ ସେକ୍ସ ଏକ ଗୁରୁତ୍ୱପର୍ଣ୍ଣ କସରତ। ବାସ୍ତବରେ ସେକ୍ସ ପାଇଁ ନୁହେଁ ଅନ୍ୟ କିଛି କାରଣ ପାଇଁ ଏମତି ପରିସ୍ଥିତି ଆସିଥାଏ। ଆସନ୍ତୁ ଜାଣିବା ସେଗୁଡିକ ସମ୍ପର୍କରେ।

ବୋହୂ ହେବାର ଦାୟିତ୍ୱ: ଯଦି ଥରଟିଏ ଝିଅ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଏ ତାହେଲେ ତା ଦାୟିତ୍ୱ ବି ବଢିଯାଏ। ଶାଶୁଘରେ ନିଜର କାର୍ଯ୍ୟକୁ ନେଇ ଏପରି ବ୍ୟସ୍ତ ରୁହେ ଯେ, ନିଜର ଯତ୍ନ ନେବାକୁ ତା ପାଖରେ ସମୟ ନ ଥାଏ। ତେଣୁ ବିବାହିତା ମହିଳାଙ୍କ ଓଜନ ବଢ଼ିଯାଏ।

କନିଆ ଡାକରା ବା ତାରାଣି ଖିଆ: ଓଡିଆ ଘରେ କନିଆ ଡାକରା ପରମ୍ପରାଟିଏ ଅଛି। ଅଳ୍ପେ ବହୁତେ ଆପଣମାନେ ଏ କଥା ଜାଣିଥିବେ। ଝିଅଟିଏ ବାହାହୋଇ ଯିବା ଆଗରୁ କୁଣିଆ ଘର ବୁଲି ଏମିତି ଖିଆପିଆରେ ଆପ୍ୟାୟିତ ହୋଇଥାଏ। ଏହି ତୋରାଣୀ ଖିଆ ପରମ୍ପରା ଖାଦ୍ୟ ରୁଚିରେ ପରିବର୍ତ୍ତନ ଆଣିଥାଏ। ଯାହା ପରବର୍ତ୍ତି ସମୟରେ ବିବାହିତ ମହିଳାଙ୍କ ଲାଗି ମୋଟାପାର କାରଣ ହୋଇଥାଏ। ଏଭଳି ପରମ୍ପରା ଖାଲି ଓଡିଆ ଘରେ ନୁହେଁ ବରଂ ଦେଶର ଅନ୍ୟ ଭାଗରେ ମଧ୍ୟ ପ୍ରଚଳିତ।

ସୁଖମୟ ଦାମ୍ପତ୍ୟ:  ବିବାହ ପରେ ଓଜନ ବଢ଼ିବାର ଅନ୍ୟ ଏକ କାରଣ ହେଲା, ଦମ୍ପତିଙ୍କ ସୁଖମୟ ଜୀବନ। ତେବେ ଏ ନେଇ ୨୦୧୩ରେ ପ୍ରକାଶିତ ହୋଇଥିବା ଏକ ହେଲ୍‌ଥ ସାଇକୋଲାଜି ଆର୍ଟିକଲ୍‌ରେ ଦର୍ଶାଯାଇଛି କି, ଯେଉଁ ଦମ୍ପତିଙ୍କ ଭିତରେ ଅଧିକ ପ୍ରେମ ଭାବନା ଓ ଉଲ୍ଲାସ ରହିଥାଏ ସେମାନଙ୍କ କ୍ଷେତ୍ରରେ ଓଜନ ଦୃତ ଗତିରେ ବୃଦ୍ଧି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story