ସବୁଠୁ ଦାମୀ କାର୍‌, ଦାମ୍‌ ଆପଣଙ୍କ କଳ୍ପନା ବାହାରେ ହୋଇପାରେ!

କିଛିଦିନ ତଳେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହିଲଙ୍କ କାର୍‌ ସଉକ ସଂପର୍କରେ ଜଣାଇଥିଲୁ। ତାଙ୍କ ପାଖରେ ଥିବା କାର୍‌ ଗୁଡ଼ିକର ମୂଲ୍ୟ ଯାଥାକ୍ରମେ ୧୫ଲକ୍ଷରୁ ଆରମ୍ଭ କରି ୨.୯୭ କୋଟି ଟଙ୍କା । ତେବେ ଆଜି ଆଉ କିଛି ଦାମୀ କାର ସଂପର୍କରେ ଆପଣଙ୍କୁ ଜଣାଇବୁ। ଏଗୁଡ଼ିକୁ କୁହାଯାଇଛି ବିଶ୍ୱର ସବୁଠୁ ଦାମୀ କାର୍‌। ଏ କାର୍‌ ଗୁଡ଼ିକର ଦାମ ଆଗରେ ବିରାଟଙ୍କ କାର୍‌ କିଛି ନୁହେଁ। ତାହାହେଲେ ଆସନ୍ତୁ ଜାଣିବା […]

koenigsegg-ccxr-trevita

koenigsegg-ccxr-trevita

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 06:10 PM IST

Sports

Latest News

କିଛିଦିନ ତଳେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହିଲଙ୍କ କାର୍‌ ସଉକ ସଂପର୍କରେ ଜଣାଇଥିଲୁ। ତାଙ୍କ ପାଖରେ ଥିବା କାର୍‌ ଗୁଡ଼ିକର ମୂଲ୍ୟ ଯାଥାକ୍ରମେ ୧୫ଲକ୍ଷରୁ ଆରମ୍ଭ କରି ୨.୯୭ କୋଟି ଟଙ୍କା । ତେବେ ଆଜି ଆଉ କିଛି ଦାମୀ କାର ସଂପର୍କରେ ଆପଣଙ୍କୁ ଜଣାଇବୁ। ଏଗୁଡ଼ିକୁ କୁହାଯାଇଛି ବିଶ୍ୱର ସବୁଠୁ ଦାମୀ କାର୍‌। ଏ କାର୍‌ ଗୁଡ଼ିକର ଦାମ ଆଗରେ ବିରାଟଙ୍କ କାର୍‌ କିଛି ନୁହେଁ। ତାହାହେଲେ ଆସନ୍ତୁ ଜାଣିବା ଏହି କାର ଗୁଡ଼ିକ ସଂପର୍କରେ।

Koenigseg CCXR tervita  ବିଶ୍ୱର ସବୁଠାରୁ ଦାମୀ କାର୍‌। ଏହା ମୂଲ୍ୟ୪୮ ଲକ୍ଷ ଡଲାର। ଭାରତୀୟ ମୁଦ୍ରାରେ ଏହାର ଦର ୩୦କୋଟିରୁ ଅଧିକ। ଏହା କ୍ଷମତା ୧୦୦୪ ହର୍ସପାୱାର। ଏହାର ଘଣ୍ଟାପ୍ରତି ବେଗ ୪୧୦କି.ମି.। ସ୍ୱୀଡିଶ୍‌ କମ୍ପାନୀ ଆଜି ପର୍ଯ୍ୟନ୍ତ ଏଭଳି ମାତ୍ର ଦୁଇଟି ଦାମୀ କାର୍‌ ତିଆରି କରିଛି। ବକ୍ସର ଫ୍ଲୋଇଡ୍‌ ମେୱେଦରଙ୍କ ପାଖରେ ଏହି ଦାମୀ କାରରୁ ଗୋଟିଏ ଅଛି। ଏହି କାର୍‌ର ଚକରେ ହୀରା ଖଞ୍ଜା ଯାଇଛି।

ଦାମୀ କାର୍‌ ମଧ୍ୟରେ ଦ୍ୱିତୀୟ ନମ୍ବରରେ ଆସୁଛି  Lamborghini Veneno Roadster । ଏହାର ମୂଲ୍ୟ ୨୮କୋଟି ଟଙ୍କାରୁ ଅଧିକ । ୨୦୧୪ରେ ଏହି କାରଟିକୁ ତିଆରି କରାଯାଇଥିଲା। ଏହାର ଘଣ୍ଟାପ୍ରତି ବେଗ ୩୫୫ କି.ମି.।

ବିଶ୍ୱରେ ଦାମୀ କାର ମଧ୍ୟରେ ତୃତୀୟ ନମ୍ବରରେ Leikan hypersport । ଏହାର ମୂଲ୍ୟ ୨୧ କୋଟିରୁ ଅଧିକ। ଲାଇକାନର ସିଟ୍‌ରେ ସୁନାର ପରସ୍ତ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story