ଭାରତରେ ଅଧିକ ସ୍ମାର୍ଟ ଫୋନ୍ ବିକ୍ରି କରୁଛନ୍ତି ଏହି ବ୍ୟକ୍ତି: ଜାଣନ୍ତୁ ତାଙ୍କ ସଫଳତାର ମନ୍ତ୍ର

ନୂଆଦିଲ୍ଲୀ: ଲେଇ ଜୁନ୍‌ଙ୍କୁ ଭାରତରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। କିନ୍ତୁ ତାଙ୍କ କମ୍ପାନୀ ନିର୍ମିତ ସ୍ମାର୍ଟ ଫୋନ୍‌ ବର୍ତ୍ତମାନ ଭାରତୀୟ ବଜାରରେ ଅଧିକ ବିକ୍ରି ହେଉଛି। ଚୀନ୍ ବ୍ୟବସାୟୀ ଲେଇ ଜୁନ୍‌ ହେଉଛନ୍ତି xiaomi କମ୍ପାନୀର ଫାଉଣ୍ଡର । ଖୁବ କମ୍‌ ସମୟରେ ବ୍ୟବସାୟରେ ସଫଳତା ପାଇଥିବା ଲେଇଙ୍କ କମ୍ପାନୀ ଏବେ କୋରିଆ କମ୍ପାନୀ ସାମ୍‌ସଙ୍ଗ ସ୍ତରକୁ ଚାଲିଆସିଛି। ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ୫୦ ଆରବ ଡଲାର ଅର୍ଥାତ୍ […]

lei jun xiaomi founder

lei jun xiaomi founder

Rakesh Mallick
  • Published: Saturday, 09 December 2017
  • Updated: 11 December 2017, 10:43 PM IST

Sports

Latest News

ନୂଆଦିଲ୍ଲୀ: ଲେଇ ଜୁନ୍‌ଙ୍କୁ ଭାରତରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। କିନ୍ତୁ ତାଙ୍କ କମ୍ପାନୀ ନିର୍ମିତ ସ୍ମାର୍ଟ ଫୋନ୍‌ ବର୍ତ୍ତମାନ ଭାରତୀୟ ବଜାରରେ ଅଧିକ ବିକ୍ରି ହେଉଛି। ଚୀନ୍ ବ୍ୟବସାୟୀ ଲେଇ ଜୁନ୍‌ ହେଉଛନ୍ତି xiaomi କମ୍ପାନୀର ଫାଉଣ୍ଡର । ଖୁବ କମ୍‌ ସମୟରେ ବ୍ୟବସାୟରେ ସଫଳତା ପାଇଥିବା ଲେଇଙ୍କ କମ୍ପାନୀ ଏବେ କୋରିଆ କମ୍ପାନୀ ସାମ୍‌ସଙ୍ଗ ସ୍ତରକୁ ଚାଲିଆସିଛି। ୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ୫୦ ଆରବ ଡଲାର ଅର୍ଥାତ୍ ୩.୨୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ଆଜିର ମହଙ୍ଗା ଓ ପ୍ରତିଦ୍ୱନ୍ଦି ମୂଳକ ବଜାରରେ ବ୍ୟବସାୟ କରି ସଫଳତା ପାଇବା ସହଜ ନ ଥିଲେ ମଧ୍ୟ ଲେଇ ଏହାକୁ କରିଦେଖାଇଛନ୍ତି। ତାଙ୍କ ସଂଘର୍ଷରେ ସେ ଯେଉଁ ଗୁରୁମନ୍ତ୍ର ସାଉଁଟିଛନ୍ତି ତାହା ଆଜି ଆମେ ଆପଣଙ୍କ ପାଖରେ ରଖୁଛୁ। ବ୍ୟବସାୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବ୍ୟକ୍ତିଙ୍କ ପାଇଁ ଏହା ନିଶ୍ଚିତ ଲାଭପ୍ରଦ ହେବ ।

୧. ବ୍ୟବସାୟରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ରଖନ୍ତୁ। ଲାଭାଂଶକୁ ନୂଆ ଦିଗରେ ନିବେଶ କରନ୍ତୁ।

୨. କାହାକୁ ଅନୁକରଣ ନ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ।

୩. ଭଲ ବ୍ୟବସାୟୀ ହେବାକୁ ହେଲେ ସବୁ ପରିସ୍ଥିତିକୁ ମୁକାବିଲା କରିପାରୁଥିବା ଦରକାର।

୪. ବ୍ୟବସାୟରେ କିଛି ଏପରି କରନ୍ତୁ ଯାହା ଅନ୍ୟମାନଙ୍କ ଲାଗି ଉଦାହରଣ ହେବ। ଅର୍ଥାତ୍ ଜଣେ ବ୍ୟବସାୟୀ ସବୁବେଳେ କିଛି ନୂଆ କରିବା ଆବଶ୍ୟକ।

୫. ସହଜରେ ସଫଳତା ମିଳି ନ ଥାଏ। ଏଥିପାଇଁ କଠିନ ପରିଶ୍ରମ ଦରକାର।

୭. ଗ୍ରାହକଙ୍କ ସହ ବନ୍ଧୁ ଭଳି ବ୍ୟବହାର କରିବା ଆବଶ୍ୟକ ଓ ତାଙ୍କ କଥାକୁ ଧ୍ୟାନଦେଇ ଶୁଣିବା ଦରକାର।

୮. ଯୁଗ ସହ ତାଳ ଦେଇପାରିଲେ ପରିସ୍ଥିତି ବଦଳିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story