ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଲାସିଂହା ଗାଁର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମା’ ଲଚ୍ଛମନ ଦେବୀଙ୍କ ବକେୟା ଟଙ୍କା କରାଇଦେବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କୋଷାଗାର କନିଷ୍ଠ କିରାଣୀ ଦୁଷ୍ମନ୍ତ ନାୟକ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ବକେୟା ଟଙ୍କା କରାଇଦେବା ପାଇଁ ଦୁଷ୍ମନ୍ତ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ କୃଷ୍ଣ ଭିଜିଲାନ୍ସରେ  ଅଭିଯୋଗ କରିଥିଲେ। ଯୋଜନା ମୁତାବକ […]

angul vigilance

angul vigilance

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 10:06 PM IST

Sports

Latest News

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଲାସିଂହା ଗାଁର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମା’ ଲଚ୍ଛମନ ଦେବୀଙ୍କ ବକେୟା ଟଙ୍କା କରାଇଦେବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କୋଷାଗାର କନିଷ୍ଠ କିରାଣୀ ଦୁଷ୍ମନ୍ତ ନାୟକ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।

ବକେୟା ଟଙ୍କା କରାଇଦେବା ପାଇଁ ଦୁଷ୍ମନ୍ତ ୨୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ କୃଷ୍ଣ ଭିଜିଲାନ୍ସରେ  ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି କୃଷ୍ଣ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଦୁଷ୍ମନ୍ତଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story