ଦାୟିତ୍ୱ ନେଲେ ନୂଆ ପୁଲିସ ଡିଜି ଅଭୟ

କଟକ(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଭୟ ଆଜି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ପୁଲିସ ପାଇଁ ଷଷ୍ଠସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି। ଡିଜିପି ଅଭୟ କହିଛନ୍ତି-“ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ। ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର ଓ […]

dg

dg

Manoranjan Sial
  • Published: Monday, 09 December 2019
  • Updated: 09 December 2019, 08:47 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଭୟ ଆଜି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ଏହି ଅବସରରେ ସେ ରାଜ୍ୟ ପୁଲିସ ପାଇଁ ଷଷ୍ଠସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଛନ୍ତି।

ଡିଜିପି ଅଭୟ କହିଛନ୍ତି-“ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ସଂଗଠିତ କରାଯିବ। ଅଭିଯୋଗକାରୀଙ୍କ ପ୍ରତି ଭଲ ବ୍ୟବହାର ଓ ଅଭିଯୋଗକୁ ଗୁରୁତ୍ୱ ଦିଆଯିବ। 5Tକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯିବ। ମହିଳା ବିରୋଧୀ ହିଂସାକୁ ଶୀଘ୍ର ନିୟନ୍ତ୍ରଣ କରାଯିବ। ନକ୍ସଲ ମୁକାବିଲାରେ ବହୁତ ଉନ୍ନତି ହୋଇଛି। ଆଗକୁ ଆହୁରି ଉନ୍ନତି କରାଯିବ। ମାଫିଆରାଜ୍ ଦମନ ଉପରେ ପୂରା ଫୋକସ୍‌ କରାଯିବ। ପୁଲିସ ତଦନ୍ତକୁ ଅଧିକ ଫଳପ୍ରସୂ କରିବା ଉପରେ ଗୁରୁତ୍ୱ ଦିଆଯିବ।”

ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଭୟ ନୂଆ ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ୍‌ ସତ୍ୟଜିତ ମହାନ୍ତି ଅନ୍ତରୀଣ ଡିଜି ଭାବେ କାର୍ଯ୍ୟ କରୁଥିଲେ। କମ୍‌ ସମୟ ନିର୍ଦ୍ଦେଶକ ଭାବେ କାମ କରିବା ଭିତରେ ଅଭୟ ଜାତୀୟ ପୁଲିସ ଏକାଡେମୀରେ ନିଜର ଛାପ ଛାଡିଯାଇଛନ୍ତି।

ତେବେ ଆଗକୁ କଣ ରହିବ ନୂଆ ପୁଲିସ ମୁଖ୍ୟଙ୍କ ପାଇଁ ଚ୍ୟାଲେଞ୍ଜ୍? ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ଅବନତି ଘଟୁଥିବା ବେଳେ ନାରୀ ନିର୍ଯାତନା, ମହିଳା ବିରୋଧୀ ଅପରାଧ ଓ ନାବାଳିକା ଦୁଷ୍କର୍ମ ଘଟଣା କ୍ରମାଗତ ଭାବେ ବଢିଚାଲିଛି। ସେହପରି ସାଇବର ଅପରାଧ, ହାଇଟେକ ଠକେଇ ଓ ସଂଘଠିତ ଅପରାଧ ମଧ୍ୟ ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ନୂଆ ଡିଜିପିଙ୍କୁ ନୟାନ୍ତ ହେବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୋ ସରକାର ଅଧିନରେ ଆସିବା ପରେ ପୁଲିସ ବିଭାଗର ଉତ୍ତରଦାୟିତ୍ୱ ବଢ଼ିଥିବାରୁ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ, ପୁଲିସ ବିଭାଗରେ ଉଚିତ୍ ଅନୁଶାସନ ଓ ସମନ୍ୱୟ ରକ୍ଷା ସହ ଏବଂ ପୁଲିସ-ପବ୍ଲିକ ସମ୍ପର୍କକୁ କିଭଳି ଅଧିକ ମଜବୁତ କରାଯାଇପାରିବ, ସେ ନେଇ ଅଭୟଙ୍କୁ ଧ୍ୟାନ ଦେବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story