ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ପପୁ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ପପୁ ଓରଫ ଶେଷଦେବ ଦାସଙ୍କୁ ଆଜି ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି। ତା’ଘର ବିଡାନାସୀ ଦେଉଳସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ପପୁ ଦୀର୍ଘଦିନ ହେବ ଧଳସାମନ୍ତଙ୍କ ସହ ମିଶି ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ବେଆଇନ ବାଲିଘାଟର  ବାବଦରେ ଧଳସାମନ୍ତ ବିଭିନ୍ନ କାମରେ ପପୁ ସହଯୋଗ କରୁଥିଲା ବୋଲି ପୋଲିସ କହିଛି। ତେବେ ଡି ଲିଙ୍କ୍‌ ଅଭିଯୋଗରେ ଗିରଫ […]

papu

papu

Rakesh Mallick
  • Published: Sunday, 03 July 2016
  • Updated: 03 July 2016, 01:32 PM IST

Sports

Latest News

କଟକ: ଡି’ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ପପୁ ଓରଫ ଶେଷଦେବ ଦାସଙ୍କୁ ଆଜି ଚାଉଳିଆଗଞ୍ଜ ପୋଲିସ ଗିରଫ କରିଛି। ତା’ଘର ବିଡାନାସୀ ଦେଉଳସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ପପୁ ଦୀର୍ଘଦିନ ହେବ ଧଳସାମନ୍ତଙ୍କ ସହ ମିଶି ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ଚଳାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଦାଦାବଟି, ଟେଣ୍ଡର ଫିକ୍ସିଂ ଓ ବେଆଇନ ବାଲିଘାଟର  ବାବଦରେ ଧଳସାମନ୍ତ ବିଭିନ୍ନ କାମରେ ପପୁ ସହଯୋଗ କରୁଥିଲା ବୋଲି ପୋଲିସ କହିଛି। ତେବେ ଡି ଲିଙ୍କ୍‌ ଅଭିଯୋଗରେ ଗିରଫ ସଂଖ୍ୟା ୩୫ ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story