ଧର୍ମଶାଳାରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଉପରେ 'କରୋନା' ଭୟ

ଧର୍ମଶାଳା: ଚଳିତ ମାସ ୧୨ ତାରିଖରେ ହିମାଚଳ ପ୍ରଦେଶର କାଙ୍ଗଡାସ୍ଥିତ ଧର୍ମଶାଳା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ ଉପରେ ଏବେ ‘କରୋନା’ ଭାଇରସର ସାୟା ଦେଖା ଦେଇଛି। ଏଠାକାର ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିବେ। ଯଦି ଏତେ ସଂଖ୍ୟକ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସନ୍ତି, ତାହେଲେ କରୋନା ଭାଇରସ୍ ସଂକ୍ରମିତ ହେବାର […]

hpca

hpca

Ranjit Kumar Jena
  • Published: Thursday, 05 March 2020
  • Updated: 05 March 2020, 09:17 PM IST

Sports

Latest News

ଧର୍ମଶାଳା: ଚଳିତ ମାସ ୧୨ ତାରିଖରେ ହିମାଚଳ ପ୍ରଦେଶର କାଙ୍ଗଡାସ୍ଥିତ ଧର୍ମଶାଳା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍ ଉପରେ ଏବେ 'କରୋନା' ଭାଇରସର ସାୟା ଦେଖା ଦେଇଛି। ଏଠାକାର ଷ୍ଟାଡିୟମକୁ ମ୍ୟାଚ୍ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ଦର୍ଶକ ଆସିବେ। ଯଦି ଏତେ ସଂଖ୍ୟକ ଦର୍ଶକ ମ୍ୟାଚ୍ ଦେଖିବାକୁ ଆସନ୍ତି, ତାହେଲେ କରୋନା ଭାଇରସ୍ ସଂକ୍ରମିତ ହେବାର ମଧ୍ୟ ଅଧିକ ଆଶଙ୍କା ରହିଛି। ତେବେ ହିମାଚଳ ପ୍ରଦେଶ ଆସୋସିଏସନ୍ (ଏଚପିସିଏ) ପକ୍ଷରୁ ଏ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ।

ଧର୍ମଶାଳା ଦିନିକିଆ ପାଇଁ ଉଭୟ ଦଳ ଆସନ୍ତା ୧୦ ତାରିଖରେ ଏଠାରେ ପହଞ୍ଚିବେ। ଏଚପିସିଏର ପଦାଧିକାରୀ ସଞ୍ଜୟ ଶର୍ମା କହିଛନ୍ତି, ଆମ ତରଫରୁ ଏହି ଭାଇରସର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ, କାରଣ ଏହା ଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ। ଭାଇରସର ଆଶଙ୍କାକୁ ନେଇ ମେଡିକାଲ୍ ବୁଥ୍ କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା ପ୍ରଦେଶ ସରକାର କରିବେ। ଯଦି ଆମକୁ କୌଣସି ନିର୍ଦ୍ଦେଶ ମିଳେ, ତାହେଲେ ଏହା ଉପରେ ନିଶ୍ଚିତ କାର୍ଯ୍ୟ କରାଯିବ।

ଧର୍ମଶାଳାରେ ଥିବା ଏହି କ୍ରିକେଟ୍ ଷ୍ଟାଡିୟମରେ ୨୨ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ। ଯେହେତୁ ଧର୍ମଶାଳା ଏକ ପର୍ଯ୍ୟଟନ ସ୍ଥଳୀ, ତେଣୁ ଏଠାରେ ଅଧିକ ସଂଖ୍ୟକ ବର୍ଷତମାମ ଆସିଥାନ୍ତି। ଏହାଛଡ଼ା ଧର୍ମଶାଳାରେ ତିବ୍ଦତର ନିର୍ବାସିତ ସରକାର ଏବଂ ଧର୍ମଗୁରୁ ଦଲାଇ ଲାମାଙ୍କ ବାସଭବନ ମଧ୍ୟ ଅଛି। ଏଠାରେ ଅଧିକ ସଂଖ୍ୟକ ଚାଇନା ଏବଂ ଅନ୍ୟ ଦେଶର ଲୋକ ନିୟମିତ ଯାତାୟତ କରନ୍ତି।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶରେ କରୋନା ଭାଇରସରେ ଏପର୍ଯ୍ୟନ୍ତ ତିନି ଜଣ ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଏଥିରେ ଦୁଇଜଣ କାଙ୍ଗଡା ଜିଲ୍ଲାରୁ ଅଛନ୍ତି, ଯାହାଙ୍କର ଟାଣ୍ଡା ମେଡିକାଲ କଲେଜରେ ସାମ୍ପୁଲ୍ ନିଆଯାଇଛି। ସେହିପରି ଆଉ ଜଣେ ସନ୍ଦିଗ୍ଧ ଆଇଜିଏମସି ଶିମଲାରେ ଅଛନ୍ତି। ଧର୍ମଶାଳା ଦିନିକିଆ ମ୍ୟାଚ୍ ଉପରେ କରୋନା ଭାଇରସର ଆଶଙ୍କାକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ଏବେ କୌଣସି ଚିନ୍ତା କରିବାର ନାହିଁ। ଯଦି ଆବଶ୍ୟକ ପଡ଼େ, ତାହେଲେ ସରକାର ସବୁ ପଦକ୍ଷେପ ଉଠାଇବେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସୁବେରେ କରୋନା ଭାଇରସର ଆଶଙ୍କାକୁ ଦୃଷ୍ଟିରେ ଏକ ସମୀକ୍ଷା ବୈଠକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story