ଅତନୁ ଓ ଅରୁଣଙ୍କ କୁଶପୁତ୍ତଳିକା ଦାହ

ମହାକାଳପଡ଼ା(ଓଡ଼ିଶା ରିପୋର୍ଟର):ମହାକାଳପଡ଼ାରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଉଭୟଙ୍କୁ ସିବି‌ଆଇ ନୋଟିସ୍ ପରେ ଦୁହିଁଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛି ମହାକାଳପଡ଼ା ବ୍ଲକ କଂଗ୍ରେସ । ଶିଳିପୁର ସ୍ଥିତ ୫ ନମ୍ବର ଜାତୀୟ ରାଜପଥ ନିକଟରେ କଂଗ୍ରେସ କର୍ମୀମାନେ କୁଶପୁତ୍ତଳିକା ଦାହ କରିବା ସହ ବିଜେଡି ବିରୋଧୀ ସ୍ଳୋଗାନ ଦେଇଥିଲେ।

45

45

Tapas Behera
  • Published: Thursday, 31 January 2019
  • Updated: 31 January 2019, 04:15 PM IST

Sports

Latest News

ମହାକାଳପଡ଼ା(ଓଡ଼ିଶା ରିପୋର୍ଟର):ମହାକାଳପଡ଼ାରେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଉଭୟଙ୍କୁ ସିବି‌ଆଇ ନୋଟିସ୍ ପରେ ଦୁହିଁଙ୍କ ଇସ୍ତଫା ଦାବି କରି କୁଶପୁତ୍ତଳିକା ଦାହ କରିଛି ମହାକାଳପଡ଼ା ବ୍ଲକ କଂଗ୍ରେସ । ଶିଳିପୁର ସ୍ଥିତ ୫ ନମ୍ବର ଜାତୀୟ ରାଜପଥ ନିକଟରେ କଂଗ୍ରେସ କର୍ମୀମାନେ କୁଶପୁତ୍ତଳିକା ଦାହ କରିବା ସହ ବିଜେଡି ବିରୋଧୀ ସ୍ଳୋଗାନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos