ସୋନିଆ ଗାନ୍ଧିଙ୍କୁ ଇଡିର ଜେରା, ପ୍ରତିବାଦରେ କଂଗ୍ରେସର ଟ୍ରେନ୍ ଅବରୋଧ, ପୋଡ଼ାଜଳା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ। ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍‌ ରେଲୱେ ଷ୍ଟେସନରେ ଧାରଣା ଦେଇଛନ୍ତି। କଂଗ୍ରେସର ଧାରଣା ଯୋଗୁ ୩ଟି ଟ୍ରେନ୍‌ ବାତିଲ କରାଯାଇଛି। ସେହିପରି ବାଙ୍ଗାଲୁରରେ ଏକ କାରକୁ ଜାଳିଦେଇଛନ୍ତି କଂଗ୍ରେସ କର୍ମୀ। ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି […]

909

909

Tapas Behera
  • Published: Thursday, 21 July 2022
  • Updated: 21 July 2022, 02:48 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡିର ଡାକରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ଦେଶବ୍ୟାପି ଜାରି ରହିଛି ଆନ୍ଦୋଳନ। ଆଜି ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । କଂଗ୍ରେସ କର୍ମୀମାନେ ଶିବାଜୀ ବ୍ରିଜ୍‌ ରେଲୱେ ଷ୍ଟେସନରେ ଧାରଣା ଦେଇଛନ୍ତି। କଂଗ୍ରେସର ଧାରଣା ଯୋଗୁ ୩ଟି ଟ୍ରେନ୍‌ ବାତିଲ କରାଯାଇଛି। ସେହିପରି ବାଙ୍ଗାଲୁରରେ ଏକ କାରକୁ ଜାଳିଦେଇଛନ୍ତି କଂଗ୍ରେସ କର୍ମୀ। ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ସେଠାରେ ଆଜି  ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍‌ ଘୋଟାଲାରେ ଜେରାର ସମ୍ମୁଖୀନ ହେଉଛନ୍ତି। ସୋନିଆ ଗାନ୍ଧିଙ୍କୁ ଇଡିର ଡାକରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି। ଯୁବ କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି। କଂଗ୍ରେସର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆ ଗାନ୍ଧିଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଆନ୍ଦୋଳନକୁ ଜୋରଦାର କରିଛି  ଦଳ। ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ନେତାମାନେ ବିକ୍ଷୋଭ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟାରେ ସ‌ୋନିଆ ଗାନ୍ଧି ଯିବା ବେଳକୁ ଝିଅ ପ୍ରିୟଙ୍କା ଗାନ୍ଧି  ଭଦ୍ରା ଏବଂ ପୁଅ ରାହୁଲ୍‌ ଗାନ୍ଧି ସାଥିରେ ଥିଲେ।

ଏହାକୁ ପ୍ରତିବାଦ କରି କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିବାର  ଆଶଙ୍କା ଥିବାରୁ ପୁଲିସ କଂଗ୍ରେସ ମୁଖ୍ୟାଳୟ ବାହାରେ ବାରିକେଡ୍‌ କରାଯାଇଥିଲା। କିନ୍ତୁ କଂଗ୍ରେସ କର୍ମୀମାନେ ବାରିକେଡ୍‌ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା  ସୋନିଆଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଛନ୍ତି। ସେ ଟ୍ୱିଟ୍‌ କରି ସେ ଲେଖିଛନ୍ତି, ରାଜନେତାମାନଙ୍କୁ ଅପମାନିତ କରିବା ଲାଗି ‘ଇଡି’ର ମନୋଭାବକୁ ମୁଁ ତୀବ୍ର ନିନ୍ଦା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story