କଟକ : ଓଏମପି ମାର୍କେଟ କମ୍ଲେକ୍ସରୁ ଯୁବକଙ୍କ ଶବ ଉଦ୍ଧାର
କଟକ : ଓଏମପି ମାର୍କେଟ କମ୍ପ୍ଲେକ୍ସରୁ ସୋମବାର ପୋଲିସ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେନ୍ଦହ କରାଯାଉଛି । କହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ମାର୍କେଟ କମ୍ଲେକ୍ସରେ ପାକାଇ ଦିଇଥବା ଅନୁମାନ କରାଯାଉଛି । ଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳର ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ମୃତକଙ୍କ ପରିଚୟ ସହ ହତ୍ୟାକାରୀଙ୍କୁ ଧରିବାକୁ ଧରପଗଡ ଚାଲିଥିବା ଏସିପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।