ଭାରତ ଫେରୁଛନ୍ତି ମୋଦି

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ ଶେଷ କରି ଆଜି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାତ୍ରଭୋଜନ କରି ସେ କାନାଡରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ବାହାରିବା ପୂର୍ବରୁ ମୋଦି ଟ୍ୱିଟ୍ କରିଥିଲେ ଯେ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇ ସେ କାନାଡ଼ାରୁ ଭାରତ ଫେରୁଛନ୍ତି। ଏହି ଯାତ୍ରା ଭାରତ-କାନାଡ଼ା ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ। କାନାଡାର ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଏକ ଟ୍ୱିଟରେ ମୋଦି ଲେଖିଛନ୍ତି ଯେ […]

modi canada

modi canada

Rakesh Mallick
  • Published: Friday, 17 April 2015
  • Updated: 17 April 2015, 08:26 AM IST

Sports

Latest News

ନୂଆଦିଲ୍ଲୀ: ଫ୍ରାନ୍ସ, ଜର୍ମାନୀ ଓ କାନାଡା ଗସ୍ତ ଶେଷ କରି ଆଜି ଭାରତ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାତ୍ରଭୋଜନ କରି ସେ କାନାଡରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରୁ ବାହାରିବା ପୂର୍ବରୁ ମୋଦି ଟ୍ୱିଟ୍ କରିଥିଲେ ଯେ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇ ସେ କାନାଡ଼ାରୁ ଭାରତ ଫେରୁଛନ୍ତି। ଏହି ଯାତ୍ରା ଭାରତ-କାନାଡ଼ା ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ। କାନାଡାର ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ।

ଆଉ ଏକ ଟ୍ୱିଟରେ ମୋଦି ଲେଖିଛନ୍ତି ଯେ ବିଶେଷ କରି କାନାଡାର ପ୍ରଧାନମନ୍ତ୍ରୀ ହାର୍ପରଙ୍କୁ ଧନ୍ୟବାଦ। ସେ ଜଣେ ବହୁତ ବଢ଼ିଆ ବ୍ୟକ୍ତି। ହାର୍ପର ତାଙ୍କର ଅନ୍ତରଙ୍ଗ ବନ୍ଧୁ ପାଲଟି ଯାଇଛନ୍ତି ବୋଲି ସେ ଲେଖିଛନ୍ତି।

ଏହି ତିନି ଦେଶ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ନିବେଶ କରିବା ଉପରେ ଅଧିକ ଜୋର ଦେଇଥିଲେ। ତିନି ଦେଶ ସହିତ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କାନାଡା ଭାରତକୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଭାରତକୁ ୟୁରାନିୟମ ଯୋଗାଇବା ନେଇ ଏକ ଚୁକ୍ତି ହୋଇଛି। ଏହା ଭାରତ ପାଇଁ ବେଶ୍ ଲାଭଦାୟକ ହେବ। ସେହିପରି ଫ୍ରାନ୍ସରୁ ୩୬ ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି ହୋଇଛି। ଜର୍ମାନୀ ସହିତ ଆର୍ଥିକ ସହାୟତା ନେଇ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି। ଜର୍ମାନୀ ବିଭିନ୍ନ କଂପାନୀଙ୍କୁ ଭାରତରେ ନିବେଶ କରିବା ପାଇଁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ ମୋଦି। ନିବେଶ ପାଇଁ ତାଙ୍କ ସରକାର ଏକ ଅନୁକୂଳ ପରିବେଶ ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story