ବିଶ୍ୱର ଶ୍ରେଷ୍ଠ ୧୦ଟି ବିଶ୍ୱବିଦ୍ୟାଳୟ, ଯେଉଁଠି ପାଠ ପଢ଼ିଛନ୍ତି ବହୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

ବିଶ୍ୱରେ ଏମିତି କିଛି ବିଶ୍ୱବିଦ୍ୟାଳୟ ରହିଛି ଯେଉଁଠାରେ ପାଠ ପଢ଼ିବା ପାଇଁ ପ୍ରାୟ ସବୁ ଛାତ୍ରଛାତ୍ରୀଙ୍କର ସ୍ୱପ୍ନଥାଏ। ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ଏଗୁଡ଼ିକର ଶୈକ୍ଷିକ ବାତାବରଣ ବେସ୍‌ ସମୃଦ୍ଧ। ଏଥିପାଇଁ ଏଗୁଡ଼ିକ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହିଠାରେ ପାଠ ପଢ଼ିବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ସୁଯୋଗ କେବଳ କେତେଜଣ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ। ବିଶ୍ୱର ଅନେକ ବଡ଼ ବ୍ୟବସାୟୀ, ବୈଜ୍ଞାନିକ, ନେତା ଏହିଠାରେ ପାଠ ପଢ଼ି ସଫଳତା ଅର୍ଜନ […]

abinash

abinash

Rakesh Mallick
  • Published: Friday, 27 October 2017
  • Updated: 27 October 2017, 06:50 PM IST

Sports

Latest News

ବିଶ୍ୱରେ ଏମିତି କିଛି ବିଶ୍ୱବିଦ୍ୟାଳୟ ରହିଛି ଯେଉଁଠାରେ ପାଠ ପଢ଼ିବା ପାଇଁ ପ୍ରାୟ ସବୁ ଛାତ୍ରଛାତ୍ରୀଙ୍କର ସ୍ୱପ୍ନଥାଏ। ଅନ୍ୟ ବିଶ୍ୱବିଦ୍ୟାଳୟ ତୁଳନାରେ ଏଗୁଡ଼ିକର ଶୈକ୍ଷିକ ବାତାବରଣ ବେସ୍‌ ସମୃଦ୍ଧ। ଏଥିପାଇଁ ଏଗୁଡ଼ିକ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି। ଏହିଠାରେ ପାଠ ପଢ଼ିବା ପାଇଁ ମେଧାବୀ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ସୁଯୋଗ କେବଳ କେତେଜଣ ଭାଗ୍ୟଶାଳୀଙ୍କୁ ହିଁ ମିଳିଥାଏ। ବିଶ୍ୱର ଅନେକ ବଡ଼ ବ୍ୟବସାୟୀ, ବୈଜ୍ଞାନିକ, ନେତା ଏହିଠାରେ ପାଠ ପଢ଼ି ସଫଳତା ଅର୍ଜନ କରିଛନ୍ତି। ସାଙ୍ଘାଇ ଜିଆଓ ଟଙ୍ଗ ୟୁନିଭର୍ସିଟି ଦ୍ୱାରା ପରିଚାଳିତ ସେଣ୍ଟର ଫର୍ ୱାର୍ଲଡ କ୍ଲାସ ୟୁନିଭର୍ସିଟିସ୍ ତଥ୍ୟ ଅନୁଯାୟୀ ଆସନ୍ତୁ ଜାଣିବା ସହି ୧୦ଟି ଟପ୍ ୟୁନିଭର୍ସିଟି ସମ୍ପର୍କରେ। 

ହାର୍ଭାର୍ଡ଼ ୟୁନିଭର୍ସିଟି- ୧୯୩୬ ମସିହାରେ ୟୁନାଇଟେଡ୍ ଷ୍ଟେଟ୍‌ସ ଅଫ୍ ଆମେରିକାରେ ଏହି ବିଶ୍ୱ ବିଦ୍ୟାଳୟ ନିର୍ମାଣ ହୋଇଥିଲା। ଏହା ବିଶ୍ୱର ସବୁଠାରୁ ଧନୀ ଓ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ ଭାବରେ ଖ୍ୟାତି ଅର୍ଜନ କରିଛି । ଯାହାର ମୋଟ ସମ୍ପତ୍ତିର ମୂଲ୍ୟ ୩୭.୬ ବିଲିୟନ୍ ଡଲାର। 

ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି- ଲିଲାଣ୍ଡ ଷ୍ଟାଣ୍ଡଫୋର୍ଡଙ୍କ ଦ୍ୱାରା ୧୮୮୫ ମସିହାରେ ଆମେରିକାର କାର୍ଲିଫୋର୍ଣ୍ଣିଆଠାରେ ଏହି ବିଶ୍ୱବିଦ୍ୟାଳୟ ନିର୍ମିତ ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟଟି ଛାତ୍ରମାନଙ୍କୁ ଗବେଷଣା କ୍ଷେତ୍ରରେ ଉତ୍ତମ ପରିବେଶ ଯୋଗାଇଥାଏ। ଯାହାର ମୋଟ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨୨.୨ ବିଲିୟନ ଆମେରୀକିୟ ଡଲାର। ଗଗୁଲ,ଏଚ୍‌ପି, ନାଇକ୍, ୟାହୁ, ସ୍ନାପଚାଟ୍, ଇନଷ୍ଟାଗ୍ରାମ ଫାଉଣ୍ଡରଙ୍କ ଭଳି ଅନେକ ସଫଳ ବ୍ୟକ୍ତି ଏହି ବିଶ୍ୱବିଦ୍ୟାଳୟର ପାଠ ପଢ଼ିଛନ୍ତି।

ଅକ୍ସଫୋର୍ଡ ୟୁନିଭର୍ସିଟି- ଏହି ବିଶ୍ୱବିଦ୍ୟାଳୟର କେବେ ନିର୍ମାଣ ହୋଇଥିଲା ସେ ନେଇ କୌଣସି ସଠିକ୍ ତଥ୍ୟ ନାହିଁ। କିନ୍ତୁ ଏହି ବିଶ୍ୱବିଦ୍ୟାଳୟରେ ୧୦୯୬ରେ ଶିକ୍ଷାଦାନା ଆରମ୍ଭ ହୋଇଥିବା ପ୍ରମାଣ ମିଳେ। ଏହାର ସମ୍ପତ୍ତିର ମୂଲ୍ୟ ୪.୭ ବିଲିୟନ ଡଲାର। ଅନେକ ଦେଶର ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଆମେରିକା, କାନାଡା, ଭାରତର ପ୍ରଧାନମନ୍ତ୍ରୀ ଅନ୍ୟତମ ।

ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ୍- ୧୨୦୯ରେ ବ୍ରିଟେନ୍‌ରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଥିଲା। ଏହିଠାରେ ପାଠ ପଢ଼ିଥିବା ସାର ଆଇଜ୍ୟାକ୍ ନ୍ୟୁଟନ୍, ଷ୍ଟିଫେନ୍ ହକିଂ, ଚାର୍ଲ୍‌ସ ଡାରୁଇନଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିତ୍ଵ ସାରା ବିଶ୍ୱରେ ଖୁବ୍ ନାଁ କରିଛନ୍ତି।

ମେସାଚୁସେଟ୍‌ସ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏମ୍‌.ଆଇ.ଟି)- ଆମେରିକାର ଏହି ବିଶ୍ୱବିଦ୍ୟାଳୟ ବିଶ୍ୱର ପ୍ରମୁଖ ବିଜ୍ଞାନ ଗବେଷଣା କେନ୍ଦ୍ର ଭାବରେ ପରିଚିତ। ୧୮୬୧ ମସିହାରେ ନିର୍ମାଣ ହୋଇଥିବା ଏହି ଶିକ୍ଷାୟତ୍ତନ କେମ୍ବ୍ରିଜ ବିଶ୍ୱବିଦ୍ୟାୟର ଏକ ଅଙ୍ଗ। ଯାହାର ସମ୍ପତ୍ତିର ମୂଲ୍ୟ ୧୩.୪ ବିଲିୟନ୍ ଡଲାର। ଏମ୍.ଆଇ.ଟିର ପୂର୍ବତନ ଛାତ୍ରମାନେ ଇଣ୍ଟେଲ, କୁଆଲକୋମ, ୩ କୋମ୍, ରକୱେଲ ଇଣ୍ଟରନ୍ୟାସ୍‌ନାଲ ଭଳି କମ୍ପାନୀ ବିଶ୍ୱକୁ ଭେଟି ଦେଇଛନ୍ତି।

ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ- ୧୮୬୮ରେ ଏହାର ନିର୍ମାଣ ହୋଇଥିଲା। ଉଚ୍ଚଶି‍କ୍ଷା ଓ ଗବେଷଣା ପାଇଁ ଏହା ଏକ ଉତ୍ତମ ବିଶ୍ୱବିଦ୍ୟାଳୟ। ଏହାର ୧୦ଟି କ୍ୟାମ୍ପସ୍‌ ରହିଛି। କଲେଜର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୩୮,୭୦୦ ଏବଂ କର୍ମଚାରୀ ସଂଖ୍ୟା ୧୩୫,୯୦୦ ।

ପ୍ରିଷ୍ଟନ୍ ୟୁନିଭର୍ସିଟି- ୧୭୪୬ରେ ଆମେରିକାରେ  ଏହି ବିଶ୍ୱବିଦ୍ୟାଳୟର ନିର୍ମାଣ ହୋଇଥିଲା। ଏହା ଏକ ଘରୋଇ ଗବେଷଣାଧର୍ମି ବିଶ୍ୱବିଦ୍ୟାଳୟ। ଏହାର ସମ୍ପତ୍ତିର ମୂଲ୍ୟ  ୨୨ ବିଲିୟନ୍ ଡଲାର।

କାର୍ଲିଫର୍ଣ୍ଣିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ ଟେକ୍ନୋଲୋଜି- ୧୮୯୧ ମସିହାରେ ନିର୍ମିତ ଏହି ବିଶ୍ୱବିଦ୍ୟାଳୟର ସମ୍ପତ୍ତିର ମୂଲ୍ୟ ୨.୧ ବିଲିୟନ ଡଲାର। ଏହି କଲେଜ୍‌ରେ ପଢ଼ିବା ପାଇଁ ପ୍ରତିବର୍ଷ ୭ ହଜାର ଛାତ୍ରଛାତ୍ରୀ ପ୍ରତିଦ୍ୱନ୍ଦିତା କରନ୍ତି।

କୋଲମ୍ବିଆ ୟୁନିଭର୍ସିଟି- ଏହି ବିଶ୍ୱବିଦ୍ୟାଳୟ ଆମେରିକାର ୫ମ ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟ। ଏହାର ନିର୍ମାଣ ୧୭୫୪ ମସିହାରେ ହୋଇଥିଲା। ବାରାକ୍ ଓବାମା, ୱାରେନ୍ ବଫେଟ୍ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଏଠାରେ ପାଠ ପଢ଼ିଛନ୍ତି।

ୟୁନିଭର୍ସିଟି ଅଫ୍ ଚିକାଗୋ- ୧୮୯୦ରେ  ପ୍ରତିଷ୍ଠିତ ଏହି ବିଶ୍ୱବିଦ୍ୟାଳୟର ମୋଟ ସମ୍ପତ୍ତିର ମୂଲ୍ୟ ୭.୫ ବିଲିୟନ୍ ଡଲାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story