ମସରତର ଗିରଫ ପ୍ରତିବାଦରେ ଜମ୍ମୁ ଓ କାଶ୍ମୀର ବନ୍ଦ

ଶ୍ରୀନଗର: ପାକିସ୍ତାନ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ଗିରଫ ହେବାର ଦିନକ ପରେ ଶନିବାର ହୁରିୟତ କନଫରେନ୍ସ ଅଧ୍ୟକ୍ଷ ସୟିକ ଅଲ୍ଲି ଶାହ ଗୀଲାନି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି। ମସରତଙ୍କ ଗିରଫଦାରୀ ଓ ଚଳିତ ସପ୍ତାହ ପ୍ରାରମ୍ଭରେ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ଘଟଣାର ପ୍ରତିବାଦରେ ସେ ଦେଇଛନ୍ତି ଏହି ବନ୍ଦ ଡାକରା। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜିତେନ୍ଦ୍ର ସିଂହ […]

jammu bandh

jammu bandh

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 05:01 AM IST

Sports

Latest News

ଶ୍ରୀନଗର: ପାକିସ୍ତାନ ପତାକା ଉଡ଼ାଇ ଓ ଭାରତ ବିରୋଧୀ ସ୍ଲୋଗାନ ଦେଇ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ଗିରଫ ହେବାର ଦିନକ ପରେ ଶନିବାର ହୁରିୟତ କନଫରେନ୍ସ ଅଧ୍ୟକ୍ଷ ସୟିକ ଅଲ୍ଲି ଶାହ ଗୀଲାନି ରାଜ୍ୟରେ ବନ୍ଦ ଡାକରା ଦେଇଛନ୍ତି। ମସରତଙ୍କ ଗିରଫଦାରୀ ଓ ଚଳିତ ସପ୍ତାହ ପ୍ରାରମ୍ଭରେ ତ୍ରାଲରେ ସେନା ଗୁଳିରେ ଦୁଇ ଯୁବକଙ୍କ ମୃତୁ୍ୟ ଘଟଣାର ପ୍ରତିବାଦରେ ସେ ଦେଇଛନ୍ତି ଏହି ବନ୍ଦ ଡାକରା। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଜିତେନ୍ଦ୍ର ସିଂହ କହିଛନ୍ତି ଯେ ରାଜ୍ୟ ସରକାର ଯେକୌଣସି ସ୍ଥିତିକୁ ମୁକାବିଲ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଣୁ ସାଧାରଣ ଲୋକଙ୍କର ଭୟ କରିବାର କିଛି ନାହିଁ। ଅନ୍ୟ ଜଣେ ଭାଜପା ନେତା ଜିଭିଏଲ ନରସିଂହ ରାଓ କହିଛନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ବିଚ୍ଛିନ୍ନତାବାଦୀ ନେତାମାନେ କୌଣସି ପ୍ରକାରେ ଆଇନକୁ ହାତକୁ ନେଲେ ତା’ର ଠିକଣା ଜବାବ ଦେବା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି।

ଶୁକ୍ରବାର ସକାଳେ ମସରତ ଆଲମକୁ ତା’ଘରୁ ଗିରଫ କରାଯାଇଥିଲା। ତା’ପୂର୍ବରୁ ଗୁରୁବାର ରାତିରୁ ତାକୁ ତ୍ରାଲ ର୍ୟାଲିରେ ସାମିଲ ନକରାଇ ଦେବା ଲାଗି ଗୃହବନ୍ଦୀ କରି ରଖାଯାଇଥିଲା। ଗତକାଲି ଗିରଫ ପରେ ତା’ବିରୁଦ୍ଧରେ ୫ଟି ଦଫା ଲଗାଯାଇଥିଲା। ତେବେ ଦେଶଦ୍ରୋହୀ ମାମଲା ରୁଜୁ କରାଯାଇନଥିଲା। କିନ୍ତୁ ପରେ ତା’ବିରୁଦ୍ଧରେ ଧାରା ୧୨ ଏ (ଦେଶ ବିରୁଦ୍ଧରେ ଯୁଦ୍ଧ ଘୋଷଣା) ରେ ମାମଲା ରୁଜୁ କରାଯାଇଥିଲା। ଅନ୍ୟପକ୍ଷରେ ଗତକାଲି ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ମିରୱାଇଜଙ୍କ ନେତୃତ୍ୱରେ ବାହରିଥିବା ତ୍ରାଲ ର୍ୟାଲି ବେଳେ ହିଂସାକାଣ୍ଡ ଘଟି ୧୪ ଜଣ ଆହତ ହୋଇଥିଲେ। ବିକ୍ଷୋଭକାରୀମାନେ ପଥର ଫୋପାଡ଼ିବାରୁ ଏମାନେ ଆହତ ହୋଇଥିଲେ। କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ରୋକିବାକୁ ପୁଲିସକୁ ଲାଠିଚାର୍ଜ ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story