ଭଉଣୀଙ୍କୁ ହତ୍ୟା କରିଥିବା ଭାଇ ସଜ୍ଜା କାଟିବା ପୂର୍ବରୁ ଜେଲରୁ ମୁକୁଳିଲେ

ନୂଆଦିଲ୍ଲୀ: ସମ୍ମାନ ପାଇଁ ଭଉଣୀଙ୍କୁ ନିର୍ମମଭାବେ ହତ୍ୟା କରିଥିବା ଭାଇ ମାତ୍ର ୬ ମାସ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ପାକିସ୍ତାନରେ ସୋଶାଲ ମିଡିଆର ଜଣେ ଷ୍ଟାର ସେଲିବ୍ରେଟିଙ୍କୁ ହତ୍ୟା କରିବା  ଚର୍ଚ୍ଚାର ବିଷୟ ପାଲଟିଥିଲା। ପାକିସ୍ତାନରେ ଏହି ଅନର କିଲିଂ ବେଶ ହଇଚଇ ସୃଷ୍ଟି କରିଥିଲା। କ୍ୱଣ୍ଡଲ ବାଲୁଚ୍‌ ନାମ୍ନୀ ଜଣେ ୨୬ ବର୍ଷୀୟ ସେଲିବ୍ରେଟିଙ୍କୁ ତାଙ୍କ ଭାଇ  ମହମ୍ମଦ ୱାସିମ ହତ୍ୟା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ମହମ୍ମଦଙ୍କୁ ପୁଲିସ ଗିରଫ […]

pak

pak

Tapas Behera
  • Published: Tuesday, 15 February 2022
  • Updated: 15 February 2022, 12:37 PM IST

Sports

Latest News

ନୂଆଦିଲ୍ଲୀ: ସମ୍ମାନ ପାଇଁ ଭଉଣୀଙ୍କୁ ନିର୍ମମଭାବେ ହତ୍ୟା କରିଥିବା ଭାଇ ମାତ୍ର ୬ ମାସ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ପାକିସ୍ତାନରେ ସୋଶାଲ ମିଡିଆର ଜଣେ ଷ୍ଟାର ସେଲିବ୍ରେଟିଙ୍କୁ ହତ୍ୟା କରିବା  ଚର୍ଚ୍ଚାର ବିଷୟ ପାଲଟିଥିଲା। ପାକିସ୍ତାନରେ ଏହି ଅନର କିଲିଂ ବେଶ ହଇଚଇ ସୃଷ୍ଟି କରିଥିଲା। କ୍ୱଣ୍ଡଲ ବାଲୁଚ୍‌ ନାମ୍ନୀ ଜଣେ ୨୬ ବର୍ଷୀୟ ସେଲିବ୍ରେଟିଙ୍କୁ ତାଙ୍କ ଭାଇ  ମହମ୍ମଦ ୱାସିମ ହତ୍ୟା କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ମହମ୍ମଦଙ୍କୁ ପୁଲିସ ଗିରଫ କରିଥିଲା।

ପାକିସ୍ତାନରେ ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଜେଲରେ ମାତ୍ର ୬ ମାସ ରହିବା ପରେ ମୁଲତାନାର କୋର୍ଟ ତାଙ୍କୁ ଜେଲରୁ ସମ୍ପୂର୍ଣ୍ଣ ମୁକ୍ତ କରିଛନ୍ତି। ପାକିସ୍ତାନରେ ଅନର କିଲିଂକୁ  ଏକ ଗୁରୁତର ଅପରାଧ ଭାବେ ବିବେଚନା କରାଯାଏ । ଏଥିପାଇଁ କଠୋର ଦଣ୍ଡ ବ୍ୟବସ୍ଥା ରହିଛି।

ହେଲେ ମହମ୍ମଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସଜ୍ଜା କାଟିବା ପୂର୍ବରୁ ଛାଡ଼ି ଦିଆଯିବା ନେଇ ପ୍ରଶ୍ନ ଉଠିଛି । ପ୍ରଥମେ ମହମ୍ମଦଙ୍କୁ ଅତି କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକେ ଦାବି କରିଥିଲା। କିନ୍ତୁ ପରେ ତାଙ୍କ ମୁକ୍ତି ପାଇଁ ପୁଣି ଥରେ ପରିବାର ଲୋକେ ଅପିଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story