କରୋନା ମୁକାବିଲା: କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳରେ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର !

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଲାଗି  ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର। ଏଥିପାଇଁ  ନଗର ପରିଷଦମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। କୋରନା ସନ୍ଦିଗ୍ଧଙ୍କ ପାଇଁ ଅସ୍ଥାୟୀ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହେବ। ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍ ସେଣ୍ଟର ହେବ। ସେହିଭଳି ସହରାଞ୍ଚଳ ଆଶ୍ରୟସ୍ଥଳ, ସରକାରୀ କୋଠାକୁ ମଧ୍ୟ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାପେ ପ୍ରସ୍ତୁତ କରାଯିବ। ଏହି ସେଣ୍ଟରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା […]

890

890

Tapas Behera
  • Published: Monday, 16 March 2020
  • Updated: 16 March 2020, 07:10 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଲାଗି  ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର। ଏଥିପାଇଁ  ନଗର ପରିଷଦମାନଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ। କୋରନା ସନ୍ଦିଗ୍ଧଙ୍କ ପାଇଁ ଅସ୍ଥାୟୀ ଭାବେ କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରସ୍ତୁତ ହେବ।

ରାଜ୍ୟରେ ଥିବା କଲ୍ୟାଣ ମଣ୍ଡପ, ବାତ୍ୟା ଆଶ୍ରୟସ୍ଥଳ କ୍ୱାରେଣ୍ଟାଇନ୍ ସେଣ୍ଟର ହେବ। ସେହିଭଳି ସହରାଞ୍ଚଳ ଆଶ୍ରୟସ୍ଥଳ, ସରକାରୀ କୋଠାକୁ ମଧ୍ୟ ଅସ୍ଥାୟୀ କ୍ୱାରେଣ୍ଟାଇନ୍ ସେଣ୍ଟର ଭାପେ ପ୍ରସ୍ତୁତ କରାଯିବ। ଏହି ସେଣ୍ଟରଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଏଥିସହିତ ବିଦ୍ୟୁତ୍ ସଂଯୋଗ, ଫ୍ୟାନ୍, ପାନୀୟ ଜଳ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମାରାତ୍ମକ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମଧ୍ୟ ଜାରି କରାଯାଇଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ସ ଜାରି କରାଯାଇଛି। ଟ୍ୱିନ୍‌ସିଟି ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବସ୍‌ଗୁଡ଼ିକରେ ଯେତିକି ସିଟ୍ ଅଛି, ସେତିକି ହିଁ ଯାତ୍ରୀ ପରିବହନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଯାତ୍ରୀବାହୀ ବସ୍‌ଗୁଡ଼ିକରେ ଯେପରି ଓଭରଲୋଡ଼ିଂ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଘରୋଇ ବସ୍‌ ମାଲିକ ଏବଂ ରାଜ୍ୟ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବସ୍ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କର୍ମଚାରୀ ମାନେ ଯେପରି ବସ୍‌ଗୁଡ଼ିକରେ ସ୍ୱଛତା ବଜାୟ ରଖିବେ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story