କଟକ : ଓଏମପି ମାର୍କେଟ କମ୍ଲେକ୍ସରୁ ଯୁବକଙ୍କ ଶବ ଉଦ୍ଧାର

କଟକ : ଓଏମପି ମାର୍କେଟ କମ୍ପ୍ଲେକ୍ସରୁ ସୋମବାର ପୋଲିସ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ମୁଣ୍ଡ ଓ ବେକରେ ଗଭୀର କ୍ଷତ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେନ୍ଦହ କରାଯାଉଛି । କହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ମାର୍କେଟ କମ୍ଲେକ୍ସରେ ପାକାଇ ଦିଇଥ‍ବା ଅନୁମାନ କରାଯାଉଛି । ଇଣ୍ଟିଫିକ ଟିମ୍ ସହ ପୋଲିସ ଘଟଣାସ୍ଥଳର ପହଞ୍ଚି ଅନୁସନ୍ଧାନ ଜାରି ରଖିଛି। ମୃତକଙ୍କ ପରିଚୟ ସହ ହତ୍ୟାକାରୀଙ୍କୁ ଧରିବାକୁ ଧରପଗଡ ଚାଲିଥିବା ଏସିପି କହିଛନ୍ତି।