ବିଜେଡିରେ ମିଶିଲେ ସୁବଳଙ୍କ ପରିବାର; ପତ୍ନୀ କହିଲେ,‘ମୁଁ ନିଜେ ଲଢ଼ିବି’
ଭୁବନେଶ୍ୱର: ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ଲୋକେ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସୁବଳଙ୍କ ପତ୍ନୀ ରୀତା ସାହୁ ଓ ପୁଅ ସୁମିତ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ।
ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେବା ପରେ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା କହିଥିଲେ,“ବିଜେପୁର ଆସନରୁ ମୁଁ ନିର୍ବାଚନ ଲଢ଼ିବି। ବିଜେଡି ମିଶିବା ପାଇଁ ମୋ ସ୍ୱାମୀଙ୍କ ମଧ୍ୟ ଇଚ୍ଛା ଥିଲା।”
ସୁବଳଙ୍କ ପୁଅ ସୁମିତ କହିଥିଲେ,“ବାପାଙ୍କର ଇଚ୍ଛା ଥିଲା ବିଜେଡିରେ ଯୋଗ ଦେବାକୁ। ଗତ ୨୦୧୪ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ସେ ବିଜେଡିରୁ ପ୍ରାର୍ଥୀ ହେବାକୁ ଚାହିଁଥିଲେ। କିନ୍ତୁ କୌଣସି କାରଣ ବଶତଃ ତାହା ହୋଇପାରି ନଥିଲା। ତେଣୁ ତାଙ୍କ ଅନ୍ତିମ ଇଚ୍ଛା ପୂରଣ କରିବା ପାଇଁ ଆମେ ବିଜେଡିରେ ମିଶିଛୁ। ତାଙ୍କର ସମର୍ଥକମାନେ ମଧ୍ୟ ଆମକୁ ସମର୍ଥନ ଦେଇଛନ୍ତି।”
ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡିରେ ମିଶିବା କଥାକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନାହିଁ। ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି,“ସୁବଳଙ୍କ ପରିବାର ଲୋକେ ବିକ୍ରି ହୋଇଗଲେ। ସେମାନେ ବିକ୍ରି ହୋଇଗଲେ ବୋଲି ସବୁ ଆଡ଼େ ଚର୍ଚ୍ଚା ହେଉଛି। ତେବେ ବିଜେପୁରରେ କଂଗ୍ରେସ ସଂଗଠିତ ହୋଇ ଲଢ଼ିବ ଓ ଜିତିବ।”
ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଦଳର ପଶ୍ଚିମ ଓଡ଼ିଶାର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ମିଶ୍ରଣ ପର୍ବ ପାଇଁ ଗତକାଲି ବରପାଲିରୁ ନିଜ ସମର୍ଥକଙ୍କ ସହ ସୁବଳଙ୍କ ପରିବାର ଭୁବନେଶ୍ୱର ଆସିଥିଲେ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୨ ତାରିଖରେ ବରିଷ୍ଠ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଥିଲା।  ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ।
https://www.youtube.com/watch?v=I9Z0LSk-9L0
Ordigital Desk
• Published: Saturday, 23 September 2017
• Updated: 23 September 2017, 01:07 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos