ବିଦେଶ ଗସ୍ତରୁ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ କରି ଶନିବାର ସକାଳେ ନୂଆଦିଲ୍ଲୀ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଭାଜପା ଶାଖା ମୁଖ୍ୟ ସତୀଶ ଉପାଧ୍ୟାୟ ଦଳୀୟ ବିଧାୟକଙ୍କ ସହିତ ଏଠାକାର ପାକଲାମସ୍ଥିତ ଏୟାର ଫୋର୍ସ ବିମାନମବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ୯ ଦିନିଆ ବିଦେଶ ଗସ୍ତ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ୩୬ ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଫ୍ରାନ୍ସ ସହିତ […]

Narendra Modi

Narendra Modi

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 05:41 AM IST

Sports

Latest News

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ କରି ଶନିବାର ସକାଳେ ନୂଆଦିଲ୍ଲୀ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଭାଜପା ଶାଖା ମୁଖ୍ୟ ସତୀଶ ଉପାଧ୍ୟାୟ ଦଳୀୟ ବିଧାୟକଙ୍କ ସହିତ ଏଠାକାର ପାକଲାମସ୍ଥିତ ଏୟାର ଫୋର୍ସ ବିମାନମବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ୯ ଦିନିଆ ବିଦେଶ ଗସ୍ତ କାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ରହିଛି ୩୬ ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଫ୍ରାନ୍ସ ସହିତ ଚୁକ୍ତି ଓ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ୟୁରାନିୟମ ଆଣିବା ପାଇଁ କାନାଡା ସହିତ ଚୁକ୍ତି। ଏହି ଗସ୍ତ ଖୁବ୍ ସଫଳ ରହିଛି ବୋଲି ଗତକାଲି ରାତିରେ କାନାଡାରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବା ବେଳେ ଟ୍ୱିଟ୍ କରି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଟ୍ୱିଟ୍ କରିଥିଲେ ଯେ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇ ସେ କାନାଡ଼ାରୁ ଭାରତ ଫେରୁଛନ୍ତି । ଏହି ଯାତ୍ରା ଭାରତ-କାନାଡ଼ା ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ। କାନାଡାର ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ଆଉ ଏକ ଟ୍ୱିଟରେ ମୋଦି ଲେଖିଥିଲେ ଯେ ବିଶେଷ କରି କାନାଡାର ପ୍ରଧାନମନ୍ତ୍ରୀ ହାର୍ପରଙ୍କୁ ଧନ୍ୟବାଦ । ସେ ଜଣେ ବହୁତ ବଢ଼ିଆ ବ୍ୟକ୍ତି । ହାର୍ପର ତାଙ୍କର ଅନ୍ତରଙ୍ଗ ବନ୍ଧୁ ପାଲଟି ଯାଇଛନ୍ତି ବୋଲି ସେ ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story