ଜାଣିଛନ୍ତି କେଉଁ ବୟସର ମହିଳା ଅଧିକ ରୋମାଣ୍ଟିକ୍?

ମଣିଷ ଜୀବନ ବିଭିନ୍ନ ସୋପାନ ଦେଇ ଗତି କରିଥାଏ। ଏହି ସୋପାନ ମଧ୍ୟରେ ଶାରୀରିକ ଓ ମାନସିକ ସ୍ଥରରେ ବହୁ ପରିବର୍ତ୍ତନ ଆସିଥାଏ। ବିଶେଷ କରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ପରିବର୍ତ୍ତନ ହୋଇଥାଏ। ବୟସ ବଢ଼ିବା ସହ ମହିଳାଙ୍କ ପସନ୍ଦ, ଚିନ୍ତାଧାର, ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ବିଶେଷ କରି ରୋମାନ୍ସ ବିଷୟରେ ମହିଳାମାନେ ଖୋଲିକି କଥା ହେବାକୁ ପସନ୍ଦ କରି ନଥାନ୍ତି। ଏହି କାରଣରୁ ମହିଳାଙ୍କ ମନରେ କ’ଣ ଭାବନା ରହିଛି, ଜାଣିବା […]

women-3

women-3

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 12:07 PM IST

ମଣିଷ ଜୀବନ ବିଭିନ୍ନ ସୋପାନ ଦେଇ ଗତି କରିଥାଏ। ଏହି ସୋପାନ ମଧ୍ୟରେ ଶାରୀରିକ ଓ ମାନସିକ ସ୍ଥରରେ ବହୁ ପରିବର୍ତ୍ତନ ଆସିଥାଏ। ବିଶେଷ କରି ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ପରିବର୍ତ୍ତନ ହୋଇଥାଏ। ବୟସ ବଢ଼ିବା ସହ ମହିଳାଙ୍କ ପସନ୍ଦ, ଚିନ୍ତାଧାର, ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ବିଶେଷ କରି ରୋମାନ୍ସ ବିଷୟରେ ମହିଳାମାନେ ଖୋଲିକି କଥା ହେବାକୁ ପସନ୍ଦ କରି ନଥାନ୍ତି। ଏହି କାରଣରୁ ମହିଳାଙ୍କ ମନରେ କ’ଣ ଭାବନା ରହିଛି, ଜାଣିବା କଷ୍ଟକର ହୋଇଥାଏ। ହେଲେ ମହିଳାଙ୍କ କ୍ଷେତ୍ରରେ ଏମିତି ଏକ ବୟସ ଅଛି, ଯେତେବେଳେ ସେମାନେ ଖୋଲାଖୋଲି ରୋମାନ୍ସ ବିଷୟରେ କଥା ହୋଇଥାନ୍ତି। ଆସନ୍ତୁ ଜାଣିବା କେଉଁ ବୟସରେ ମହିଳାମାନଙ୍କ ମନରେ କ’ଣ ଭାବନା ଥାଏ।

ରୋମାଣ୍ଟିକ୍‌ ବୟସ: ଏକ ସର୍ଭେରୁ ଜଣାପଡ଼ିଛି ମହିଳାମାନେ ସାଧାରଣତଃ ୩୦ ଓ ୩୫ ବର୍ଷ ବୟସରେ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରନ୍ତି। ଏହି ସମୟରେ ସେମାନେ ଖୁବ୍‌ ରୋମାଣ୍ଟିକ୍‌ ହୋଇଥାଆନ୍ତି ଓ ଶାରୀରିକ ସୁଖ ଆଶା କରନ୍ତି।

ବିବାହ ବୟସ: ୨୭ ବର୍ଷ ହୋଇଯିବା ପରେ ଝିଅମାନେ ବିବାହ କରି ସେଟଲ ହୋଇଯିବାକୁ ଚିନ୍ତା କରିଥାନ୍ତି। ଏହି ବୟସରେ ଝିଅମାନେ ନିଜ ପାଇଁ ଏକ ଉପଯୁକ୍ତ ଜୀବନସାଥି ଖୋଜିବା ଆରମ୍ଭ କରିଦିଅନ୍ତି। ସର୍ଭେ ଅନୁସାରେ ଝିଅମାନଙ୍କ ବିବାହ ବୟସ ୨୫ରୁ ୩୦ ମଧ୍ୟରେ ହେବା ଭଲ। ଏହି ବୟସରେ ବିବାହ କରିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ସୌନ୍ଦର୍ଯ୍ୟ: ୨୫ ବର୍ଷ ବୟସରେ ଝିଅମାନେ ନିଜ ଉପରେ ଖୁବ୍‌ ଅଧିକ ଧ୍ୟାନ ଦେଇଥାନ୍ତି। ଏହି ସମୟରେ ସେମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ଅଧିକ ସଚେତନ ରହିଥାନ୍ତି। ସୁନ୍ଦର ଓ ଷ୍ଟାଇଲିଷ୍ଟ ଦେଖାଯିବାକୁ ଚାହାଁନ୍ତି।

ଇମୋସନାଲ ବୟସ: ୨୫ରୁ ୩୫ ବର୍ଷରେ ମହିଳାମାନେ ଅଧିକ ଇମୋସନାଲ ରୁହନ୍ତି। ଏହି ବୟସରେ ସେମାନେ ନିଜ ଜୀବନର ଆଉ ଏକ ସୋପାନ ଆରମ୍ଭ କରିଥାନ୍ତି। ସେଥିପାଇଁ ଏହି ବୟସରେ ପ୍ରତ୍ୟେକ କଥାକୁ ନେଇ ସେମାନେ ଖୁବ୍‌ ଗମ୍ଭୀର ଓ ଇମୋସନାଲ ହୋଇଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story