କେନ୍ଦ୍ରାପଡା ଶିଶୁବଳି: ପୋଲିସର ତନାଘନା ଜାରି

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜଣେ ୭ ବର୍ଷରୁ ଶିଶୁକୁ ବଳି ଦିଆଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି।ଘଟଣାରେ ସମ୍ପୃକ୍ତ ଥିବା ମୁନା ଚୌଧୁରୀଙ୍କ ସହ ୨ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଗରିଫ କରିଥିବାବେଳେ ଅନ୍ୟଜଣଙ୍କୁ ରଖି ପଚାରାଉଚରା ଚଳାଇଛି। ଏହି ଅଭାବନୀୟ ଘଟଣା ଘଟିଛି ମାର୍ଶାଘାଇ ଥାନା ଅଧୀନ ଗୋଖାପଡା ଗାଁରେ।ମୃତ ଶିଶୁର ନାମ ବିକ୍ରମ ନାୟକ।ସେ ଗୋଖାପଡା ଗାଁର ପ୍ରଦୀପ ନାୟକଙ୍କ ପୁଅ।ସୋମବାରଠାରୁ ସେ ନିଖୋଜ ଥିଲା।ପରିବାରବର୍ଗ ନିଖୋଜ ସମ୍ପର୍କରେ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ।କିନ୍ତୁ ବିକ୍ରମର […]

Rahul Gandhi

Rahul Gandhi

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 07:47 AM IST

Sports

Latest News

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଜଣେ ୭ ବର୍ଷରୁ ଶିଶୁକୁ ବଳି ଦିଆଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି।ଘଟଣାରେ ସମ୍ପୃକ୍ତ ଥିବା ମୁନା ଚୌଧୁରୀଙ୍କ ସହ ୨ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଗରିଫ କରିଥିବାବେଳେ ଅନ୍ୟଜଣଙ୍କୁ ରଖି ପଚାରାଉଚରା ଚଳାଇଛି।

ଏହି ଅଭାବନୀୟ ଘଟଣା ଘଟିଛି ମାର୍ଶାଘାଇ ଥାନା ଅଧୀନ ଗୋଖାପଡା ଗାଁରେ।ମୃତ ଶିଶୁର ନାମ ବିକ୍ରମ ନାୟକ।ସେ ଗୋଖାପଡା ଗାଁର ପ୍ରଦୀପ ନାୟକଙ୍କ ପୁଅ।ସୋମବାରଠାରୁ ସେ ନିଖୋଜ ଥିଲା।ପରିବାରବର୍ଗ ନିଖୋଜ ସମ୍ପର୍କରେ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ।କିନ୍ତୁ ବିକ୍ରମର କିଛି ଖୋଜ୍ ଖବର ମିଳିନଥିଲା।

ହଠାତ୍ ମଙ୍ଗଳବାରଦିନ ସନ୍ଧ୍ୟାରେ ଲୁଣାନଦୀ କୂଳରୁ ବିକ୍ରମର ମୃତଦେହ ମିଳିଥିଲା।ଏକଧାରୁଆ ଅସ୍ତ୍ରରେ ତା ବେକକୁ କଟାଇଯାଇଥିବା ଦେଖିବାକୁ ମିଳିଥିଲା।ପରିବାର ଲୋକ ଏହାକୁ ବଳି ବୋଲି ସନେ୍ଦହ କରି ପୋଲିସକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story