କରୋନା ବିରୋଧୀ ଲଢ଼େଇ; ଆଜିଠୁ ଗଞ୍ଜାମରେ ହେବ ଅନ୍‌ଲାଇନ୍, ଅଫ୍‌ଲାଇନ୍ କ୍ୟାମ୍ପେନ୍

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଆଜିଠୁ ଅକ୍ଟୋବର ୧ ତାରିଖ ଯାଏଁ ଗଞ୍ଜାମରେ କୋଭିଡ୍ ସଚେତନତା ସପ୍ତାହ ପାଳିତ ହେବ । ଏହି ସମୟରେ ଉଭୟ ଅନ୍‌ଲାଇନ୍‌  ଓ ଅଫଲାଇନ୍ କ୍ୟାମ୍ପେନ୍  ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। ସ୍ୱେଚ୍ଛାସେବୀ ଏବଂ ଜନପ୍ରତିନିଧିମାନେ ଘରକୁ ଘର ବୁଲି କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବେ  । ଉପାନ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନାର ଭୟାବହତା ସମ୍ପର୍କରେ  ଲୋକଙ୍କୁ ସଚେତନ କରାଇବେ […]

corona

corona

Niharika Rout
  • Published: Thursday, 24 September 2020
  • Updated: 24 September 2020, 09:36 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଆଜିଠୁ ଅକ୍ଟୋବର ୧ ତାରିଖ ଯାଏଁ ଗଞ୍ଜାମରେ କୋଭିଡ୍ ସଚେତନତା ସପ୍ତାହ ପାଳିତ ହେବ । ଏହି ସମୟରେ ଉଭୟ ଅନ୍‌ଲାଇନ୍‌  ଓ ଅଫଲାଇନ୍ କ୍ୟାମ୍ପେନ୍  ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।

ସ୍ୱେଚ୍ଛାସେବୀ ଏବଂ ଜନପ୍ରତିନିଧିମାନେ ଘରକୁ ଘର ବୁଲି କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବେ  । ଉପାନ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଟିମ୍ ଯାଇ କରୋନାର ଭୟାବହତା ସମ୍ପର୍କରେ  ଲୋକଙ୍କୁ ସଚେତନ କରାଇବେ । ସେହିପରି ରାଲି ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ।  ଏନ୍‌ଜିଓ, କୋଭିଡ୍ ଶକ୍ତି ମହିଳାମାନେ ଲୋକଙ୍କୁ ସଚେତନ କରାଇବେ ।

ପିଲାଙ୍କ ମଧ୍ୟରେ ଅନଲାଇନ୍‌ରେ କରୋନା ସମ୍ପର୍କିତ ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ହେବ । ଗଞ୍ଜାମକୁ କରୋନାମୁକ୍ତ କରିବାକୁ ଜିଲ୍ଲାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story